Daily Archives

December 26, 2017

ସୋହା-କୁନାଲ ଖୋଲିଲେ ଫିଲ୍ମ ପ୍ରଡକ୍ସନ କଂପାନୀ ! ପ୍ରସିଦ୍ଧ ଓକିଲ ରାମ ଜେଠମଲାନିଙ୍କ ଜୀବନୀକୁ ନେଇ କରିବେ ଫିଲ୍ମ

ସୈଫ ଅଲି ଖାନଙ୍କ ଭଉଣୀ ସୋହା । ସ୍ୱାମୀ ବା ଅଭିନେତା କୁନାଲ ଖେମୁଙ୍କ ସହ ଗୋଟିଏ ପ୍ରଡକସନ ହାଉସ ଆରମ୍ଭ କରିଛନ୍ତି । ଏହାର ନାମ ‘ରେନେଗେଡ ଫିଲ୍ମସ’ ରଖାଯାଇଛି । ସୂଚନା ମୁତାବକ,ଏହି ପ୍ରଡକସନ ହାଉସର ପ୍ରଥମ ଫିଲ୍ମ ବାୟୋପିକ୍ ହେବ । ଯାହା ପ୍ରସିଦ୍ଧ ଓକିଲ ବା ରାଜନେତା ରାମ ଜେଠମଲାନିଙ୍କ…

ନାବାଳିକାଙ୍କୁ ବିବାହ କରିବା ପଡିଲା ମହଙ୍ଗା ! ଗଲା ସରପଂଚ ପଦ ,୬ ବର୍ଷ ଯାଏ ଲଢିପାରିବେନି ନିର୍ବାଚନ 

ମଧ୍ୟ ପ୍ରଦେଶ : ଜଣେ ନାବାଳିକାଙ୍କୁ ବିବାହ  କରିବାକୁ  ଚେଷ୍ଟା କରୁଥିବା ୫୬ ବର୍ଷୀୟା ସରପଂଚଙ୍କର ସରପଂଚ ପଦ ଚାଲିଯାଇଛି ।  ବାହାଘର ୧୧ ଡିସେମ୍ବରରେ ହେବାକୁ ଥିଲା ।  ପ୍ରଶାସନ ଦ୍ୱାରା  ଦିଆଯାଇଥିବା ନୋଟିସରେ ସରପଂଚ ସନ୍ତୋଷଜନକ ଉତ୍ତର ଦେଇନଥିଲେ ।  ଏହାପରେ  ଜିଲ୍ଲା  ପଂଚାୟତ ସିଇଓ…

ପିପିଲି ଗଲେ ହେଲେ ପୁରୀ ଗଲେନାହିଁ ଦାମୋଦର ରାଉତ : ଅଧାବାଟରୁ କର୍ମୀଙ୍କୁ ବାଟେଇ ଦେଲେ ପୂର୍ବତନ ମନ୍ତ୍ରୀ

କନକ ବ୍ୟୁରୋ :  ରାସ୍ତାରେ ଯାଉଥାଏ ବିଜେଡି ପଟୁଆର । ଦଳୀୟ ପତାକା ଧରି, ନାରାବାଜି ଭିତରେ ପୁରୀ ଛୁଟୁଥାନ୍ତି ନେତା ଓ କର୍ମୀ । ଆଉ ଠିକ୍ ଏତିକି ବେଳେ ଭୁବନେଶ୍ୱର ଟଙ୍କପାଣି ରୋଡ୍ ସାଇମନ୍ଦିର ଛକର ଏକ ଚା’ ଦୋକନରେ ବସି, ଚା’ ପିଉଥାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଟଙ୍କପାଣି…

ଓଡିଆ ଭାଷା ସୁରକ୍ଷା ପାଇଁ ନିର୍ଣ୍ଣାୟକ ନିଷ୍ପତ୍ତି ନେଲେ ସରକାର : ଓଡ଼ିଆ ଭାଷା ଆୟୋଗ ଗଠନ ପାଇଁ କ୍ୟାବିନେଟ୍…

କନକ ବ୍ୟୁରୋ :  ଦିନକୁ ଦିନ ଇଂରାଜୀ ଭାଷାର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ବଢ଼ିଚାଲିଥିବା ବେଳେ ଆଜି ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ କ୍ୟାବିନେଟ୍ ଏକ ଐତିହାସିକ ନିଷ୍ପତ୍ତିି ନେଇଛି । ଓଡ଼ିଆ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ନିଷ୍ପତ୍ତି ନେଇଥିବା ବିଜେଡି ସରକାର, ଆଜି…

ମୁଣ୍ଡ ବଦଳରେ ମୁଣ୍ଡ ନେଲା ଭାରତ ! ପାକ୍ ଅଧିକୃତ କାଶ୍ମୀରରେ ପଶି କଲା ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ

କନକ ବ୍ୟୁରୋ :  ରବିବାର ସନ୍ଧ୍ୟାରେ ସେନା ଦେଖାଇଲା ନିଜର ଭୟାନକ ରୂପ । ପିଓକେରେ ପସିଲେ ଭାରତୀୟ ଯବାନ । ପାଖରେ ଥିଲା ପାକ୍ ରେଂଜରଙ୍କ ଉପସ୍ଥିତିର ସଠିକ ସୂଚନା । ସଠିକ ଲୋକେସନ ବି ମିଳିଯାଇଥିଲା ଭାରତୀୟ ସେନାକୁ । ବାସ୍ ସୂଚନାକୁ ଆଧାର କରି ତିଆରି ହେଲା ବ୍ଲୁ-ପ୍ରିଂଟ । ଲାଇନ ଅଫ…