Daily Archives

January 21, 2018

ରାଉରକେଲାରେ ଦୁର୍ଘଟଣାରେ ଛାତ୍ର ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ । ପୋଲିସ ଗାଡ଼ି ଭାଙ୍ଗିଲେ, ଫାଣ୍ଡି ଅଧିକାରରୀଙ୍କ ମୁଣ୍ଡ…

କନକ ବ୍ୟୁରୋ : ପୋଲିସ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ । ଗାଡିକୁ ଚାରିପଟୁ ଘେରି ଚାଲିଛି ଭଂଗାରୁଜା । ଟେକା ପଥର ମାଡ, ବାଉଁଶରେ ଗାଡି କାଚ ଭଂଗାରୁଜା । ଗୋଡାଇ ଗୋଡାଇ ପୋଲିସକୁ ବି ମାଡ ମାରୁଛନ୍ତି । ଦୁର୍ଘଟଣାରେ ଛାତ୍ରମୃତ୍ୟୁକୁ ନେଇ ଅଶାନ୍ତ ଜନତା ଘଟାଇଛନ୍ତି ତୁମୁଳ କାଣ୍ଡ । ପୋଲିସ…

ଗ୍ରାହକଙ୍କୁ ଟଙ୍କା ଫେରାଇବ ରିଲାଏନ୍ସ । ଲାଭବାନ ହେବେ ପ୍ରିପେଡ ଓ ପୋଷ୍ଟପେଡ ଉପଭୋକ୍ତା ।

ଖୁବଶୀଘ୍ର ଗ୍ରାହକଙ୍କୁ ଟଙ୍କା ଫେରାଇବ ରିଲାଏନ୍ସ କମ୍ୟୁନିକେସନ । ମୋବାଇଲ ଉପଭୋକ୍ତାଙ୍କର ଖର୍ଚ୍ଚ ହୋଇନଥିବା ଟଙ୍କା ଓ ସିକ୍ୟୁରିଟି ବାବଦରେ ଦେଇଥିବା ଟଙ୍କା ଉପଭୋକ୍ତାଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ବା ଟ୍ରାଇ । ଗ୍ରାହକମାନେ ନିୟାମକଙ୍କୁ…

ଟିକେଟ୍ କରି ଟ୍ରେନରେ ପାଇଲେନି ସିଟ୍  ! ରେଳ ବିଭାଗ ଦେବେ ଜରିମାନା

ବେଙ୍ଗାଲୁରୁ : କର୍ଣ୍ଣାଟକର ମୈସୁରର ଜଣେ ଉପଭୋକ୍ତା (କଂଜୁମର) କୋର୍ଟ ଭାରତୀୟ ରେଳବିଭାଗକୁ  ଦେଇଛନ୍ତି ଆଦେଶ । ଏକ ପରିବାରକୁ ଜରିମାନା ବାବଦ ୩୭ ହଜାର ଟଙ୍କା ଦେବାର ରହିଛି ନିର୍ଦ୍ଦେଶ ।  ଏହି ତିନି ସଦସ୍ୟ ବିଶିଷ୍ଟ ପରିବାରର ସଂରକ୍ଷିତ ସିଟରେ ଅନ୍ୟ ଯାତ୍ରୀମାନେ ବସିଥିଲେ ।  ଯଦ୍ୱାରା…

ମଦ୍ୟପାନ ସମୟରେ ଖାଆନ୍ତୁ ନାହିଁ ପାଂଚଟି ଜିନିଷ । ନଚେତ ମୃତ୍ୟୁ ସୁନିଶ୍ଚିତ

ଲୋକମାନେ ସାଧାରଣତଃ ମଦ୍ୟପାନ ସମୟରେ ନିଜ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇନଥାନ୍ତି । ମନଇଚ୍ଛା ଯେକୌଣସି ଆଇଟମ ଖାଇଥାନ୍ତି । ଏପରି ଅନେକ ଖାଦ୍ୟ ଅଛି ଯାହା ଖାଇଲେ ଆପଣଙ୍କର ମୃତ୍ୟୁ ସିନିଶ୍ଚିତ । ତେଣୁ ମଦ୍ୟପାନ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । ନଚେତ ଅକାଳରେ ଆପଣ ମୃତ୍ୟୁର…

ଶ୍ରେଷ୍ଠ ପ୍ରଶାସକ ପରେ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣେରେ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ସମ୍ମାନ ।…

କନକ ବ୍ୟୁରୋ : ଶ୍ରେଷ୍ଠ ପ୍ରଶାସକ ପରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ । ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇଡଲ ସିଏମ ବା ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ପୁଣେ କଥାରୁଡସ୍ଥିତ ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ-…

ଲାଭ ଆଶାରେ ‘ଆପ’ର କ୍ଷତି । ୨୦ ବିଧାୟକ ଅଯୋଗ୍ୟ ଘୋଷିତ । ନିର୍ବାଚନ ଆୟୋଗର ସୁପାରିଶକୁ ରାଷ୍ଟ୍ରପତିଙ୍କ ମଂଜୁରୀ

କନକ ବ୍ୟୁରୋ : ଲାଭଜନକ ପଦବିରେ ଥିବା ମାମଲାରେ ନିର୍ବାଚନ ଆୟୋଗର ସୁପାରିଶକୁ ରବିବାର ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଚଳ କୁମାର ଜ୍ୟୋତି ଆମ ଆଦମୀ ପାର୍ଟିର ୨୦ ଜଣ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ମଞ୍ଜୁରୀ…