Daily Archives

February 1, 2018

ବଜେଟର କିଛି ଭଲ ଓ ଖରାପ ପ୍ରଭାବ : ଜାଣନ୍ତୁ ୧୫ଟି ଫାଇଦା ଓ ୫ଟି କ୍ଷତିର କଥା

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାରକୁ ମୋଦି ସରକାରଙ୍କର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥିରେ ଆପଣଙ୍କ ପାଇଁ ଅନେକ ଖୁସି ଖବର ସହ ଝଟକା ବି ରହିଛି । ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ନହେବାରୁ ଚାକିରୀଆଙ୍କୁ ନିଶ୍ଚୟ ଝଟକା ସଦୃଶ ହେବ । କିନ୍ତୁ ସରକାର ୪୦ ହଜାର ଟଙ୍କାର…

ବଜେଟ ଇଫେକ୍ଟ : ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ଦରମା ବଢିଲା ! ସାଂସଦଙ୍କ ଦରମା ବଢାଇବାକୁ ନୂଆ ଫର୍ମୂଲା

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ପୂର୍ଣ୍ଣ ବଜେଟ ଆଗତ କରିଛନ୍ତି । ତେବେ ଚଳିତ ବଜେଟରେ ମଧ୍ୟବିତ୍ତଙ୍କୁ ଝଟକା ଲାଗିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି । ତେବେ ଏସବୁ ଭିତରେ ଚଳିତ ବଜେଟରେ ଦେଶର ରାଷ୍ଟ୍ରପତି,…

ବଜେଟ ଇଫେକ୍ଟ ! କମିଲା ପେଟ୍ରୋଲ-ଡିଜେଲ ଦର, ୨ ଟଙ୍କା ହେଲା ଶସ୍ତା

କନକ ବ୍ୟୁରୋ : ବଜେଟ ଆଣିଲା ଖୁସିଖବର । ଲଗାତାର ହୁ ହୁ ହୋଇ ବଢି ଚାଲି୍ଥିବା ପେଟ୍ରୋଲ ଓ ଡିଜେଲ ଦର ଆଜି ଦୁଇଟଙ୍କା ହ୍ରାସ ପାଇଛି । ଆଜି ବଜେଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଶସ୍ତା ହୋଇଛି ପେଟ୍ରୋଲ-ଡିଜେଲ । ପୂର୍ବରୁ ଅଣ ବ୍ରାଣ୍ଡେଡ…

ବଜେଟରେ ବେକାରୀଙ୍କ ପାଇଁ ବଡ଼ ସୁଯୋଗ ଆଣିଲେ ସରକାର ! ଜାଣନ୍ତୁ କେତେ ଛାତ୍ରଙ୍କୁ ମିଳିବ ବୃତ୍ତି ଆଉ କେତେ ଜଣଙ୍କୁୁ…

କନକ ବ୍ୟୁରୋ : ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଶିକ୍ଷା ଓ ରୋଜଗାର ଉପରେ ମଧ୍ୟ ଗୁରତ୍ୱ ଦେଇଛନ୍ତି । ଜେଟଲି କହିଛନ୍ତି ପିଲାଙ୍କୁ କେବଳ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚାଇବା ଯଥେଷ୍ଟ ନୁହେଁ, ବରଂ ଶିକ୍ଷାର ମାନ ଓ ରୋଜଗାର ଯୋଗାଇଥିବା ଶିକ୍ଷା ଦେବା ଆବଶ୍ୟକ । ସାଧାରଣ ବଜେଟରେ ଅଭିଭାଷଣ ଦେବା…

ଏବେ କଂପାନୀମାନଙ୍କ ପାଇଁ ଲାଗୁହେବ ‘ଆଧାର ନମ୍ବର’ ! ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆ ଦିଲ୍ଲୀ : ଦେଶର ଅଧିକାଂଶ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ନମ୍ବର ଦେଇସାରିଥିବା ସରକାର ଖୁବ୍ ଶୀଘ୍ର କଂପାନୀମାନଙ୍କୁ ମଧ୍ୟ ବିଶେଷ ପରିଚୟ ନମ୍ବର ଦେବେ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆର୍ଥିକ ବର୍ଷ ୨୦୧୮-୧୯ର ବଜେଟ୍ ଉପସ୍ଥାପନା କରି ଘୋଷଣା କରିଛନ୍ତି । ଅର୍ଥାତ୍ ଏବେ କଂପାନୀମାନଙ୍କୁ…

ବଜେଟ୍ ୨୦୧୮ : କୃଷି ଓ କୃଷକଙ୍କ ଉପରେ ଦିଆଗଲା ଅଧିକ ଗୁରୁତ୍ୱ

କନକ ବ୍ୟୁରୋ : ଜେଟଲିଙ୍କ ୨୦୧୮ ହିସାବ ନିକାଶରେ କୃଷି ଓ କୃଷକଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି । ୧୧ ଲକ୍ଷ କୋଟିର କୃଷି ଋଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଏହା ୧୦ ଲକ୍ଷ କୋଟି ଥିଲା । ୨୦୨୨ ସୁଦ୍ଧା କୃଷକ ଆୟ ଦୁଇଗୁଣ ହେବ । ଖରିଫ ଫସଲରେ ଏମଏସି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା…