Daily Archives

January 22, 2018

ଡାକ୍ତରଖାନାରେ ବି ସୁରକ୍ଷିତ ନାହାଁନ୍ତି ଡାକ୍ତର ! ଚାମ୍ବରରେ ପଶି ହେଉଛି ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ: ଡାକ୍ତରଖାନା ଭିତରେ କେତେ ସୁରକ୍ଷିତ ଡାକ୍ତର ? ନିର୍ଭୟରେ ରୋଗୀ ଚିକିତ୍ସା କରି ପାରୁଛନ୍ତି କି ଆମ ଡାକ୍ତର? ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସୁଛି ଯେତେବେଳେ କୁଚିଣ୍ଡା ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ତାଙ୍କ ଚାମ୍ବର ଭିତରେ ପଶି ଜଣେ ବ୍ୟକ୍ତି ମରାଣାନ୍ତକ ଆକ୍ରମଣ କରିଛନ୍ତି…

ସମ୍ମାନ ମିଳିଲା ରାଜନୀତି ବଢ଼ିଲା ! ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପରେ ଓଡ଼ିଶାରେ ଶୁଭିଲା ନବୀନଙ୍କ ଜୟ ଜୟକାର ।…

କନକ ବ୍ୟୁରୋ: ଆଦର୍ଶ ମୁଖ୍ୟମନ୍ତ୍ରୀର ଅସ୍ତ୍ର ଧରି ଓଡ଼ିଶା ଫେରିଛନ୍ତି ନବୀନ ପଟ୍ଟନାୟକ । ଆଉ ସ୍ୱୀକୃତିର ଏହି ନୂଆ ସଂଜ୍ଞା ଧରି ରାଜନୀତିର ନୂଆ ଲଢ଼େଇ ଲଢ଼ିବ ବିଜୁ ଜନତା ଦଳ । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଏଯେଉଁ ବିରାଟ ପଟୁଆର ବାହାରିଛି, ତାହା ବିଜେଡିର ଦମ୍ଭକୁ ଦୁଇଗୁଣିତ କରିଦେଇଛି…

ଜାନୁଆରି ୩୧ରେ ଆକାଶରେ ଦିଶିବ ଦୁର୍ଲଭ ଚନ୍ଦ୍ର ! ଜାଣନ୍ତୁ ଏହି ‘ସୁପର ବ୍ଲଡ ମୁନ’କୁ ନେଇ ଲୋକଙ୍କ ମନରେ ରହିଛି କି…

ଜାନୁଆରି ମାସ ଶେଷ ଅର୍ଥାତ୍ ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ। ଏହାକୁ ବୈଜ୍ଞାନିକମାନେ ‘ସୁପର୍ ବ୍ଲଡ୍ ମୁନ୍’ବୋଲି କହୁଛନ୍ତି । ନାସା ପକ୍ଷରୁ ଏହି ସୂଚନା ମିଳିଛି । ନାସା ବୈଜ୍ଞାନିକମାନଙ୍କ ମୁତାବକ, ସୁପର ମୁନ୍ କାରଣରୁ ଚନ୍ଦ୍ର ପ୍ରତିଦିନ ଅପେକ୍ଷା ୧୪ପ୍ରତିଶତ ବଡ଼…

ରକ୍ତଚାପ ବୃଦ୍ଧି କରିଥାଏ ଏହି ସବୁ ଖାଦ୍ୟ

ପ୍ରତିଦିନ ଅନେକ ଲୋକ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ହେଉଛନ୍ତି । କୁହାଯାଏ ଅଧିକ ଚିନ୍ତା କଲେ, ଏହି ରୋଗ ହେବା ସମ୍ଭାବନା ଥାଏ । ତେବେ ଆପଣ ଜାଣିଛନ୍ତି କି ? କେତେକ ଖାଦ୍ୟପାନୀୟ ଦ୍ୱାରା ବି ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥାଏ । ଏକ ସର୍ବେକ୍ଷଣରୁ ଜଣାପଡିଛି, ପ୍ରତି ୧୦ ଜଣଙ୍କ ମଧ୍ୟରୁ ୩ ଜଣ…

ଇଟାଲୀ ମହିଳା ଶିଖାଉଛନ୍ତି ଛଉ ନୃତ୍ୟ ! ଆର୍ନ୍ତଜାତୀୟ ସ୍ତରରେ ପହଚାଂଇବା ପାଇଁ ଅଂଟା ଭିଡିଛନ୍ତି ପଦ୍ମଶ୍ରୀ ଆଲିଆନା…

କନକ ବ୍ୟୁରୋ: ମୟୁରଭଂଜ କହିଲେ ଛଉ ନୃତ୍ୟକୁ ବୁଝାଏ । ଆଉ ଏବେ ଏହି ଛଉ ନୃତ୍ୟକୁ ଆର୍ନ୍ତଜାତୀୟ ସ୍ତରରେ ପହଚାଂଇବା ପାଇଁ ଅଂଟା ଭିଡିଛନ୍ତି ପଦ୍ମଶ୍ରୀ ଆଲିଆନା ଚିତାରିଷ୍ଟ । ନୃତ୍ୟଶିଳ୍ପୀଙ୍କୁ  ଦେଉଛନ୍ତି ସ୍ୱତନ୍ତ୍ର ପ୍ରଶିକ୍ଷଣ । ଇଟାଲୀ ମହିଳା ଶିଖାଉଛନ୍ତି ଛଉ ନୃତ୍ୟ । ଗୀତରେ ତାଳେ…

ୟୁଜିସି ଦେଉଛି ସ୍କଲାରସିପ୍! ଛାତ୍ରଛାତ୍ରୀ ମାସକୁ ପାଇବେ ୭୮୦୦ ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ

ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ଏସସି ଓ ଏସଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ପାଇଁ ଛାତ୍ରବୃତ୍ତି ଦେଉଛି । ଯେଉଁ ଛାତ୍ରଛାତ୍ରୀ ମାନେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ କିମ୍ବା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଫେସନାଲ କୋର୍ସ ଯେପରିକି ମ୍ୟାନେଜମେଣ୍ଟ, ଫାର୍ମାସୀ,…