Daily Archives

February 8, 2018

ମୋଦିଙ୍କୁ ରୋକିବା ପାଇଁ ସୋନିଆଙ୍କ ମେଗା ପ୍ଲାନ୍ : ଆଗାମୀ ସାଧାରଣ ନିର୍ବାଚନରେ ସମଭାବାପନ୍ନ ଦଳକୁ ଏକାଠି ହେବାକୁ…

କନକ ବ୍ୟୁରୋ : ମୋଦି ଓ ବିଜେପିକୁ ଶାସନ ଗାଦିରୁ ହଟାଇବା ପାଇଁ କଂଗ୍ରେସର ବଡ଼ ଯୋଜନା । କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ବାନ୍ଧୁଛନ୍ତି ମେଳି । ଧର୍ମ ନିରପେକ୍ଷତା, ଅସହିଷ୍ଣୁତା ବିରୋଧରେ ଲଢ଼ିବା ସହ ଦେଶର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସମଭାବାପନ୍ନ ଦଳକୁ ନେଇ…

ସରକାରଙ୍କ ଚାକିରି ସର୍ତାବଳୀ ବିରୋଧରେ ଶିକ୍ଷକଙ୍କ ଗର୍ଜନ : କହିଲେ, ଦାବି ପୂରଣ ନହେଲେ ବିଜେପୁରରେ ପହଂଚିବ ଆନ୍ଦୋଳନ

କନକ ବ୍ୟୁରୋ : ସରକାରଙ୍କ ସର୍ତାବଳୀ ସତ୍ୟପାଠ ବିରୋଧରେ ରାଜରାସ୍ତାରେ ହଜାର ହଜାର ଶିଷକଙ୍କ ପ୍ରତିବାଦ । କାଲି ପୁରୀରୁ ବାହାରିଥିବା ବିଶାଳ ପଟୁଆର ଆଜି ପହଁଚିଛି ଭୁବନେଶ୍ୱର ଲୋୟର ପିଏମଜିରେ । ରାଜଧାନୀରେ ହୋଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ମହାସମାବେଶ । ଯଦି…

ବାଇକପ୍ରେମୀଙ୍କ ପାଇଁ ଖୁସିଖବର! ଖୁବଶୀଘ୍ର ବଜାରକୁ ଆସିବ ହୋଣ୍ଡାର X-Blade ବାଇକ, ଷ୍ଟାଇଲିସ ଲୁକ ସାଙ୍ଗକୁ ରହିଛି…

ବାଇକପ୍ରେମୀଙ୍କ ପାଇଁ ଖୁସିଖବର । ଅଟୋ ଏକ୍ସପୋ ୨୦୧୮ର ଦ୍ୱିତୀୟ ଦିନରେ ହୋଣ୍ଡା କମ୍ପାନି ଏକ ନୂଆ ବାଇକ ଲଞ୍ଚ କରିଛି । ଯୁବବର୍ଗଙ୍କ ଚାହିଦାକୁ ଲକ୍ଷ୍ୟ କରି କମ୍ପାନି ମିଡ ରେଞ୍ଜର X-Blade ବାଇକ ବଜାରକୁ ଆଣିଛି । ୧୬୦ ସିସିର ଏହି ବାଇକର ଡିଜାଇନ ମଧ୍ୟ ବେଶ ଆକାର୍ଷଣୀୟ ହୋଇଛି । ଏହାର…

ପଡ଼ିଲା ଭାଷା ଆନ୍ଦୋଳନ ପ୍ରଭାବ : ଭାଷା ସୁରକ୍ଷା ପାଇଁ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରସ୍ତାବକୁ…

କନକ ବ୍ୟୁରୋ :  ଓଡ଼ିଆ ଭାଷା ପାଇଁ ତିଆରି ହେଲା ବିଭାଗ । ବଦଳିଲା ସଂସ୍କୃତି ବିଭାଗ ନାଁ । ଏହାର ନୂଆ ନାଁ ହେଉଛି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ । ଓଡ଼ିଆ ଭାଷା ଆନ୍ଦୋଳନ ବ୍ୟାପକ ହେବା ପରେ ସରକାର ଏହି ନିଷ୍ପତ୍ତିି ନେଇଛନ୍ତି । ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ…

କେଉଁ ଦିନ ପାଳିବେ ମହାଶିବରାତ୍ରୀ, ଫେବ୍ରୁଆରୀ ୧୩ ନା’ ଫେବ୍ରୁଆରୀ ୧୪ ! ଭିନ୍ନ ଭିନ୍ନ ପାଂଜିରେ ରହିଛି ଭିନ୍ନ ଭିନ୍ନ…

କନକ ବ୍ୟୁରୋ :  କେଉଁ ଦିନ ପାଳିବେ ମହାଶିବରାତ୍ରି? ଫେବ୍ରୁଆରୀ ୧୩ ନା’ ଫେବ୍ରୁଆରୀ ୧୪ । ଏହାକୁ ନେଇ ଶିବଭକ୍ତମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । କାରଣ କିଛି ଗଣନାକାର ୧୩ ତାରିଖ ଦିନ ଶିବରାତ୍ରି ବ୍ରତ କହୁଥିବା ବେଳେ କିଛି ୧୪ ତାରିଖ ସପକ୍ଷରେ ମତ ଦେଉଛନ୍ତି ।ରାଜ୍ୟରେ ପ୍ରଚଳିତ…