Daily Archives

February 20, 2018

ବିରାଟଙ୍କ ବଡ ରେକର୍ଡ ! ୨୭ ବର୍ଷ ପରେ ଇତିହାସ ରଚିଲେ କ୍ୟାପଟେନ କୋହଲି

ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର ତଥା ଭାରତୀୟ କ୍ରିକେଟ ଟିମର କ୍ୟାପଟେନ କୋହଲି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ଏହାସହ ଦୀର୍ଘ ୨୭ ବର୍ଷ ପରେ ଆଇସିସି ଦିନିକିଆ ମାନ୍ୟତାରେ ୯୦୯ ପଏଣ୍ଟ ହାସଲ କରି ଇତିହାସ ରଚିଛନ୍ତି ବିରାଟ । ଏହାସହ ଦକ୍ଷିଣ ଆଫ୍ରିକାର ଏବି ଡି ଭିଲିୟର୍ସ ପରେ ଉଭୟ…

ଦିନକୁ ଦିନ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା : ବାଧ୍ୟ ହୋଇ ପୋଖରୀ ପାଣି ବ୍ୟବହାର କରୁଛନ୍ତ ପୁରୀର ବସନ୍ତପୁର…

କନକ ବ୍ୟୁରୋ : ଦିନକୁ ଦିନ କଣାସରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ପାଣି ଅଭାବରୁ ଲୋକେ ବାଧ୍ୟ ହୋଇ ପୋଖରୀ ପାଣି ବ୍ୟବହାର କରୁଛନ୍ତି । ମୋଟ ୨୮ଟି ଗ୍ରାମ ପଂଚାୟତରୁ ପ୍ରାୟ ୨୩ଟି ଗ୍ରାମ ପଂଚାୟତରେ ପାନୀୟ ଜଳ ସମସ୍ୟା ବର୍ଷତମାମ ଲାଗିରହିଛି । ତଥାପି ସମସ୍ୟାର ସ୍ଥାୟୀ ପ୍ରତିକାର…

ଷଡ଼ଯନ୍ତ୍ର କରୁଛି ଚୀନ୍ ! ସୀମାରେ ପୁଣି ଥରେ ବିବାଦ ଉପୁଜିବାର ଆଶଙ୍କା କରୁଛି ଭାରତ

କନକ ବ୍ୟୁରୋ : ଚକ୍ରାନ୍ତ ଚଳାଇଛି ଚୀନ୍ । ଡୋକଲାମ୍ ମାମଲାରେ ହାରିବା ପରେ ମଧ୍ୟ ପରାଜୟ ସ୍ୱୀକାର କରିବା ପାଇଁ ଯେପରି ସେ ନାରାଜ । ସୀମାରେ ଏବେ ବି ଚୀନ୍ ଚଳାଇଛି ଚକ୍ରାନ୍ତ । ପୁଣି ଥରେ ଭାରତ ସହ ମୁହାଁମହିଁ ହେବାପାଇଁ ପ୍ରସ୍ତୁତି ଚଳାଇଛି । ଚୀନ ସୀମାରେ ଗୋଇନ୍ଦାଗିରି କରିବା ପାଇଁ…

କ୍ୟାପଟେନ୍ କୋହଲିଙ୍କ ଅପେକ୍ଷାରେ ରେକର୍ଡ ! କିନ୍ତୁ ଆଗାମୀ ଦୁଇଟି ଟି-୨୦ ମ୍ୟାଚରେ ବିରାଟଙ୍କୁ କରିବାକୁ ପଡିବ ବଡ…

ରେକର୍ଡ ମ୍ୟାନ ବିରାଟ କୋହଲି କରିପାରନ୍ତି ଆଉ ଏକ ନୂଆ ରେକର୍ଡ । ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ୍ ଇଣ୍ଡିଆର କ୍ୟାପଟେନ୍ କୋହଲି ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି । ତେଣୁ ସିରିଜ୍ ଶେଷ ସୁଦ୍ଧା ଆଉ ଏକ ରେକର୍ଡ କରିପାରନ୍ତି ବୋଲି ଅନୁମାନ କରିଛନ୍ତି କ୍ରିକେଟ୍ ବିଶେଷଜ୍ଞ ।…

ଚାଷୀକୁ ଦଂଶନ କରିବା ସାପକୁ ପଡିଲା ମହଙ୍ଗା ! ରାଗରେ ସାପର ମୁଣ୍ଡକୁ କାମୁଡି ଛିଣ୍ଡାଇ ଦେଲେ ସୋନେଲାଲ, ଜାଣନ୍ତୁ ତା…

ଅଧିକାଂଶ ସମୟ ସାପ କାମୁଡାରେ ମଣିଷର ମୃତ୍ୟୁ ହୋଇଥିବା କଥା ଆପଣ ଶୁଣିଥିବେ । କିନ୍ତୁ ସାପକୁ ମଣିଷ କାମୁଡିବା ଘଟଣା କ୍ୱଚିତ ଦେଖିବାକୁ ମିଳିଥାଏ । ଉତ୍ତର ପ୍ରଦେଶରୁ ଏବେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ହରଦୋଇ ଅଞ୍ଚଳର ଶୁକ୍ଲାପୁର ଗାଁରେ ଏକ ଚାଷୀ ଏକ ସାପକୁ କାମୁଡି ଚୋବାଇ…

ଆସୁଛି ‘ଏତରାଜ’ର ସିକ୍ୱେଲ ! ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ବଲିଉଡରେ ନଜର ଆସିବେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା

ବଲିଉଡ଼ ହେଉ କି ହଲିଉଡ଼ ସବୁଠି ଦେଖିବା ପାଇଁ ମିଳିଛି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଜଲୱା । ଅଭିନୟ ସହ ସେ ଗୀତ ଗାଇ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ହଟ୍ ଲୁକ୍ ଓ ନିଆରା ଅନ୍ଦାଜ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଅଛନ୍ତି । ଏବେ ସେ ହଲିଉଡ଼ରେ ବେଶ୍ ସକ୍ରିୟ ଅଛି । ବେଶ କିଛି…