Daily Archives

December 15, 2017

୧୮ ଲକ୍ଷ ଟଙ୍କାର ରେସିଂ ବାଇକ, ୩୦ ହଜାର ଟଙ୍କାର ହେଲମେଟ ! ତଥାପି ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

ଦ୍ରୁତ ଗତି ମହା ବିପତ୍ତି ଏକଥା ଗାଡି ଚଳାଉଥିବା ଲୋକ ବେଶ ଭଲଭାବେ ଜାଣିଥାନ୍ତି । ଏଥିପାଇଁ ଗାଡି ଚଳାଇବା ବେଳେ ଅଧିକାଂଶ ଲୋକ ହେଲମେଟ ପିନ୍ଧାଇଥାନ୍ତି । ସଡକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ହେଲମେଟ ପିନ୍ଧିବା ମଧ୍ୟ ନିହାତି ଜରୁରୀ । କିନ୍ତୁ ହେଲମେଟ ପାଇଁ ଜୀବନ ଚାଲିଯିବା ଘଟଣା…

ତିନି ତଲାକ ପାଇଁ ତିନି ବର୍ଷ ଜେଲ ! ବିଲକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ, ସଂସଦରେ ବିଲ ଆଗତ ପାଇଁ ଫିଟିଲା ବାଟ

କନକ ବ୍ୟୁରୋ : ଟ୍ରିପଲ୍ ତଲାକ୍ ରୋକିବାକୁ ସଂସଦର ଶୀତ ଅଧିବେଶନରେ ଆସିବ ବିଲ୍ । ଏହି ବିଲ୍ ଆଗତ ହେବା ପାଇଁ ରାସ୍ତା ପରିଷ୍କାର ହୋଇଛି । ମୁସଲିମ୍ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍୍ ୨୦୧୭କୁ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ବିଲ୍ ପାରିତ ହେଲେ ତିନି ତଲାକକୁ…

ରାଜଧାନୀରେ ଗଡିବ ଗ୍ୟାସଚାଳିତ ଗାଡି ! ଆସନ୍ତାକାଲିଠାରୁ ଖୋଲିବ ସିଏନଜି ଗ୍ୟାସ ଫିଲିଂ ଷ୍ଟେସନ, ଲାଭ ପାଇବେ ଗ୍ରାହକ

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ରାଜଧାନୀରେ ଗଡିବ ସିଏନଜି ଚାଳିତ ଦୁଇ ଓ ତିନି ଚକିଆ ଯାନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓ ପଟିଆରେ ସିଏନଜି ଫିଲିଙ୍ଗ ଷ୍ଟେସନକୁ ଉଦଘାଟନ କରିବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମ ପର୍ଯ୍ୟାୟରେ…

ପୋଲିସ ରାଡାରରେ ଠକ ପେଟ୍ରୋଲ ପମ୍ପ ! ଗୁଇନ୍ଦା ରିପୋର୍ଟରୁ ପୋଲିସକୁ ମିଲିଲା ତଥ୍ୟ, କାର୍ଯ୍ୟାନୁଷ୍ଠାନ ନେବାକୁ ଏସପି ଓ…

କନକ ବ୍ୟୁରୋ : ପୁଲିସ ରାଡାରରେ ଓଡିଶାର ପେଟ୍ରୋଲ ପମ୍ପ । ଠକ ପେଟ୍ରୋଲ ପମ୍ପ ଉପରେ କଡା ନଜର ରଖିବାକୁ ରାଜ୍ୟର ସମସ୍ତ ଏସପି, ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି ପୁଲିସ ଡିଜି ଆର.ପି.ଶର୍ମା । ମାଇକ୍ରୋ ଚିପ୍, ଇଲୋକଟ୍ରୋନିକ ଡିଭାଇସ ଏବଂ ରିମୋଟ୍ ସେନସର ଲଗାଇ ଓଜନ ମାପରେ ପେଟ୍ରୋଲ ପମ୍ପ…

ବିଜୟଙ୍କ ବୟାନ ! କହିଲେ, ୨୦୦୦ ମସିହା କଥା ଭୁଲିଯାଇଛି, ବୟାନ ପଛର ସଙ୍କେତକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ବିଜୟ ଓ ବିଜେପିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, ସେ ୨୦୦୦ ମସିହାର ଟିକଟକଟା ବିବାଦକୁ ଭୁଲିଯାଇଛନ୍ତି । ବିଜୟଙ୍କ ରାଜନୈତିକ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା…