Daily Archives

December 14, 2017

୬ବର୍ଷ ଯାଏ ହୋଇଥିଲେ ଅସଫଳ ! ଏହାପରେ ୨ଟଙ୍କାରେ ଇଂଟରନେଟ୍ ବିକ୍ରି କରିବାର ଆସିଲା ଉପାୟ , ଜିଓକୁ ଦେଲେ କଡ଼ା ଟକ୍କର

ଆପଣ କେବେ ଭାବିଛନ୍ତି କୌଣସି ଚା’ ଦୋକାନରେ ଇଂଟରନେଟ୍ କିଣିବା ପାଇଁ । ପୁଣି ଏହା ୨ଟଙ୍କାରେ । କିଛି ଦିନ ପୂର୍ବରୁ ଏହି ଭାବନା କେବେ ବି ମନରେ ଆସିନଥିବ । କିନ୍ତୁ ବେଙ୍ଗାଲୁରୁର ୱାୟରଲେସ୍ ନେଟୱର୍କ ଷ୍ଟାର୍ଟଅପ୍ ୱାଇଫାଇ ଡବବା ଏପରି ସୁବିଧା ଆରମ୍ଭ କରି ଚର୍ଚ୍ଚିତ ପାଲଟିଛନ୍ତି । ଶସ୍ତା…

ବିବାହ ପରେ ବିସିସିଆଇ ଜାରି କଲା ବିରାଟ ଅନୁଷ୍କାଙ୍କ ମୁମ୍ବାଇ ଫ୍ଲାଟର ଫଟୋ : ୩୪ କୋଟିରେ କିଣିଲେ ବିଳାସପୂର୍ଣ୍ଣ ଘର

କନକ ବ୍ୟୁରୋ : ଲଭ ବାର୍ଡରୁ ଏବେ ମ୍ୟାରେଡ୍ କପଲ ହୋଇଛନ୍ତି ମୋଷ୍ଟ ପପୁଲାର ସେଲିବ୍ରିଟି ବିରାଟ କୋହଲୀ ଓ ଅନୁଷ୍କା ଶର୍ମା । ସବୁ  ଗସିପକୁ ପଛରେ ପକାଇ ସବୁଦିନ ପାଇଁ ଅନୁଷ୍କାଙ୍କ ହାତ ଧରିଛନ୍ତି ବିରାଟ । ଇଟାଲୀରେ ହୋଇଥିବା ଏମାନଙ୍କ ବିବାହକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜାରି ଥିବାବେଳେ…

ଆଜି ଗୋଟିଏ ପଟେ ଗୁଜରାଟରେ ଚାଲିଥିଲା ଶେଷ ପର୍ଯ୍ୟାୟ ନିର୍ବାଚନ : ଅନ୍ୟପଟେ ଆରମ୍ଭ ହୋଇଯାଇଥିଲା ବିବାଦ

କନକ ବ୍ୟୁରୋ : ସାବରମତୀର ରାଣିପ ମତଦାନ କେନ୍ଦ୍ରରେ ଭୋଟ ଦେବା ପରେ ବୁଥରୁ ବାହାରିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ଆଙ୍ଗୁଳିରେ ଲାଗିଥିବା କାଳି ଚିହ୍ନକୁ ଦେଖାଇ କିଛି ବାଟ ଚାଲିବା ପରେ ଗାଡ଼ିର ବିଶାଳ ପଟୁଆରରେ ସେ ଫେରିଥିଲେ । ଖୋଲା ଗାଡ଼ିରେ ହାତ ହଲାଇ ଯାଉଥାନ୍ତି ମୋଦି । ପଛରେ…

ଜେଲ ଗଲେ ଯୈାନ ନିର୍ଯାତନାକାରୀ କାଳିଆ ସାର୍ ! ନୟାଗଡ କଲେଜ ଛାତ୍ରୀଙ୍କ ସହ ଜୋରଜବରଦସ୍ତ ରଖୁଥିଲେ ଅନୈତିକ ସମ୍ପର୍କ

କନକ ବ୍ୟୁରୋ : ପୁଲିସ ହେପାଜତରେ ମୁହଁ ନୟାଗଡ ସେକ୍ସ ସ୍କାଣ୍ଡାଲ ମୁଖ୍ୟ ସୂର୍ଯ୍ୟମଣି ପ୍ରଧାନ ଓରଫ କାଳିଆ ସାର୍ । ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ କାଳିଆସାର କଲେଜ ଛାତ୍ରୀଙ୍କ ସହ ଜୋର ଜବରଦସ୍ତ ଅନୈତିକ ସମ୍ପର୍କ ରଖୁଥିଲେ । କାଳିଆ ସାରଙ୍କ ପତ୍ନୀ ଜଣେ କଲେଜ…

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ : ବିଜେଡି ମୁଖ୍ୟ ପ୍ରସଙ୍ଗ କରିବ ମହାନଦୀକୁ, ସାଂସଦଙ୍କୁ…

କନକ ବ୍ୟୁରୋ : ଶୁକ୍ରବାରରୁ ସଂସଦର ଶୀତକାଳୀନ ଅଧିବେଶନ । ଏଥର ଗୃହରେ ଉଠାଇବାକୁ ଅଛି ବିଜେଡି ପାଖରେ ଏକାଧିକ ପ୍ରସଙ୍ଗ । ହେଲେ ଦଳ ମୁଖ୍ୟ ପ୍ରସଙ୍ଗ କରିବ ମହାନଦୀକୁ । ଯାହାର ବ୍ଲୁପ୍ରିଂଟ୍ ପ୍ରସ୍ତୁତ ହୋଇଛି ସଂସଦୀୟ ଦଳ ବୈଠକରେ । ସାଂସଦଙ୍କୁ ଟିପ୍ସ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ…