Daily Archives

January 19, 2018

ପୁଣି ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ ! ୧୦ଦଫା ଦାବି ନେଇ ଯାଜପୁରରେ ଜୟ କିଶାନ ସମାବେଶ

କନକ ବ୍ୟୁରୋ : ଆଜି ଚାଷୀଙ୍କ ଗର୍ଜନରେ କମ୍ପିଲା ଯାଜପୁର । ପ୍ରାଇସ୍ ଫ୍ରେଷ୍ଟିଜ୍ ଓ ପେନସନର ଦାବି ଦୋହରାଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜୟ କିଷାନ ସମାବେଶ ଆୟୋଜିତ ହୋଇଥିଲା  । ଏଥିରେ ହଜାର ହଜାର ଚାଷୀ ଯୋଗଦେଇଥିଲେ  । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ ଚାଷୀ…

ବିଚ୍ଛିନ୍ନାଚଂଳରେ ପହଂଚିଲା ବିଜୁଳି ! ସ୍ୱାଧିନତାର ୭୦ ବର୍ଷ ପରେ ଚିତ୍ରକୋଣ୍ଡାର ଉପାନ୍ତ ଅଂଚଳ ଦେଖିଲା ବିଜୁଳି ଆଲୁଅ

କନକ ବ୍ୟୁରୋ : ବିଜୁଳି ଆଲୁଅ ଦେଖିଲା ବିଚ୍ଛିନ୍ନାଂଚଳର ଅନ୍ଧାରୀ ଇଲାକା । ମାଲକାନଗିରି ମାଓ ଅଧ୍ୟୁଷିତ ଚିତ୍ରୋକୋଣ୍ଡାର ବୁଡି ଅଂଚଳରେ ସ୍ୱାଧୀନତାର ୭୦ ବର୍ଷ ପରେ ପହଁଚିଛି ବିଜୁଳି । ଘରେ ବଲବ ଜଳିଛି, ଟିଭି ଲାଗିଛି । ୭ ବର୍ଷ ତଳେ ତତକାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଏଠାରେ ବିଜୁଳି…

ପର୍ଣ୍ଣ ସାଇଟ୍ ଗୁଡ଼ିକ ବ୍ଲକ କର : ନିର୍ଦ୍ଦେଶ ଦେଲେ ଗୃହମନ୍ତ୍ରୀ

କନକ ବ୍ୟୁରୋ : ଦେଶରେ ଇଣ୍ଟରନେଟ୍ ମାଧ୍ୟମରେ ଅଶ୍ଳୀଳ ଭିଡିଓ ବା ପର୍ଣ୍ଣୋଗ୍ରାଫୀର ପ୍ରସାରକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ବିଶେଷକରି ଲୋକମାନେ ବ୍ଲାକମେଲ କରି କିମ୍ବା ଲୋକମାନଙ୍କୁ ପ୍ରତିଶୋଧ ନେବା ଅର୍ଥରେ ଅଶ୍ଳୀଳ ଭିଡିଓ ଇଣ୍ଟରନେଟରେ ଛାଡି ଦେଉଛନ୍ତି । ଦିନକୁ ଦିନ…

ଖାଦ୍ୟ ପାଲଟିଛି ମାଟି ! ୮୯ବର୍ଷ ହେଲା ମାଟି ଖାଇ ବଂଚୁଛନ୍ତି ଏହି ବ୍ୟକ୍ତି

ସାହେବଗଂଜ : ଯେଉଁଠି ଗତବର୍ଷ ବାରମ୍ବାର ଖାଦ୍ୟାଭାବ ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ ରାଜନୀତି ସରଗରମ୍ ହୋଇଥିଲା , ସେହି ଝାଡଖଣ୍ଡରେ ଶୁକ୍ରବାର ଏକ ଖବର ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣଙ୍କ ହୃଦୟ ତରଳିଯିବ । ଏ ରାଜ୍ୟରେ ଗରିବାବସ୍ଥା ବୃଦ୍ଧି ସମସ୍ୟାପୂର୍ଣ୍ଣ ମାମଲା ପାଲଟିଛି ।…

ଏଲଆଇସି ପଲିସି ପାଇଁ ବାଧ୍ୟତାମୂଳକ ହେଲା ଆଧାର ! ଜାଣନ୍ତୁ ଘରେ ବସି ବି କିପରି ନିଜ ପଲିସିକୁ ଆଧାର ସହ କରିପାରିବେ…

ଆଧାର କାର୍ଡ ବର୍ତ୍ତମାନ ଉଭୟ ସରକାରୀ ଏବଂ ବେସରକାରୀ ସେବା ପାଇଁ ଏକପ୍ରକାରେ ଜରୁରୀ ହୋଇପଡିଛି ଆଉ ଏହାର ଶେଷ ତାରିଖ ମଧ୍ୟ ୩୧ ମାର୍ଚ୍ଚ , ୨୦୧୮ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ତେବେ ଏସବୁ ମଧ୍ୟରେ ଦେଶର ସବୁଠାରୁ ବଡ ବୀମା କଂପାନୀ ତଥା ଏଲଆଇସି ମଧ୍ୟ ନିଜ ସେବାରେ ଆଧାରକାର୍ଡକୁ ଜରୁରୀ…

ସିନେମା ‘ପଦ୍ମାବତ୍’ର ଖିଲଜିରୁ ‘ଗଲି ବୟ’ ! ରଣବୀର ସିଂଙ୍କ ପରିବର୍ତ୍ତନ ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ

ରଣବୀର ସିଂ ସିନେମା ପାଇଁ କଡ଼ା ପରିଶ୍ରମ କରନ୍ତି । ଭୂମିକାକୁ ଜୀବନ୍ତ କରିବା ପାଇଁ ସେ ସବୁବେଳେ ଚେଷ୍ଟା ଚଳାଇ ଥାଆନ୍ତି । ଯାହା ତାଙ୍କ ସିନେମାରେ ଦେଖାଯାଏ ମଧ୍ୟ । ବିଭିିନ୍ନ ସିନେମାର ତାଙ୍କ ଅଭିନୟ ଦେଖି ଏକଥା ଆପଣ ନିଜେ ଅନୁମାନ କରିପାରୁଥିବେ । ‘ରାମଲୀଲା ଠାରୁ ଆରମ୍ଭ କରି ଡ଼ବାଜିରାଓ…