Daily Archives

December 18, 2017

ବିଶ୍ୱ ପର୍ଯ୍ୟଟନ ମାନ୍ୟତା ପାଇବ ଚିଲିକା ହ୍ରଦ : ହ୍ରଦର ବିକାଶ ପାଇଁ ଆଜି ସଚିବାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

କନକ ବ୍ୟୁରୋ : ବିଶ୍ୱ ପର୍ଯ୍ୟଟନ ମାନ୍ୟତା ପାଇବ ଚିଲିକା ହ୍ରଦ । ବିଶ୍ୱ ପର୍ଯ୍ୟଟନ ମାନ୍ୟତା ପାଇଁ ଓଏନସଜସିି ସଂପୂର୍ଣ୍ଣ ସହଯୋଗ କରିବ । ଚିଲିକା ହ୍ରଦର ବିକାଶ ପାଇଁ ଆଜି ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଜଙ୍ଗଲ ଓ ପରିବେଶ ସଚିବଙ୍କୁ ଭେଟିଛନ୍ତି ଓଏନଜିସି ଓ ୟୁନେସ୍କୋର…

ଗୁଜରାଟ ନିର୍ବାଚନ: ବିଜେପିକୁ ୯୯, କଂଗ୍ରେସକୁ ୭୭ଟି ସିଟ୍‌

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୧୮୨ ଆସନରୁ ୯୯ଟିରେ ବିଜୟୀ ହୋଇଛି। ସେହିଭଳି କଂଗ୍ରେସକୁ ଗୁଜରାଟରେ ୭୭ଟି ସିଟ୍‌ ମିଳିଥିବା ବେଳେ ଅନ୍ୟ ଦଳକୁ ମାତ୍ର ୬ଟି ସିଟ୍‌ ମିଳିଛି। ସେହିପରି ହିମାଚଳ ପ୍ରଦେଶରେ ବିଜେପିକୁ ୪୪ଟି ସିଟ୍‌ରେ ବିଜୟ ମିଳିଥିବା ବେଳେ…

ମା’ଙ୍କୁ ନିଜ ଭିତରେ ବଞ୍ଚାଇ ରଖିବାକୁ ଅଜବ ପ୍ରୟାସ : ମା’ଙ୍କ ମୃତ୍ୟୁରେ ଦୁଃଖୀ ଝିଅ ଖାଉଛନ୍ତି ମା’ଙ୍କ ପାଉଁଶ !

କନକ ବ୍ୟୁରୋ :  ଡ଼େବ୍ରା ପର୍‌ସୋନ୍‌ସ ନାମକ ଜଣେ ଯୁବତୀ ତାଙ୍କ ମା’ଙ୍କ ମୃତ୍ୟୁ ପରେ ବହୁତ ଭାଙ୍ଗି ପଡ଼ିଥିଲେ । ନିଜ ମା’ଙ୍କ ଅସ୍ଥିକୁ ବିର୍ସଜନ ନ କରି ପାଖରେ ରଖିବା ସହ ତାକୁ ପ୍ରତିଦିନ ସଂସ୍କାର ପରେ ମିଳିଥିବା ପାଉଁଶ ଖାଇବା ଆରମ୍ଭ କରିଥିଲେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ।…

କାମ କଲାନାହିଁ ସରକାର ବିରୋଧୀ ହାୱା ! ଜିଏସଟି ଓ ବିମୁଦ୍ରାକରଣ ପରି କଡ଼ା ନିଷ୍ପତ୍ତି ବି ବଦଳାଇପାରିଲା ନାହିଁ ଜନମତକୁ…

ଲଗାତାର ଷଷ୍ଠଥର ସରକାର ଗଠିବା ପାଇଁ ଭୋଟ ଦେବାକୁ ଆହ୍ୱାନ ଦେଉଥିଲା ବିଜେପି । ଦୀର୍ଘ ୨୨ ବର୍ଷ ଧରି ୧୯୯୮ରୁ ଶାସନ ଗାଦିରେ ଥିବା ଏହି ଦଳ ପାଇଁ ସବୁଠାରୁ ବଡ ଚ୍ୟାଲେଂଜ ଥିଲା ‘ଆଂଟି ଇନକମ୍ବେନସି’ ଅର୍ଥାତ୍ ବିରୋଧୀ ହାୱାର ସାମ୍ନା କରିବା । ଯେତେବେଳେ ଗୋଟିଏ ସରକାର ଦୀର୍ଘ ସମୟ ଧରି ଶାସନ…

ମକା ବିକିବାକୁ ମଣ୍ଡି ନାହିଁ ! ଚାଷୀଙ୍କ ଅଭିନବ ପ୍ରତିବାଦ, ରାଜରାସ୍ତାରେ ଢାଳିଦେଲେ ମକା

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ଘରେ ଘରେ ଗଦା ହୋଇଛି କ୍ୱିଂଟାଲ କ୍ୱିଂଟାଲ ମକା । ସରକାର ମଣ୍ଡି ଖୋଲୁନାହାନ୍ତି, ଭାଙ୍ଗିଯାଇଛି ଚାଷୀଙ୍କ ସ୍ୱପ୍ନ । ଏଣେ ତେଣେ ମକା ରଖିବା ପରେ ଏବେ ରାଜରାସ୍ତାରେ ମକା ଢାଳି ପ୍ରତିବାଦ କରିଛନ୍ତି ଚାଷୀ । ମକା ଚାଷୀ ସଂଗଠନ ପକ୍ଷରୁ ଆଜି ନବରଙ୍ଗପୁର…