Daily Archives

January 4, 2018

ପୁଅ ପାଇଁ ମରିଗଲେ ବାପାମାଆ ! ଦୁଇ ଓଳି ଖାଇବାକୁ ନପାଇ ପାଂଚ ପୁଅର ବାପାମାଆ କଲେ ଆତ୍ମହତ୍ୟା

କନକ ବ୍ୟୁରୋ : ଗୋଟିଏ କି ଦୁଇଟି ନୁହେଁ ପାଂଚ-ପାଂଚଟି ପୁଅ ଜନ୍ମ ଦେଇଥିଲେ । କୋଳେଇ କାଖେଇ ମଣିଷ କରିଥିଲେ । ନିଜ ପେଟରୁ କାଟି ମଣିଷ କରିଥିଲେ । ଆଶା କରିଥିଲେ ବୃଦ୍ଧକାଳରେ ପୁଅମାନେ ସାହାରା ହେବେ । ପୁଅ-ବୋହୂ ଓ ନାତିନାତୁଣୀଙ୍କ ଗହଣରେ ଖୁସିରେ ଜୀବନ କଟିଯିବ । ହେଲେ ଦୁଇ ଓଳି ଖାଇବା…

ଅଣଓଡ଼ିଆ ଅଫିସରଙ୍କୁ ପସନ୍ଦ ହେଉନି ଓଡ଼ିଆ ଭାଷା : ଅଫିସରଙ୍କ ବିବାଦୀୟ ଟିପ୍ପଣୀ

କନକ ବ୍ୟୁରୋ : ଜିଭିଭି ଶର୍ମା । ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୨୦୧୫ରେ ଶ୍ରୀ ଶର୍ମା ଦେଇଥିବା ଏକ ଟିପ୍ପଣୀ ଏବେ ବିବାଦର ସୂତ୍ରପାତ କରିଛି । ଓଡ଼ିଆ ଭାଷାରେ ସରକାରୀ କାମ କରୁନଥିବା ଅଫିସରଙ୍କ ବିରୋଧରେ ନିୟମାବଳୀ ଜରିଆରେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିବା…

୧୦ ଟଙ୍କିଆ ନୋଟର ହେବ ନବକଳେବର ! ଶୋଭା ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚିତ୍ର

କନକ ବ୍ୟୁରୋ : ନୂଆ ରୂପରେ ଆସିବ ୧୦ ଟଙ୍କିଆ ନୋଟ୍ । ଏଥିରେ ଶୋଭା ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର । ନୂଆ ୧୦ ଟଙ୍କିଆ ନୋଟରେ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ଫଟୋ ରଖାଯିବ ବୋଲି ସୂଚନା ମିଳିଛି । ଏହି ନୂଆ ନୋଟର ଆଧାର ରଙ୍ଗ ଚୋକୋଲେଟ ବ୍ରାଉନ ହେବ ବୋଲି ଜଣାପଡିଛି । ତେବେ ମହାତ୍ମା…

ସଂସଦରେ ବିଜେଡି ଉଠାଇଲା ମହାନଦୀ ବିବାଦ ପ୍ରସଙ୍ଗ : ଆଲୋଚନା ପାଇଁ ଡାକିଲେ ଗଡକରୀ , ମନାକଲେ ନବୀନ

କନକ ବ୍ୟୁରୋ : ମହାନଦୀକୁ ନେଇ ଓଡିଶା-ଛତିଶଗଡ ତୁତୁମେମେ ଭିତରେ ସଂସଦରେ ବିଜେଡି ଉଠାଇଛି ଜଳ ବିବାଦ ପ୍ରସଙ୍ଗ । ମହାନଦୀ ବିବାଦର ସମାଧାନ ପାଇଁ  ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ଦର୍ଶାଇ କେନ୍ଦ୍ରକୁ ଘେରିଛି ବିଜେଡି । ଦଳୀୟ ସାଂସଦ କହିଛନ୍ତି, ଛତିଶଗଡକୁ ଏକପାଖିଆ ସମର୍ଥନ ଦେଉଛନ୍ତି କେନ୍ଦ୍ର…

ଡିଭାଇସ୍ ରୋକିବ ଦୁର୍ଘଟଣା ! ଘନ କୁହୁଡିରେ ଟ୍ରେନ୍ ହେବନାହିଁ ବିଳମ୍ବ ,ଭାରତୀୟ ରେଲୱେ କରୁଛି ଏମିତି ଏକ ନୂଆ ପ୍ରୟାସ 

ଘନ କୁହୁଡିରୁ ରକ୍ଷା ପାଇବା ରେଲୱେ ଟ୍ରେନରେ ଫଗ୍ ସେଫ୍ ଡିଭାଇସ୍ ଲଗାଇବା ଆରମ୍ଭ କରିଛି  । ଆସନ୍ତା ଦିନରେ ଟ୍ରେନର ଆଉ ବିଳମ୍ବ ହେବ ନାହିଁ ଘନ କୁହୁଡିରେ ବି ଏହା ଠିକ୍ ଟାଇମରେ ଷ୍ଟେସନରେ ପହଁଚିଯିବ ।  ଏହା ସହ ଦୁର୍ଘଟଣା ଘଟିବାର ସମ୍ଭାବନା ବି କମିଯିବ । ଘନ କୁହୁଡିରୁ ମୁକ୍ତି ପାଇଁ…

ପ୍ରେମର ପ୍ରତୀକ ମହଙ୍ଗା ! ତାଜମହଲ ଦେଖିବା ପାଇଁ ଟିକେଟର ମୂଲ୍ୟ ହେଲା ୧୦୦୦ ଟଙ୍କା, ବୁଲିଯିବା ପୂର୍ବରୁ ଜାଣିନିଅନ୍ତୁ…

ଦୁନିଆର ସପ୍ତାଶ୍ଚର୍ଯ୍ୟ ଭିତରେ ତାଜମହଲ ପୂରା ବିଶ୍ୱରେ ପରିଚିତ । ତାଜମହଲର ସୁନ୍ଦର କାରୁକାର୍ଯ୍ୟ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଛୁଟି ଆସନ୍ତି । କିନ୍ତୁ ଏଣିକି ପ୍ରେମର ପ୍ରତୀକ ତାଜମହଲ ବୁଲିବା ମହଙ୍ଗା ହେବାକୁ ଯାଉଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତାଜମହଲର ସଂରକ୍ଷଣ ପାଇଁ…