Daily Archives

February 4, 2018

ଖୁବ୍ ଶୀଘ୍ର ମହାକାଶକୁ ପ୍ରେରଣ ହେବ ଚନ୍ଦ୍ରଯାନ ୨ । ଚନ୍ଦ୍ରପୃଷ୍ଠ ସଂପର୍କରେ ଅଧିକ ରହସ୍ୟ ଜାଣିବାକୁ କରିବ ସହାୟତା

କନକ ବ୍ୟୁରୋ : ନୂଆ କୀର୍ତିମାନ ଅଭିମୁଖେ ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋ ଖୁବ ଶୀଘ୍ର ଆରମ୍ଭ କରିବ ଚନ୍ଦ୍ରଯାନ ୨ ମିଶନ । ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ ୨ କୁ ଖୁବଶୀଘ୍ର ମହାକାଶକୁ ପ୍ରେରଣ କରିବ ଇସ୍ରୋ । ଚନ୍ଦ୍ରପୃଷ୍ଠ ସଂପର୍କରେ ରହସ୍ୟକୁ ଅଧିକ ନିକଟରୁ ଜାଣିବାକୁ…

ଥାନରେ ପହଂଚିଲା ସ୍ୱାମୀ-ସ୍ତ୍ରୀ କଳି । ସ୍ୱାମୀଙ୍କୁ ଚାପୁଡ଼ା ମାରିଲେ ସ୍ତ୍ରୀ, ହେଲେ ସ୍ୱାମୀଙ୍କୁ ଯିବାକୁ ପଡ଼ିଲା ଜେଲ

କନକ ବ୍ୟୁରୋ : ଘରୋଇ କଳିରୁ ମହାଭାରତ । ଥାନରେ ପହଂଚିଲା ସ୍ୱାମୀ-ସ୍ତ୍ରୀ କଳି । ଫୋନ ଲାଗି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ାକୁ ନେଇ ସ୍ୱାମୀ-ସ୍ତ୍ରୀ ବଳ କଷାକଷି ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି । ପ୍ରଥମେ ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀଙ୍କୁ…

ବାହାରକୁ ଯିବା ପୂର୍ବରୁ ନିଜକୁ ନୂଆ ଲୁକ । ଜାଣନ୍ତୁ ଫ୍ୟାଶନ ସହ କେମିତି ରହିବେ ସମସ୍ତଙ୍କ ନଜରରେ ।

ବର୍ତ୍ତମାନ ଯୁଗରେ ଫ୍ୟାଶନ ସହ ତାଳ ଦେଇ ଚାଲିବାକୁ ସମସ୍ତେ ଆଗ୍ରହୀ । ଫ୍ୟାଶନ ସହିତ ତାଳ ଦେଇ ଚାଲିବା ମଧ୍ୟ ଏକ ଭଲ କଥା । କିନ୍ତୁ ଆଖି ବନ୍ଦ କରି କୌଣସି ପ୍ରଚଳିତ ପ୍ରଥାକୁ ଆପଣାଇବା ଏକ ମୁର୍ଖତା । ଜାଣତରେ କିମ୍ବା ଅଜଣାତରେ ଅନେକ ଝିଅ ଫ୍ୟାଶନକୁ ନେଇ ଏପରି ଭୁଲ କରିଥାନ୍ତି, ଯାହା ଫଳରେ…

ସହର ଭିତରେ ବୁଲୁଛି ହେଟାବାଘ । ଦାମନଯୋଡି ନାଲକୋ ଟାଉନସିପ ସେକ୍ଟର-୩ ଅଂଚଳରେ ଆତଙ୍କ ।

କନକ ବ୍ୟୁରୋ : ସହର ଭିତରେ ହେଟାବାଘ । ଦାମନଯୋଡି଼ର ନାଲକୋ ଟାଉନସିପ୍ ସେକ୍ଟର-୩ ଅଂଚଳରେ ଦେଖା ଦେଇଛି ହେଟାବାଘ । ଏହି ହେଟାବାଘଟି ବୁଲାବୁଲି କରୁଥିବାର ଲୋକେ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । କୋରାପୁଟର ବନବିଭାଗର ଏକ ଟିମ୍ ଯାଂଚ କରିବା ପରେ ପାଦ ଚିହ୍ନରୁ ଏହା ହେଟାବାଘର ବୋଲି…

କୁନ୍ଦୁଲି ମାମଲାକୁ ନେଇ ତେଜୁଛି ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପାଲଟା…

କନକ ବ୍ୟୁରୋ : କୁନ୍ଦୁଲି ଘଟଣା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଘଟଣାର ୧୦୦ ଦିନ ବିତିଯାଇଥିଲେ ବି ରାଜ୍ୟ ସରକାର ସମୀକ୍ଷା କରୁଛନ୍ତି । ତଥ୍ୟକୁ ନଷ୍ଟ କରିବାକୁ ଉଦ୍ୟମ ହେଉଛି । ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଦାବି…

ବିଜେପୁର ପାଇଁ ପ୍ରଣୟ ସାହୁ କଂଗ୍ରେସ ପ୍ରାର୍ଥୀ । ବହୁ କସରତ ପରେ ପ୍ରାର୍ଥୀ ଘୋଷଣା । କିଏ ସହିବ କ୍ଷତି, କିଏ ପାଇବ…

ଶେଷରେ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଗାଏସିଲଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ଦଳ ମୈଦାନକୁ ଆଣିଛି । ପ୍ରଥମରୁ ପ୍ରଣୟ ସାହୁଙ୍କୁ ନେଇ ଏକପ୍ରକାର ନିଷ୍ପତ୍ତି ହୋଇଥିବା ବେଳ ଶେଷ ମୁହୁର୍ତ୍ତରେ ରିପୁନାଥ ସେଠଙ୍କ ନାଁ ଆଣି କଳି ମଂଜି ପୋତାଯାଇଥିଲା ।…