Daily Archives

February 15, 2018

ରାଜଧାନୀରେ ବୁଲୁଛି ବଣୁଆ ହାତୀ! ଦିନ ଦ୍ୱିପ୍ରହରରେ ଲୋକଙ୍କୁ କଲା ଆତଙ୍କିତ

କନକ ବ୍ୟୁରୋ : ରାଜଧାନୀରେ ଦନ୍ତା । ଭୁବେନଶ୍ୱର ଘାଟିକିଆ ସ୍ଥିତ ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ । ଭରତପୁର ଜଙ୍ଗଲରୁ ଏହି ହାତୀ, ଓୟୁଏଟି ଫାର୍ମ ହାଉସକୁ ପଶି ଆସିଥିବା ଅନୁମାନ କରାଯାଉଛି । ହାତୀ ଯାଉଥିବା ରାସ୍ତାରେ ଥିବା ଏକ ଲୁହା ଗେଟକୁ ଦଳି ଦେଇଛି ଦନ୍ତା । ଏବେ ହାତୀଟି…

ଫେବୃୟାରୀରେ ରେକର୍ଡ ଭାଙ୍ଗୁଛି ତାତି! ଏ ବର୍ଷ ଡହଡହ ଖରାରେ ସିଝିବ ଓଡ଼ିଶା

କନକ ବ୍ୟୁରୋ : ମାଡି ଆସୁଛି ଖରା । କିଛି ଦିନ ତଳେ ଯେମିତି ହାଡ଼ ଭଙ୍ଗା ଶୀତ, ସେମିତି ଏ ବର୍ଷ ଗରମ ହେବ ବୋଲି ଅନୁମାନ କରୁଛି ଭୁବନେଶ୍ୱରର ଆଂଚଳିକ ପାଣିପାଗ କେନ୍ଦ୍ର । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ତାପମାତ୍ରା ବଢିବାରେ ଲାଗିଛି । ୩୫ ଡିଗ୍ରୀ ଉପରେ ରହିଛି ରାଜ୍ୟର ଚାରିଟି ସହରର…

ଶେଷରେ ଏକଜୁଟ ହେଲେ କଂଗ୍ରେସ ନେତା ! ପ୍ରଚାର ମୈଦାନକୁ ଓହ୍ଲାଇଲେ କଂଗ୍ରେସର ହେଭିୱେଟ, ବିଜେଡି ଓ ବିଜେପିର ପ୍ରଚାର…

କନକ ବ୍ୟୁରୋ : ବିଜେପି ଓ ବିଜେଡି ପରେ ବିଜେପୁର ପ୍ରଚାର ମୈଦାନରେ କଂଗ୍ରେସ ହେଭିୱେଟ୍ । ଦଳର ସମସ୍ତ ବରିଷ୍ଠ ନେତା ଆଜି ଏକାଠି ହୋଇ , ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି । ସେପଟେ ଦ୍ୱିତୀୟ ଥର ପାଇଁ ବିଜେପୁର ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି କେନ୍ଦ୍ରମନ୍ତ୍ରୀ…

ହକି ହାର୍ଟରେ ଓଡ଼ିଶା ! ଦଳର ଜର୍ସିରେ ରହିବ ରାଜ୍ୟର ନାମ, ସାରା ବିଶ୍ୱ ଦେଖିବ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ

କନକ ବ୍ୟୁରୋ : ହକି ବିଶ୍ୱ କପ୍ ପାଇଁ ବାଜିଲା ବିଗୁଲ । ଦିଲ୍ଲୀରେ ଓଡିଶା ସରକାର ଓ ହକି ଇଣ୍ଡିଆ ସହଭାଗିତାରେ ସ୍ୱତନ୍ତ୍ର ଆୟୋଜନରେ ହକି ବିଶ୍ୱ କପ୍ ପାଇଁ ବିଗୁଲ ବାଜିଛି । ଏହି ଅବସରରେ ହକି ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କରିଛନ୍ତି ନବୀନ । ଏହା ସହିତ ଆସନ୍ତା ୫ ବର୍ଷ ପାଇଁ ଉଭୟ…

“ମୋଦି”ଙ୍କ ମହାଘୋଟାଲା ! ୧୧ ହଜାର କୋଟି ଚୂନା ମାରି ଦେଶ ଛାଡି ଚାଲିଗଲେ “ମୋଦି”

ସମସ୍ତଙ୍କୁ ଚମକାଇଲା ଭଳି ବ୍ୟାଙ୍କ ଘୋଟାଲା । ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ -ପଂଜାବ ନ୍ୟାସନାଲ୍ ବ୍ୟାଙ୍କକୁ ୧୧ ହଜାର କୋଟିରୁ ଅଧିକ ଟଙ୍କାର ଚୂନା ଲଗାଇଛନ୍ତି ବିଶିଷ୍ଟ ହୀରା ବ୍ୟବସାୟୀ ନିରଭ ମୋଦି । ବ୍ୟାଙ୍କ ଠକେଇରେ ମଦ ଟାଇକୁନ୍ ବିଜୟ ମାଲ୍ୟାକୁ ବି ଟପି ଯାଇଛନ୍ତି…

ରୁଦ୍ଧ କୋଠରୀରେ ୨୦ ମିନିଟ୍ । ୧୯ ପୂର୍ବର ଅଙ୍କକଷା କି ?

କନକ ବ୍ୟୁରୋ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦ମିନିଟର ଭେଟ ଓଡିଶା ରାଜନୀତିରେ ଗୁଂଜରଣ ସୃଷ୍ଟି କରିଛି । ଗତ କାଲି ଦିଲ୍ଲୀର ଜନକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦିଙ୍କୁ ଭେଟି ‘ଦା ଟଲ ମ୍ୟାନ ବିଜୁ ପଟ୍ଟନାୟକ’ ପୁସ୍ତକ…