Daily Archives

December 17, 2017

ମାଡ୍ରାସ ହାଇକୋର୍ଟ ରଖିଲେ ଟିପ୍ପଣୀ : ସହବାସ ପାଇଁ ସୁଯୋଗ ମିଳୁନଥିବାରୁ ବଢୁଛି କି ଅପରାଧ, କେନ୍ଦ୍ର ଓ ତାମିଲନାଡୁ…

କନକ ବ୍ୟୁରୋ :  କାହିଁକି ବଢୁଛି ଯୌନ ଅପରାଧ? ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ମାଡ୍ରାସ ହାଇକୋର୍ଟ । ମହିଳାଙ୍କ ପ୍ରତି ଯୌନ ହିଂସା ବଢିବାର କାରଣ ଖୋଜିବାକୁ ଉଭୟ କେନ୍ଦ୍ର ସରକାର ଓ ତାମିଲନାଡ଼ୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ମହିଳା ଓ ପୁରୁଷଙ୍କ ମଧ୍ୟରେ ହ୍ରାସ…

ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବାଜିମାତ : ଶ୍ରୀଲଙ୍କାକୁ ୮ ୱିକେଟରେ ମାତ୍ ଦେଲା ଭାରତ

କନକ ବ୍ୟୁରୋ :  ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ବାଜିମାତ । ଶ୍ରୀଲଙ୍କାକୁ ୮ ୱିକେଟରେ ମାତ୍ ଦେଲା ଭାରତ । ଏଥିସହ ଦିନିକିଆ ସିରିଜକୁ ୨-୧ରେ କବଜା କରିନେଇଛି ମ୍ୟାନ୍ ଇନ୍ ବ୍ଲୁ । ଶ୍ରୀଲଙ୍କାର ୨୧୬ ରନ୍ ଟାର୍ଗେଟକୁ ୨ ଉଇକେଟରେ ହାସଲ କରିନେଇଛି ଭାରତ । ମାତ୍ର ୩୨ ଓଭର ଗୋଟିଏ ବଲରେ ଏହି…

ପ୍ରମିଳାଙ୍କ ଚେଷ୍ଟା ହେଲା ସଫଳ ! କମ୍ ବୟସରେ ବାହା କରାଉଥିବା ନିଜ ବାପା-ମାଆଙ୍କ ବଦଳିଲା ନିଷ୍ପତ୍ତି

କନକ ବ୍ୟୁରୋ : ୨୨ ବର୍ଷୀୟ ପ୍ରମିଳା କୁଦେଇ । ଘର ଭ୍ରୁଙ୍ଗିଯୋଡି, କନ୍ଧମାଳରେ । ଯୁକ୍ତ-୩ ପାସ୍ କରିଛନ୍ତି ପ୍ରମିଳା । ଆଗକୁ ଆହୁରି ପଢିବାକୁ ଇଛା । ହେଲେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପ୍ରମିଳାଙ୍କ ପାଇଁ ବିବାହ ପ୍ରସ୍ତାବ ଆଣିଥିଲେ ପରିବାର । ବାଧ୍ୟ କରିଥିଲେ ବାହାହେବାକୁ । ହେଲେ…

ଆଜି ଯାଜପୁରରେ ଗ୍ୟାସ୍ ପାଇପ୍ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ :  ରୋଷେଇ ଘରେ ଟ୍ୟାପ ଖୋଲିଲେ ମିଳିବ ରନ୍ଧନ ଗ୍ୟାସ । ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପାରାଦୀପ ଓ ଅନୁଗୁଳରେ ଏହି ସୁବିଧା ଉପଲବ୍ଧ ହେବ । କଟକ-ଭୁବନେଶ୍ୱରର ଅଢେଇ ଲକ୍ଷ ଘରକୁ ଗ୍ୟାସ ପହଁଚାଇବା ଲକ୍ଷ୍ୟ ରଖାଯାଇଛି । ଆଜି ଏ ନେଇ ଯାଜପୁର ଜିଲ୍ଲା ହରିପୁର ପଂଚାୟତରେ…

ନେତାଙ୍କ ପରୀକ୍ଷା ପ୍ରସଙ୍ଗର ପରୀକ୍ଷା ! ଗୁଜରାଟ ନିର୍ବାଚନ କହିବ କିଏ ପାସ କିଏ ଫେଲ?

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ କେବଳ ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାର ପରୀକ୍ଷା ନୁହେଁ ବରଂ ଏହି ନିର୍ବାଚନ ମୋଦିଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ରାଜନୈତିକ ପ୍ରସଙ୍ଗ ପ୍ରତି ଜନତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବ। ବିମୁଦ୍ରାକରଣ-…