Daily Archives

February 5, 2018

ବିବାହ ବେଦିିରେ ବର କଲେ ରିପୋର୍ଟିଂ ! ପୁଅର ପେଶା ପ୍ରତି ଭଲପାଇବା ଦେଖି ଖୁସିରେ କାନ୍ଦି ପକାଇଲେ ମା’

କିଛି ଘଟଣା ଦୁର୍ଘଟଣା ହେଲେ ସେଠାରେ ପହଞ୍ଚିଯାଆନ୍ତି ରିପୋର୍ଟର । ଆଉ ଘଟଣାର ସମସ୍ତ ତଥ୍ୟ ହସ୍ତଗତ କରିବା ପାଇଁ ଚେଷ୍ଟା କରନ୍ତି । ରାଜନୈତିକ ଘଟଣା କିମ୍ବା ବଡ଼ ବଡ଼ ସେଲିବ୍ରିଟି ମାନଙ୍କର ବାହାଘର ସମୟରେ ମଧ୍ୟ ରିପୋର୍ଟିଂ କରିଥାନ୍ତି । କିନ୍ତୁ ନିଜ ବାହାଘରରେ ରିପୋର୍ଟିଙ୍ଗ କରିବା ନିହାତି…

କୃଷି ଉପକରଣର ଅପବ୍ୟବହାର ! ପନିପରିବା ବୋଝେଇ ପାଇଁ ଥିବା ଶୀତତାପ ନିୟନ୍ତ୍ରିତ ଗାଡିରେ ବୁହା ହେଉଛି ଧାନ ଓ ମକା

କନକ ବ୍ୟୁରୋ : କୃଷି ଉପକରଣର ଅପବ୍ୟବହାର । ପନିପରିବା ବୁହା ହେବା ପାଇଁ ଦିଆଯାଇଥିବା ଶୀତତାପ ନିୟନ୍ତ୍ରିତ ଗାଡିରେ ବୁହା ହେଉଛି ଧାନ ଓ ମକା । ଚାଷୀଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଏବଂ ଚାଷ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ବିଭାଗକୁ ଏହି ଗାଡି ଯୋଗାଇ ଦିଆଯାଇଛି । ହେଲେ ଏହା ଲାଗୁଛି…

ଚିରସ୍ରୋତା ମହାନଦୀରେ ବଢୁଛି ପ୍ରଦୂଷଣ ! ସୁବର୍ଣ୍ଣପୁର ମହାନଦୀରେ ମିଶୁଛି ସହରର ଡ୍ରେନ୍ ପାଣି

କନକ ବ୍ୟୁରୋ : ମହାନଦୀରେ ବଢୁଛି ପ୍ରଦୂଷଣ । ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ଜଳ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ସାରା ସହରର ଡ୍ରେନ ପାଣି ମହାନଦୀରେ ମିଶୁଛି । ଏଯାଏଁ ସ୍ୱରେଜ ବ୍ୟବସ୍ଥା କରାଯାଇନଥିବା ବେଳେ ମହାନଦୀ ଜଳ ଆବର୍ଜନମୟ ହେଉଛି । ସ୍ୱରେଜ ବ୍ୟବସ୍ଥା କରାଯାଇ ମହାନଦୀକୁ…

ଟ୍ରେନ ଯାତ୍ରୀଙ୍କ ଠାରୁ ୭୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ ! ଖୋର୍ଦ୍ଧାରୋଡ ରେଳ ଷ୍ଟେସନଠାରେ ଗୌହାଟୀ-ଚେନ୍ନାଇ…

କନକ ବ୍ୟୁରୋ : ଖୋର୍ଦ୍ଧାରୋଡ ରେଳ ଷ୍ଟେସନରୁ ସୁନା ବିସ୍କୁଟ ଜବତ । ଜଣେ ଯାତ୍ରୀଙ୍କ ଠାରୁ ୧୫ଟି ସୁିନା ବିସ୍କୁଟ ଜବତ କରାଯାଇଛି । ଗୌହାଟୀ – ଚେନ୍ନାଇ ଏକ୍ସପ୍ରେସରେ ଯାଉଥିବା ସମ୍ପୃକ୍ତ ଯାତ୍ରୀଙ୍କ ଠାରୁ ସୁନା ସ୍ମଗଲିଂ ହେଉଥିବା ସନ୍ଦେହରେ ଏହି ସୁନା ବିସ୍କୁଟ ଜବତ କରାଯାଇଛି । ଜବତ…

ରିତେଶଙ୍କୁ ଡରୁଥିଲେ ଜେନେଲିଆ ! ଜାଣନ୍ତୁ କ’ଣ ଥିଲା ଏହାର କାରଣ

ଫେବୃୟାରୀ ୩ରେ ରିତେଶ ଦେଶମୁଖ ଓ ଜେନେଲିଆ ନିଜର ଷଷ୍ଠତମ ବିବାହ ବାର୍ଷିକ ପାଳନ କରିଛନ୍ତି । ୨୦୧୨ ଏହି ସେଲିବ୍ରିଟି ବଲିଉଡ ଦମ୍ପତିର ପରିଚୟ ପାଇଥିଲେ । ବେଶ ଧୁମଧାମରେ ଦୁହିଁଙ୍କର ବର୍ଣ୍ଣାଢ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସୋସିଆଲ ମିଡିଆରେ ପ୍ରଥମେ ପତ୍ନୀ ଜେନେଲିଆ ଏହି କଥା…

ଗୋଲାପର ସବୁ ରଙ୍ଗ ପଛରେ ଭରି ରହିଛି ଅନେକ କାହାଣୀ ! ଜାଣନ୍ତୁ ଏହି ଫୁଲ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଗୋଲାପକୁ ସମସ୍ତେ ଭଲ ପାଆନ୍ତି । ସେ ଯେଉଁ ରଙ୍ଗର ମଧ୍ୟ ହୋଇଥାଉ । ବିଶେଷ କରି ପ୍ରେମ ଜାହିର କରିବା ସମୟରେ ଗୋଲାପ ଫୁଲର ବ୍ୟବହାର କରଯାଏ । ଗୋଲାପ ହେଉଛି ପ୍ରେମର ପ୍ରତୀକ ଏବଂ ଫୁଲ ମାନଙ୍କ ମଧ୍ୟରେ ରାଜା । ନିଜର ସୁନ୍ଦରତା ଏବଂ ମନମୋହକ ବାସ୍ନା ପାଇଁ ଗୋଲାପ ସମସ୍ତଙ୍କ ହୃଦୟରେ ଏକ ସୁନ୍ଦର…