Daily Archives

January 26, 2018

ଦୁନିଆ ଦେଖିଲା ଭାରତର ଦମ୍ ! ରାଜପଥରେ ଦମ୍ଭ ଦେଖାଇଲା ସେନା

କନକ ବ୍ୟୁରୋ : ଦୁନିଆ ଦେଖିଲା ଭାରତର ଦମ୍ । ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳିଲା ସାମରିକ ଶକ୍ତି । ଦଶଟି ଏସିୟ ଦେଶର ମୁଖ୍ୟଙ୍କ ଆଗରେ ଆଜି ଭାରତ ତାର ସାମରିକ ଶକ୍ତି ପ୍ରଦର୍ଶନ କରିଛି । ୬୯ତମ ଗଣତନ୍ତ୍ର ଦିବସ ପରେଡରେ ଭାରତର ମିଜାଇଲ୍ ଶକ୍ତି, ସୈନିକଙ୍କ ଡେୟାର ଡେଭିଲ ସୋ । ଅସାଧାରଣ…

ଚମକାଇ ଦେଲେ ଚୀନ୍ ବୈଜ୍ଞାନିକ ! ମାତୃଗର୍ଭ ନୁହେଁ ଲ୍ୟାବରେ ସୃଷ୍ଟି ହେଲେ ଜୀବନ୍ତ ମାଙ୍କଡ

କନକ ବ୍ୟୁରୋ : ମାତୃଗର୍ଭ ବାହାରେ ବି ସୃଷ୍ଟି ହୋଇପାରେ ଜୀବନ । ଏବେ ବୈଜ୍ଞାନିକ ମାନଙ୍କ ଗବେଷଣାରୁ ଏଭଳି କିଛି ଆଶା ସୃଷ୍ଟି ହୋଇଛି । କାହିିଁକି ନାଁ ଚୀନରେ ଜନ୍ମ ନେଇଛନ୍ତି ପଥମ କ୍ଲୋନ ମାଙ୍କଡ । ଅର୍ଥାତ ମାତୃଗର୍ଭରୁ ନୁହେଁ ବରଂ ବୈଜ୍ଞାନିକଙ୍କ ଲାବୋରାଟୋରି ଭିତରେ ମାଙ୍କଡ ଦୁଇଟିକୁ…

ଦିଲ୍ଲୀର ରାଜପଥରେ ନଥିଲା ରାଜ୍ୟର ପ୍ରଜ୍ଞାପନ ମେଢ଼ ! ହେଲେ ସାମିଲ ଥିଲା ଓଡ଼ିଶା, ଜାଣନ୍ତୁ କିପରି

ଆଜି ସମଗ୍ର ଦେଶରେ ପାଳିତ ହେଉଛି ୬୯ତମ ସାଧାରଣତନ୍ତ୍ର ଦିବସ । ୬୯ତମ ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ଲାଗି ଆଜିର ସଧାରଣତନ୍ତ୍ର ଦିବସରେ ୧୦ ଆସିଆନ ଦେଶର ରାଷ୍ଟ୍ରମୁଖ୍ୟ, ମୁଖ୍ୟ ଅତିଥି ଥିଲେ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତୋଳନ କରିବା ସହ ମିଳିତ ପରେଡରେ…

ମୁଁ ଦୁଃଖ ପାଇଲି, ଆଉ କେହି ନ’ପାଆନ୍ତୁ । ପରିବା ବିକିଲେ, ଡାକ୍ତରଖାନା ତିଆରି କଲେ । ସୁଭାଷିନୀଙ୍କ ପଦ୍ମଶ୍ରୀ ପଛର…

ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ୮୫ ଜଣଙ୍କ ନାଁ ଘୋଷଣା ହୋଇଛି । ସେଥିମଧ୍ୟରୁ ଏକ ନାଁ ହେଉଛି ସୁଭାଷିନୀ ମିସ୍ତ୍ରୀ । ସାମାଜିକ ସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ…

ଉତ୍ତମ ସେବା ପାଇଁ ସାଧାରଣତନ୍ତ୍ର ଦିବସରେ ୪୪ ଜଣଙ୍କୁ ଦିଆଗଲା ପୋଲିସ ମେଡାଲ !

କନକ ବ୍ୟୁରୋ : ଉତ୍ତମ ସେବା ପାଇଁ ୪୪ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଫାୟାର ସର୍ଭିସ ଓ ଜେଲ ବିଭାଗ କର୍ମଚାରଙ୍କୁ ବି ସାହତସିକତା ପାଇଁ ୧୭ ଜଣ ପୋଲିସ କର୍ମଚାରୀଙ୍କୁ ଦିଆଯାଇଛି ପୋଲିସ ମେଡାଲ । ସେହିଭଳି ଉଲ୍ଲେଖନୀୟ ସେବା ପାଇଁ ଭୁବନେଶ୍ୱର…

ଆୱାର୍ଡ ଶୋରେ ସାମ୍ନା ସାମ୍ନି ହେଲେ ପୁରୁଣା ପ୍ରେମୀଯୁଗଳ ! ଅକ୍ଷୟ କୁମାର ଓ ଶିଳ୍ପାଙ୍କ ବ୍ୟବହାର ଦେଖି ସମସ୍ତେ ହେଲେ…

ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ନେଇ ଚର୍ଚ୍ଚା । ଏ ଦୁହିଁଙ୍କ ପ୍ରେମ କାହାଣୀ ୯୦ ଦଶକରେ ଖୁବ ଚର୍ଚ୍ଚାରେ ଥିଲା । ‘ମୈ ଖିଲାଡ଼ି ତୁ ଆନାଡ଼ି’ ଓ ‘ଧଡ଼କନ’ ଭଳି ସୁପରହିଟ ସିନେମାରେ ଉଭୟେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସିନେମା ‘ମୈ ଖିଲାଡି ତୁ ଆନାଡି’ର…