Daily Archives

January 15, 2018

ଭାରତୀୟ ସେନା ହତ୍ୟା ଘଟଣାର ପ୍ରତିଶୋଧ ନେଲା ଭାରତ ! ଜବାବୀ ଆକ୍ରମଣରେ ୭ ପାକିସ୍ତାନୀ ସେନା ନିହତ, ୪ ଜଣ ଆହତ

କନକ ବ୍ୟୁରୋ : ୭୦ ତମ ସେନା ଦିବସରେ ପାକିସ୍ତାନକୁ ଭାରତ ଦେଇଛି ବଡ ଝଟକା । ଜଣେ ଭାରତୀୟ ସେନାର ଯବାନଙ୍କୁ ଗୁଳିକରି ହତ୍ୟା କରିବା ପରେ ଆଜି ୭ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୁଣ୍ଡ ଗଡାଇଛନ୍ତି ସେନାର ବୀର ଯବାନ । ସେନାର ଏହି ଅପରେସନରେ ୪ ଜଣ ପାକିସ୍ତାନୀ ଯବାନ ଆହତ ମଧ୍ୟ ହୋଇଛନ୍ତି । ଖାଲି…

ଗର୍ଲଫ୍ରେଣ୍ଡକୁ ଭେଟିବା ପଡିଲା ମହଙ୍ଗା ! ୨କୋଟି ଟଙ୍କା ନେଇ ବିଦେଶ ଫେରାର୍ ହେଉଥିବା ଅପହରଣକାରୀକୁ ଧରିଲା ପୁଲିସ୍

ନୂଆ ଦିଲ୍ଲୀ : ପୁଲିସ୍ ଜାଲରେ ଅପହରଣକାରୀ । ୨କୋଟି ନେଇ ଦେଶାନ୍ତର ହୋଇଯିବାର ପ୍ରୟାସରେ ଥିବା ଅପହରଣକାରୀକୁ ଧରିଛି ପୁଲିସ୍ । ନିଜ ଗର୍ଲଫ୍ରେଣ୍ଡକୁ ଭେଟିବା ପଡିଲା ମହଙ୍ଗା । ୨୫ ବର୍ଷିୟ ରାହୁଲ୍ କୁମାର ନିଜର ଗର୍ଲଫ୍ରେଣ୍ଡକୁ ଫରିଦାବାଦରେ ଥିବା ଘରେ ଭେଟିଥିଲେ । ରାହୁଲର ବିଶ୍ୱାସ ଥିଲା…

ରୋହିତ ସେଟ୍ଟୀଙ୍କ ସିନେମା ପରି ଥିଲା ଦୁର୍ଘଟଣା ! ଡିଭାଇଡ଼ରରେ ପିଟି ହୋଇ ଶୂନ୍ୟେ ଶୂନ୍ୟେ ଦ୍ୱିତୀୟ ମହଲାରେ ପଶିଗଲା…

ଆଜିକାଲି ପ୍ରତିଦିନ ଦୁର୍ଘଟଣାର ଅନେକ ଖବର ଆସୁଛି । ଦୁର୍ଘଟଣାରେ ପ୍ରତିଦନ ହଜାର ହଜାର ମୃତ୍ୟୁବରଣ କରୁଛନ୍ତି । ତେବେ ଆମେରିକାର କାଲିଫର୍ଣ୍ଣିଆରେ ଏପରି ଏକ କାର ଦୁର୍ଘଟଣା ହୋଇଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଡିଭାଇଡ଼ରରେ ପିଟି ହୋଇ ଏକ ଘରର…

ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ୟାଙ୍କର ୫ଟି ଯୋଜନା ! ଆପଣ ବି ଉଠାଇପାରିବେ ଲାଭ

ଆମ ଦେଶର ମୋଟ୍ ଜନସଂଖ୍ୟାର ପ୍ରାୟ ଅଧା ହେଉଛନ୍ତି ମହିଳା । ଏଣୁ ଆମ ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି । ଦେଶର ସାମଗ୍ରିକ ବିକାଶ ପାଇଁ ମହିଳାମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାର ପ୍ରୟୋଜନ ରହିଛି…

କାଳିଆ ହୁଣ୍ଡିରୁ ଦାନ ଅର୍ଥ ଚୋରି ଅଭିଯୋଗ ! ଶ୍ରୀମନ୍ଦିର ନୀତି ପ୍ରଶାସକ କହିଲେ, ଘଟଣାରେ ଯଦି ସତ୍ୟତା ଥାଏ, ନିଆଯିବ…

କନକ ବ୍ୟୁରୋ: ଶ୍ରୀମନ୍ଦିର ହୁଣ୍ଡିରୁ ଦାନ ଅର୍ଥ ଚୋରି । ଦାନ ଅର୍ଥ ଗଣତି ସମୟରେ ଟଙ୍କା ଚୋରି ହୋଇଥିବା ସେବାୟତ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ସିସଟିଭି ଫୁଟେଜ ଯାଚଂ କରାଯିବା ସହ  ଗଣତିରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ନୀତି…

ନୂଆ ବର୍ଷରେ କଳାକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ! ଆରମ୍ଭ କଲେ ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’, ଏଣିକି ମାସିକ…

କନକ ବ୍ୟୁରୋ: ନୂଆବର୍ଷରେ କଳାକାରଙ୍କୁ ରାଜ୍ୟ ସରକାରଙ୍କ ଭେଟି । ରାଜ୍ୟ ସରକାର ଆରମ୍ଭ କଲେ ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ । ଓଡିଶା କଳା ଓ କଳାକାରର ରାଜ୍ୟ । ତେଣୁ କଳାକାରଙ୍କ ଉନ୍ନତି ପାଇଁ ୨୦୦୦ ମସିହାରୁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…