Daily Archives

February 19, 2018

ଅଧାରେ ଅଟକିଛି ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ! କେଉଁଠି ପାଇଖାନା ନିର୍ମାଣ ଅଧାରେ ପଡିଛି ତ ଆଉ କେଉଁଠି ମୃତ…

କନକ ବ୍ୟୁରୋ: ପାଇଖାନା ନିର୍ମାଣରେ ଦୁର୍ନୀତି । କେଉଁଠି ପାଇଖାନା ନିର୍ମାଣ ଅଧାରେ ପଡିଛି ତ ଆଉ କେଉଁଠି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠିଛି । ଏଭଳି ଦୁର୍ନୀତିର ଗନ୍ଧ ରହିଛି କନ୍ଧମାଳ ଜିଲ୍ଲା ପାଣ୍ଡବାଡ଼ି ଗାଁରେ । ହିତାଧିକାରୀଙ୍କ ନାଁରେ ଟଙ୍କା ଆସୁଛି ହେଲେ ନିର୍ମାଣ ହୋଇପାରୁ ନାହିଁ…

ନିରବତାର ଗତି କୁଆଡେ! ତିନି ଦଳର ମଙ୍ଗୁଆଳଙ୍କୁ ଟେନସନ ଦେଉଛନ୍ତି ସାଇଲେଣ୍ଟ ଭୋଟର , ଛାତିରେ ପଶୁଛି ଛନକା ।

କନକ ବ୍ୟୁରୋ : ବସନ୍ତ ରତୁ ଶେଷ ହୋଇନାହିଁ କିନ୍ତୁ ବିଜେପୁରରେ ପ୍ରବଳ ତାତି । ଉପିନର୍ବାଚନ ପାଇଁ ତାରିଖ ପାଖେଇ ଆସିବା ସହ ନେତାଙ୍କ ମନରେ ଛନକା ପଶିବା ଆରମ୍ଭ ହେଲାଣି । ଜିନ୍ଦାବାଦ ଧ୍ୱନିରେ କମ୍ପି ଉଠୁଛି ବିଜେପୁର । ପ୍ରଚାର ମୈଦାନରେ ନେତା, ମନ୍ତ୍ରୀ, ଅଭିନେତାଙ୍କ ଠାରୁ ଆରମ୍ଭ କରି…

ଜ୍ଞାନ ଉପରୁ ତୁଟିଛି ଭରସା । ଅନ୍ଧ ବିଶ୍ୱାସ କରୁଛି ରାଜୁତି

କନକ ବ୍ୟୁରୋ: ବିଜ୍ଞାନ ଉପରୁ ତୁଟିଛି ଭରସା । ଅନ୍ଧ ବିଶ୍ୱାସ କରୁଛି ରାଜୁତି । ରୋଗ ଭଲ ପାଇଁ ଚିକିତ୍ସା ବିଜ୍ଞାନ ଉପରୁ ଭରସା ତୁଟି ଯିବା ପରେ ମନ୍ଦିରରେ ଅଧିଆ ପଡିଛନ୍ତି କ୍ୟାନସର ପୀଡିତ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସଦର ବଲ୍ଲ ଓଲ ଗାଁର ଇନ୍ଦ୍ରେଶ୍ୱର…

ଜୋରଧରିଛି ନିମାପଡାକୁ ରାଜସ୍ୱ ସବ-ଡିଭିଜନ ମାନ୍ୟତ ଦାବି ! ଆନ୍ଦୋଳନରେ ଚେତାବନୀ ଦେଇଛି ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚ

କନକ ବ୍ୟୁରୋ: ଦେଶ ସ୍ୱାଧିନତାକୁ ବିତିଲାଣି ୭୨ ବର୍ଷ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ବିତିଲାଣି ୮୨ ବର୍ଷ । ହେଲେ ଆଜି ଯାଏଁ ନିମାପଡ଼ାକୁ ମିଳିପାରିନାହିଁ ସବ୍-ଡିଭିଜନର ମାନ୍ୟତା । ସମସ୍ତ ପ୍ରକାର ଭିତିଭୂମି ଥାଇ ମଧ୍ୟ ସବ୍-ଡିଭିଜନର ମାନ୍ୟତା ମିଳୁନଥିବାରୁ ଅସନ୍ତୋଷ ଦେଖାଦେଇଛି ।…

ସବୁ ମୋବାଇଲ କଂପାନୀମାନଙ୍କର ବେଷ୍ଟ ଅଫର୍ସ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ? ତେବେ ତୁରନ୍ତ ଆପଣଙ୍କ ଫୋନରେ ଇନଷ୍ଟଲ…

ଟେଲିକମ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଆସିବା ପରେ ଏବେ ଡାଟା ଶସ୍ତା ଆଉ ଅଟା ମହଙ୍ଗା ହୋଇଯାଇଛି । ସେହିପରି ଜିଓକୁ ଟକ୍କର ଦେବାକୁ ଅଂଟା ଭିଡିଠନ୍ତି ଅନେକ ନାମୀଦାମୀ କଂପାନୀ । ଏସବୁ ମଧ୍ୟରେ ଗ୍ରାହକଙ୍କୁ ମିଳୁଛି ଅନେକ ଆକର୍ଷଣୀୟ ଅଫର ଆଉ ଶସ୍ତା ଡାଟା । ଜିଓ…

ପେଟିଏମ, ତେଜ୍ ଓ ହ୍ୱାଟସଆପ ! ଜାଣନ୍ତୁ କାହାର ପେମେଂଟ ସିଷ୍ଟମ କେମିତି ଆଉ କେଉଁଟା ଆପଣଙ୍କ ପାଇଁ ବେଷ୍ଟ

ୟୁପିଆଇ ଜରିଆରେ ଏବେ ଭାରତରେ ହ୍ୱାଟସଆପ ୟୁଜର୍ସ ଟଙ୍କା କାରବାର ଅତି ସହଜରେ କରିିପାରିବେ । ହ୍ୱାଟସଆପର ଏହି ପେମେଂଟ ଫିଚରଟି ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ଧାରୀଙ୍କ ପାଇଁ ଆରମ୍ଭ ହୋଇସାରିଛି ଆଉ ଖୁବ ଶୀଘ୍ର ହିଁ ବାକି ଡାଭାଇସ ଗୁଡିକରେ ଏହାକୁ କାର୍ଯ୍ୟକାରୀ କରିଦିଆଯିବ । ୟୁନିଫାଇଡ ପେମେଂଟ…