Daily Archives

February 11, 2018

ଗୋଟିଏ ଦିନରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କର ରିଲିଜ ହେବ ଦୁଇଟି ଫିଲ୍ମ ! ସାମ୍ନାକୁ ଆସିଲା ରଜନୀଙ୍କ ଅପକମିଙ୍ଗ…

ଅଭିନେତା ତଥା ପ୍ରଯୋଜକ ଧନୁଷ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘କାଲା’ର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଧନୁଷ ନିଜର ଅଫିସିଆଲ ଇଂଷ୍ଟଗ୍ରାମରେ ଫଟୋଟି ସେୟାର କରିଛନ୍ତି । ତା’ସହ ଏହି ଫିଲ୍ମଟି ଏପ୍ରିଲ ୨୭ ତାରିଖରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ଏହା ପୂର୍ବରୁ…

ଧର୍ମେନ୍ଦ୍ରଙ୍କ ଗୁଗୁଲି ! ବିଜେପୁରରେ ବିଜେପିର ବିଜୟ ସୁନିଶ୍ଚିତ, ଉପନିର୍ବାଚନ ହିଁ ଆଣିବ ପରିବର୍ତ୍ତନ

କନକ ବ୍ୟୁରୋ : ବିଜେପୁରରେ ଜମିଛି ହାଇଭୋଲଟେଜ ପ୍ରଚାର । ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପିର ହେଭିୱେଟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଅଶୋକଙ୍କୁ ବିଜୟୀ ଟିକା ପିନ୍ଧାଇବା ପାଇଁ ଧର୍ମେନ୍ଦ୍ର ବିଜେପୁର ମାଟିରେ ଗୋଟି ଚାଳନା କରିଛନ୍ତି । ଆଜି ସେ…

ଆପଣଙ୍କୁ ମାଲାମାଲ୍ କରିବ ଏଟିଏମ ! ଜାଣନ୍ତୁ ଘରେ ବସି କିପରି ଏଟିଏମରୁ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

ଏଟିଏମକୁ ସାଧାରଣତଃ ଟଙ୍କା ଉଠାଇବା ଓ ଜମା କରିବାର ଏକ ମାଧ୍ୟମ ବୋଲି ଆପଣ ଭାବୁଥିବେ । ହେଲେ କେବେ ଚିନ୍ତା କରିଛନ୍ତି କି ଏଟିଏମରୁ ଟଙ୍କା ଉଠାଇବା ବ୍ୟତୀତ ଆପଣ ଏଥିରୁ ଟଙ୍କା ରୋଜଗାର ମଧ୍ୟ କରିପାରିବେ । ଆଶ୍ଚର୍ଯ୍ୟ ଲାଗୁଛି ନା । ମାତ୍ର ଏହା ସମ୍ଭବ ଅଟେ । ଆପଣ ଏଟିଏମ ଖୋଲି ଘରେ ବସି…

ସୁପ୍ରିମକୋର୍ଟ ଗଲା କୁନ୍ଦୁଲି ମାମଲା ! ସିବିଆଇ ତଦନ୍ତ ଦାବି କରି ପିଟିସନ ଫାଇଲ୍ କଲେ ପୀଡତାଙ୍କ ପରିବାର

କନକ ବ୍ୟୁରୋ: ସୁପ୍ରିମକୋର୍ଟକୁ ଗଲା କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା । ସିବିଆଇ ତଦନ୍ତ ଦାବି କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ସମ୍ପର୍କୀୟ । ରାଜ୍ୟ ସରକାରଙ୍କ ଅଧିନରେ ଥିବା ତଦନ୍ତକାରୀ ସଂସ୍ଥା ଉପରୁ ଆସ୍ଥା ହରାଇ ନ୍ୟାୟ ପାଇବା ପାଇଁ ସିବିଆଇ…

ବିଜେପୁରରେ ଅଟକିଲା ବିଜେପିର ପ୍ରଚାର ଗାଡ଼ି ! ପ୍ରଚାରରେ ଲାଗିଥିବା ସମସ୍ତ ଗାଡ଼ିକୁ ଅଟକାଇଲେ ନିର୍ବାଚନ ପର୍ଯ୍ୟବେକ୍ଷକ

କନକ ବ୍ୟୁରୋ: ବିଜେପୁରରେ ଅଟକିଲା ବିଜେପିର ପ୍ରଚାର ଗାଡ଼ି । ପ୍ରଚାରରେ ଲାଗିଥିବା ସମସ୍ତ ଗାଡ଼ିକୁ ଅଟକାଇଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ । ଅନୁମତି ନଥାଇ ପ୍ରଚାର କାର୍ଯ୍ୟରେ ଗାଡ଼ି ଲାଗିଥିବାରୁ ଗାଡ଼ି ଅଟକା ଯାଇଥିବା ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ପାଇଁ…

ହ୍ୱାଟସଆପରେ ଅନଲାଇନରେ ଥାଇ ବି କେହି ଜାଣିପାରିବେ ନାହିଁ ! ହେଲେ କେମିତି , ଜାଣନ୍ତୁ ପୂରା ପ୍ରକ୍ରିୟା

ଯଦି ଆପଣ ଚାହୁୁଁଛନ୍ତି ଆପଣ କୌଣସି ବ୍ୟକ୍ତିଙ୍କ ସହିତ ଚାର୍ଟ କରୁଥିବେ ଆଉ ସେ ଆପଣଙ୍କୁ ଅନଲାଇନ ଥିବା ନେଇ ଦେଖିନପାରିବେ, ଏଥିସହିତ ହିଁ ମେସେଜ ପଢିବାର ନୀଳ ରଙ୍ଗର ଚିହ୍ନ ମଧ୍ୟ ଯେପରି ନ ଆସିବ ତେବେ ଆପଣଙ୍କର ଏସବୁ ଇଚ୍ଛା ଏବେ ପୁରଣ ହୋଇପାରିବ । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ଟ୍ରିକ୍…