Daily Archives

January 3, 2018

ସାରା ରାଜ୍ୟକୁ କଳଙ୍କିତ କଲା ସମ୍ବଲପୁରର ‘ଅତ୍ୟାଚାର’ ଭିଡିଓ ! ଦୁଇ ଯୁବତୀଙ୍କୁ ଉଲଗ୍ନ କରି ମାଡ ମାରିଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ସମ୍ବଲପୁରରେ ଘଟିଛି ବାରିପଦା ଘଟଣାର ପୁନରାବୃତ୍ତିି । ଅତି ନିଲ୍ଲଜ ଭାବରେ ଦୁଇ ଜଣ ଯୁବତୀଙ୍କୁ ଉଲଗ୍ନ କରି, ଦିଆଯାଇଛି ଅକଥନୀୟ ଅତ୍ୟାଚାର । ଯୁବତୀଙ୍କ ଅସହାୟତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଟପି ଯାଇଛନ୍ତି ମାନବିକତାର ସବୁ ସୀମା । ଅତି ନିର୍ମମ ଭାବରେ ଯୁବତୀଙ୍କ…

କେନ୍ଦ୍ର ସହିତ ଆରମ୍ଭ ହେଲା ବିକାଶକୁ ନେଇ ମହାଭାରତ : ମୋଦିଙ୍କ ବୈଠକକୁ ପ୍ରତ୍ୟାଖ୍ୟାନ କଲେ ନବୀନ

କନକ ବ୍ୟୁରୋ : ପଛୁଆ ଜିଲ୍ଲାର ବିକାଶ ପାଇଁ ଦେଶର ସବୁଡୁ ବଡ଼ ବୈଠକରେ ଯୋଗ ଦେବେ ନାହିଁ ବୋଲି ରୋକଠୋକ ଶୁଣାଇଦେଲେ ନବୀନ ସରକାର । ଶାସକ ଦଳର ଯୁକ୍ତି, ନୀତି ଆୟୋଗ ଏହି ନିଷ୍ପତ୍ତି ଏକଚାଟିଆ ଭାବେ ନେଇଛି । ରାଜ୍ୟ ସହ ଏ ନେଇ ଆଦୌ ଆଲୋଚନା କରାଯାଇନାହିଁ । ଜାନୁୟାରୀ ୪ ତାରିଖରେ ହେବ ପଛୁଆ…

ହାର୍ଟ ରୋଗର ଚିକିତ୍ସା କରିବ ମେସିନ ! ଆର୍ଟିଫିସିଅଲ୍ ଇଂଟେଲିଜେନ୍ସ ଦ୍ୱାରା ହୋଇପାରେ ଏହାର ସଠିକ୍ ନିରୂପଣ

ଲଣ୍ଡନ : ଚିକିତ୍ସକ ଏବେ ହୃଦୟ ସମ୍ବନ୍ଧୀୟ ରୋଗରୁ ନେଇ କ୍ୟାନସର ଯାଏ , ସବୁ ରୋଗର ସଠିକ୍ ଚିକିତ୍ସା କରିପାରିବେ । ଏହା କେବଳ ସମ୍ଭବ ହୋଇପାରିବ ଆର୍ଟିଫିିସିଅଲ୍ ଇଂଟେଲିଜେନ୍ସ ଟେକନିକ୍ ଦ୍ୱାରା । ଡାକ୍ତରମାନେ ହୃଦୟ ସମ୍ବନ୍ଧୀୟ ରୋଗ ବିଷୟରେ ଜାଣିବାକୁ ହାର୍ଟବିଟର ଯାଂଚ କରିଥାନ୍ତି ।…

ଶାହାରୁଖଙ୍କ ଭବିଷ୍ୟବାଣୀ ! ଏହି ମହିଳା କ୍ରିକେଟର ଭାରତୀୟ ପୁରୁଷ କ୍ରିକେଟ୍ ଦଳର କୋଚ୍ ହୋଇପାରନ୍ତି

କ୍ରିକେଟକୁ କିଏ ବା ଭଲ ନପାଏ । ଛୋଟ ଠାରୁ ବଡ ସମସ୍ତେ ଏହି ଖେଳ ଦେଖିବାକୁ ପାଗଳପ୍ରାୟ । ଏହା ଏଭଳି ଏକ ଖେଳ ଯାହା ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଉତ୍ସାହ ଭରିଦିଏ । ଏହି କ୍ରିକେଟର କ୍ରେଜ ଦିନକୁ ଦିନ ବିଶ୍ୱ ସ୍ତରରେ ବଢି ବଢି ଚାଲିଛି । ଆଉ ଭାରତରେ ଯେମିତି ଏହି ଖେଳ ପାଇଁ ଲୋକେ…

ରାଜ୍ୟସଭାରେ ଆଗତ ହେଲା ତିନି ତଲାକ ବିଲ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ହୋଇପାରିଲାନି ଆଲୋଚନା । ସିଲେକ୍ଟ କମିଟିକୁ…

କନକ ବ୍ୟୁରୋ : ଲୋକସଭାରେ ପାରିତ ହୋଇସାରିଥିବା ତିନି ତଲାକ ବିଲ ଆଜି ରାଜ୍ୟସଭାରେ ଆଗତ ହୋଇଛି । ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ଉପରେ ଆଲୋଚନା ହୋଇପାରି ନାହିଁ । ମହାରାଷ୍ଟ୍ରରେ ଦଳିତଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିରୋଧୀ ଗୃହରେ ହଙ୍ଗାମା…

ନାହିଁ ନାହିଁରେ ଚାଲିଛି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ । ନା ଅଛନ୍ତି ଡାକ୍ତର ନା ମିଳୁଛି ଉପଯୁକ୍ତସ୍ୱାସ୍ଥ୍ୟବସ୍ଥା ।…

କନକ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ । ନା ଅଛନ୍ତି ଡାକ୍ତର ନା ମିଳୁଛି ଉପଯୁକ୍ତ ସ୍ୱାସ୍ଥ୍ୟାବସ୍ଥା । ଫଳରେ ଉତ୍ତମ ସ୍ୱାସ୍ଥସେବାରୁ ବଂଚିତ ହୋଇ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ରୋଗୀ । ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଉପର ନିର୍ଭର କରନ୍ତି କଳାହାଣ୍ଡି…