Daily Archives

December 16, 2017

ଯାଜପୁରରେ ପିଲାବିକ୍ରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ ! ଶିଶୁପୁତ୍ରକୁ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ : ଯାଜପୁରରେ ଏକ ପିଲାବିକ୍ରି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ଗତ ୫ ତାରିଖରେ ଜଣେ ଅବିବାହିତ ମାଆ ଲୋକଲଜ୍ୟା ଭୟରେ ନିଜ ନବଜାତ ଶିଶୁକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ପାଣିକୋଇଲି ଅଂଚଳର ଏକ ଦମ୍ପତିଙ୍କୁ ପିଲାକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ପରେ ମାମଲାର…

ଯୋଡା ପେଟ ଶିଶୁକନ୍ୟା ଗଙ୍ଗା-ଯମୁନାଙ୍କ ଅସ୍ତ୍ରୋପଚାର ଏବେ ସମ୍ଭବ ନୁହେଁ ! ସୂଚନା ଦେଲେ ଶିଶୁଭବନ ଡାକ୍ତର

କନକ ବ୍ୟୁରୋ : ଯୋଡାପେଟ ଶିଶୁକନ୍ୟା ଗଙ୍ଗା-ଯମୁନାଙ୍କ ଅସ୍ତ୍ରୋପଚାର ଏବେ ସମ୍ଭବ ନୁହେଁ । ଏହା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ସଂପର୍କରେ ସୂଚନା ଦେଇଛନ୍ତି କଟକ ଶିଶୁଭବନ କର୍ତୃପକ୍ଷ । ଦୁଇ ଶିଶୁଙ୍କ ଓଜନ ୯ କିଲୋଗ୍ରାମ ନହେବା…

କଟକକୁ ଫେରିଛି କ୍ରିକେଟ ଫିଭର ! ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ ଟିକେଟ ପାଇଁ ରାତି ୨ଟାରୁ ଲାଇନରେ ଛିଡା ହେଲେ…

କନକ ବ୍ୟୁରୋ : କଟକକୁ ଫେରିଛି କ୍ରିକେଟ ଫିଭର । ବାରବାଟୀରେ ଆସନ୍ତା ୨୦ ତାରିଖରେ ହେବ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଟି-୨୦ ଟକ୍କର । ଏଥି ପାଇଁ ଆଜିଠାରୁ ଆରମ୍ଭ ହୋଇଛି ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି । ୭ ପ୍ରକାରର ଟିକେଟି ବିକ୍ରି କରାଯାଉଛି । ଏହି ଟିକେଟ ଗୁଡିକର ମୂଲ୍ୟ ୪୦୦…

ଶୁଖିଲା ମହାନଦୀରୁ ମିଳୁଛି ହୀରା ! ଗବେଷକ କହିଲେ, ସମ୍ବଲପୁରରେ ଥିଲା ହୀରଖଣି, ମହାନଦୀ ଦେଇ ପୂରା ବିଶ୍ୱକୁ…

କନକ ବ୍ୟୁରୋ : ମହାନଦୀ ପଠାରେ ହୀରାର କାହାଣୀ । ବୌଦ୍ଧ ଜିଲ୍ଲାରୁ ଖୁଲମଖୁଲ ବହୁମୂଲ୍ୟ ରତ୍ନ ପଥର ଚାଲାଣ ଘଟଣା ସାମ୍ନାକୁ ଆସିବା ପରେ ଆଜି ଏହି ମୁଲ୍ୟବାନ ପଥରର ପଛର କାହାଣୀ ସଂପର୍କରେ ଅନୁସନ୍ଧାନ କରିଥିଲା କନକ ନ୍ୟୁଜ୍ ଟିମ୍ । କ’ଣ ଏହି ହୀରା ପ୍ରସବିନୀ ମହାନଦୀର କାହାଣୀ, ଜାଣିବା ପାଇଁ…

ବ୍ଲାକରୋଜର କଳାକାହାଣୀ ଉପରୁ ଉଠିବ ପରଦା ! ସିବିଆଇ ତଦନ୍ତ ପାଇଁ ରିଜୋଲ୍ୟୁସନ କଲା ପାରାଦୀପ ପୋର୍ଟ ଟ୍ରଷ୍ଟ

କନକ ବ୍ୟୁରୋ : ୮ ବର୍ଷ ବିତିଗଲା, ହେଲେ ସାମନାକୁ ଆସିଲାନାହିଁ ବ୍ଲାକ୍ ରୋଜର ସତ । ଆଜି ବି ରହସ୍ୟ ଘେରରେ ରହିଛି ବ୍ଲାକ୍ ରୋଜର କାହାଣୀ । ଏହି ଜାହାଜ କାହାର, କିଏ ବେଆଇନ ଭାବେ ଖଣି ଚୋରା ଚାଲଣ କରୁଥିଲା, ତାହା ମଧ୍ୟ ଅନ୍ଧାର ଭିତରେ ରହିଛି । ୨୦୦୯ରେ ଘଟିଥିବା ଏହି ଘଟଣାର ସିବିଆଇ ତଦନ୍ତ…