Daily Archives

February 17, 2018

ଜୟଦେବ ବାଟିକାରେ ଜଙ୍ଗଲୀ ହାତୀ ! ଦୁଇଦିନ ଲୁଚି ରହିବା ପରେ ପୁଣି ଗେଟ ଭାଙ୍ଗି ପାର୍କ ଭିତରେ ପଶିଲା ଗଜରାଜ

କନକ ବ୍ୟୁରୋ : ରାଜଧାନୀରେ ମାତିଛି ଜଙ୍ଗଲୀ ଦନ୍ତା । ଦୁଇ ଦିନ ହେଲା ଓୟୁଏଟି ଫାର୍ମ ହାଉସରେ ଲୁଚି ରହିଥିବା ହାତୀ, ଆଜି ଜୟଦେବ ବାଟିକାର ଲୁହା ଗେଟ୍ ଭାଂଗି ଭିତରକୁ ପଶିଛି । ଫଳରେ ଆଜି ଦିନକ ପାଇଁ ବନ୍ଦ ରହିଛି ଜୟଦେବ ବାଟିକା । ଦିନରେ ହାତୀ ଚଳପ୍ରଚଳ କରୁନଥିବାରୁ ଘଉଡାଇବାକୁ ରାତିକୁ…

ଜମିଲା ପ୍ରଚାର ! ୭୦ ଏମଏମ ସିଲଭର ସ୍କ୍ରିନରୁ ବାହାରି ଗାଁ ଦାଣ୍ଡରେ ଓଲିଉଡ ଷ୍ଟାର । ବିଜେଡି-ବିଜେପିର ନୂଆ ନାଁ ଦେଲା…

କନକ ବ୍ୟୁରୋ : ପ୍ରଚାରରେ ପଛରେ ପଡିଯାଉଥିବା ଚର୍ଚ୍ଚା ଭିତରେ କଂଗ୍ରେସର ଆକ୍ରମଣାତ୍ମକ ଆଭିମୁଖ୍ୟ । ବିଜେଡିକୁ ଯାତ୍ରା ଦଳ ଓ ବିଜେପିକୁ ଯାତ୍ରା ପାର୍ଟି କହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି କଂଗ୍ରେସ ଛାମୁଆ ନେତା । ଏପଟେ ସେଭେନଟି ଏମ୍ଏମ୍ ସିଲଭର ସ୍କ୍ରିନରୁ ବାହାରି…

ଆଲିସାନ ହୋଟେଲରେ ଲୁଚି ରହିଛନ୍ତି ସ୍କାମ ମାଷ୍ଟର ନିରଭ ମୋଦି! ରାତିକୁ ଭଡା ୮୪,୦୦୦ ଟଙ୍କା, ୯୦ ଦିନ ପାଇଁ କରିଛନ୍ତି…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୧ ହଜାର ୪ ଶହ କୋଟି ଚୂନା ମାରି ଫେରାର ହୋଇଯାଇ୍ଥିବା ହୀରା ବ୍ୟବସାୟୀ ନିରଭ ମୋଦିଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା । ପିଏନବି ମହାଘୋଟାଲା ଜଣା ପଡିବା ପୂର୍ବରୁ ନିରଭ ଦେଶ ଛାଡି ପଳାୟନ କରିଛନ୍ତି । ହଜାର ହଜାର କୋଟି ଟଙ୍କା ଲୁଟ କରିଥିବା ନିରଭ ଏବେ କେଉଁଠି…

ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଜୁନାଗଡର ଅରକ୍ଷିତ ପରାଭୋଇ : ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

କନକ ବ୍ୟୁରୋ : ଦାଦନର ଦୁଃଖ । ଚେନ୍ନାଇ ଦାଦନ ଖଟିବାକୁ ଯାଇ ସେଠାରେ ଦୁର୍ଘଟଣାର ଶିକାର ହେବା ପରେ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗୋଡ ଓ ହାତର ହାଡ ଭାଙ୍ଗି ଯାଇଥିବାରୁ ଅର୍ଥ ଅଭାବରୁ ଅପରେସନ ମଧ୍ୟ ହୋଇପାରୁନାହିଁ । ଫଳରେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି କଳହାଣ୍ଡି…

ଅନୁଗୁଳ : ଏମସିଏଲର ଦାଦାଗିରି, ଜମି ନେଇ ମଧ୍ୟ ଆଜିଯାଏଁ ଲୋକଙ୍କୁ ଘର କି ନିଯୁକ୍ତି ଦେଇନି କମ୍ପାନୀ

କନକ ବ୍ୟୁରୋ : ଏମସିଏଲର ଦାଦାଗିରି । ଲୋକଙ୍କ ଜମି ନେଇ ମଧ୍ୟ କାହାକୁ ଆଜି ଯାଏ ନା ମିଳିଛି ଘର ନା ନିଯୁକ୍ତି । ଫଳରେ ପ୍ରତ୍ୟେକ ଦିନ ବଂଚିବା ପାଇ ସଂଘର୍ଷ କରୁଛନ୍ତି ବାସହରା । ଏହା ସହ ଘର ପାଖରେ ପଥର ବ୍ଲାଷ୍ଟିଂ ଯୋଗୁଁ ଭୟଭୀତ ଭାବେ ଜୀବନ କାଟୁଛନ୍ତି ସ୍ଥାନୀୟ ବାସିନ୍ଦା । ତାଳଚେର…

ପ୍ରତିରୋଧକ ଶକ୍ତି ବଢ଼ାଏ ଆମ୍ବ ! ସୁଗାର ସ୍ତର ମଧ୍ୟ ନିୟନ୍ତ୍ରିତ ରହେ . . .

ଫଳର ରାଜା ଅଟେ ଆମ୍ବ । ପାଚିଲା ଆମ୍ବ ଅତ୍ୟନ୍ତ ସୁସ୍ୱାଦୁ । କଞ୍ଚା ଆମ୍ବରେ ମଧ୍ୟ ଚଟଣି ଓ ଆଚାର କରି କରାଯାଏ । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ । ଆମ୍ବ ଖାଇବା ପାଇଁ ପ୍ରାୟ ସମସ୍ତେ ଭଲପାଆନ୍ତି । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର…