Daily Archives

February 3, 2018

ସୁଧ ସହ ଖଣି ଫାଇନ୍ ଆଦାୟ କରିବାକୁ ସଜବାଜ : ଆଇନ୍ ବିଭାଗର ପରାମର୍ଶ ଲୋଡି ଦିଆଯିବ ନୋଟିସ୍

କନକ ବ୍ୟୁରୋ :  ବେଆଇନ ଖଣି ଉତ୍ତୋଳନ କରିଥିବା ଲିଜଧାରୀ ଖସିଯାଇ ପାରିବେନି । ଯେଉଁମାନେ ଭାବୁଛନ୍ତି ହାତରୁ ଖଣି ଚାଲିଗଲା ପରେ ସରକାର ଫାଇନ୍ ଆଦାୟ କଥା ଭୁଲିଯିବେ , ସେମାନଙ୍କ ପ୍ରତି କଡା ଆଭିମୁଖ୍ୟ ଦେଖାଇବାକୁ ବିଭାଗ ନେଉଛି ପଦକ୍ଷେପ । ଆଂଶିକ ଅର୍ଥ ପ୍ରଦାନ କରିଥିବା ଓ ବିଲକୁଲ୍…

ବିଜେଡିି ହାତକୁ ଆସିବ ବିଜେପୁର ! ନେତା କହିଲେ ଆମେ ହେବୁ ଏକ ନମ୍ବର, ଦୁଇ ଓ ତିନି ନମ୍ବର ସ୍ଥାନ ପାଇଁ ଲଢୁଛନ୍ତି ଅନ୍ୟ…

କନକ ବ୍ୟୁରୋ : ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ । ନବୀନଙ୍କ ଲୋକପ୍ରିୟତା ହିଁ ବିଜେଡିକୁ ବିଜେପୁରରେ ବିଜୟ ଦେବ । ଏଭଳି କହି ବିଜେପୁର ଗଡ ଜିତିବା ପାଇଁ ଦମ୍ଭ ଦେଖାଇଛି ବିଜେଡି । ଏହାଛଡା ବିଜେପୁର ଉପନିର୍ବାଚନରେ ଦଳ ଏକ ନମ୍ବର ସ୍ଥାନ ଦଖଲ କରିବ ବୋଲିି କହି ବିଜେପିର ଚିନ୍ତା…

ଦୀର୍ଘମିଆଦୀ କ୍ୟାପିଟାଲ୍ ଗେନ୍ ଉପରେ ଟିକସ ଘୋଷଣା : ଚିନ୍ତାରେ ପଡିଲେ ନିବେଶକ

କନକ ବ୍ୟୁରୋ :  ସେୟାର ମାର୍କେଟରେ ନିବେଶ କରିଥିଲେ ଏକ କୋଟି ଟଙ୍କା । ହେଲେ ବଜେଟ ପରେ ସେନସେକ୍ସରେ ଯେଉଁ ଝଡ ଉଠିଲା, ସେଥିରେ ୧୫ ଲକ୍ଷ ଟଙ୍କା ହରାଇଛନ୍ତି ମାଥ୍ୟୁ । ଚାଟାର୍ଡ ଆକାଉଂଟାଟ ଛାତ୍ର ରୋହିତ ସେୟାର ମାର୍କେଟରେ ଦୁଇ ଲକ୍ଷ ଟଙ୍କା ନିବେଶ କରିଥିଲେ । ଆଉ ବଜେଟ ଝଡରେ ହରାଇଛନ୍ତି…

ପୁଣି ଅମଲାଙ୍କ ବିରୋଧରେ ସାଂସଦଙ୍କ ସାଙ୍ଘାତିକ ଅଭିଯୋଗ : ବୈଜୟନ୍ତ କହିଲେ ଚାନ୍ଦାନେବା ସହ ଟିକେଟ ବାଂଟୁଛନ୍ତି ଅଫିସର

କନକ ବ୍ୟୁରୋ :  ଦଳବିରୋଧୀ କାର୍ଯ୍ୟକଳାପ ଓ ଅନୁଶାସନ ଉଲ୍ଲଂଘନ କରି ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହୋଇଥିବା ବେଳେ ଆଜି ପୁଣି ସରକାରୀ ବାବୁଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇନାହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଅଣ୍ଡରାରେ ପାଣି ଟାଙ୍କୀ ଉଦଘାଟନ ବେଳେ ବାବୁଙ୍କୁ ନେଇ…

ନାମାଙ୍କନକୁ ତିନିଦିନ ବାକି, ଚୂଡାନ୍ତ ହୋଇପାରୁନି କଂଗ୍ରେସର ବିଜେପୁର ପ୍ରାର୍ଥୀ : ରିପୁନାଥ ସେଠ୍ ଓ ପ୍ରଣୟ ସାହୁଙ୍କୁ…

କନକ ବ୍ୟୁରୋ :  ବିଜେପୁର ପାଇଁ କିଏ କଂଗ୍ରେସ ପ୍ରାର୍ଥୀ ହେବେ ତାକୁ ନେଇ ଏବେବି ସସପେନ୍ସ । ପ୍ରଣୟ ସାହୁ ବନାମ ରିପୁନାଥ ସେଠ୍ । କାହାକୁ ବାଛିବେ ହାଇକମାଣ୍ଡ । ରାଜ୍ୟରୁ ଯାଇଛି ଦୁଇ ପ୍ରକାରର ମତ, ଯାହା ହାଇକମାଣ୍ଡଙ୍କୁ ଦ୍ୱିଧାରେ ପକାଇଛି । କୁହାଯାଉଛି, ଏଆଇସିସି କମିଟି ଆଉ ପ୍ରସାଦଙ୍କ…