Daily Archives

December 9, 2017

ବନ୍ଧୁ ସାଜିଲା ବଇରୀ । ସାଥୀ ଯବାନଙ୍କ ଗୁଳିରେ ଗଲା ୪ ଯବାନଙ୍କ ଜୀବନ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ବନ୍ଧୁ ସାଜିଲା ବଇରୀ । ସାଥୀ ଯବାନଙ୍କ ଗୁଳିରେ ଗଲା ୪ ଯବାନଙ୍କ ଜୀବନ । ଛତିଶଗଡ ବିଜାପୁର ବାସାଗୁଡା ସିଆରପିଏଫ୍ କ୍ୟାମ୍ପରେ ଘଟିଛି ଏହି ଅଘଟଣ । କ୍ୟାମ୍ପରେ ବ୍ୟକ୍ତିଗତ କାରଣକୁ ନେଇ ସନ୍ତରାମ ନାମକ ଜଣେ ଯବାନ, ସାଥୀ ଯବାନଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ…

ବିଦେଶ ବୁଲିବା ନିଶା ବାବୁଙ୍କୁ ପଡିଲା ମହଙ୍ଗା ! ୫ଲକ୍ଷ ଲାଂଚ ମାଗି ସିବିଆଇ ହାତରେ ଧରାପଡିଲେ ଏନଟିପିସିର ଓଡିଆ…

କନକ ବ୍ୟୁରୋ : ବାବୁଙ୍କ କାରନାମା ସାମ୍ନାକୁ ଆଣିଲା ସିବିଆଇ । ୫ଲକ୍ଷ ଟଙ୍କା ଲାଂଚ ମାଗି ସିବିଆଇ ଦ୍ୱାରା ବନ୍ଧାହେଲେ ଏନଟିପିସିର ଓଡିଆ ଅଫିସର କୂଳମଣି ବିଶ୍ୱାଳ । ପତ୍ନୀ ଓ ଝିଅ ସହ ବିଦେଶ ବୁଲିଯିବା ଲାଗି ଏକ ଖଣି କମ୍ପାନିଠାରୁ ମୋଟା ଅଙ୍କର ଲାଂଚ ମାଗିଥିଲେ ଏନଟିପିସି ଅର୍ଥ ବିଭାଗର…

ଗୁଜରାଟ ଦେଲା ଭୋଟ, ବଢିଲା ଦେଶର ହୃତକମ୍ପ ! ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହେଲା ରାହୁଲ-ମୋଦିଙ୍କ ଧୂଆଁଧାର ପ୍ରଚାର

କନକ ବ୍ୟୁରୋ : ଗୋଟିଏ ରାଜ୍ୟ ବିଧାନସଭା ନିର୍ବାଚନ, ଯାହା ଆଗାମୀ ଦିନରେ ସାରା ଦେଶରେ ନିର୍ବାଚନକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଜି ଯେତେବେଳେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିଲା, ସେତେବେଳେ ସାରା ଦେଶରେ ବଢିଯାଇଥିଲା କମ୍ପନ । କାରଣ…

ମୋଦିଙ୍କୁ ଦରକାର ପ୍ରଚାର, ପ୍ରସାର ! ବିଜ୍ଞାପନ ବାବଦକୁ ଖର୍ଚ୍ଚ କଲେ ୩୭୫୫ କୋଟି ଟଙ୍କା, ପ୍ରଶ୍ନ ଉଠାଇଲେ ବିରୋଧୀ

କନକ ବ୍ୟୁରୋ :  ବିଜ୍ଞାପନ ବାବଦରେ ବିଜେପି ଖର୍ଚ୍ଚ କରିଛି ୩ ହଜାର ୭୫୫ କୋଟି ଟଙ୍କା । ଆରଟିଆଇରୁ ମିଳିଥିବା ତଥ୍ୟ କହୁଛି, ସାଢେ ୩ ବର୍ଷରେ ମୋଦି ସରକାର ବିଜ୍ଞାପନ ବାବଦରେ ପାଣି ଭଳି ଟଙ୍କା ଖର୍ଚ କରିଛନ୍ତି । ସର୍ବାଧିକ ଖର୍ଚ ହୋଇଛି ପ୍ରିଣ୍ଟ ମିଡିଆ ବିଜ୍ଞାପନ ବାବଦରେ । ଆହୁରି ଏକ…

ଟଙ୍କା ମାଗିବାରୁ ମହାଭାରତ ! ତହସିଲଦାରଙ୍କୁ ମାଡ ମାରିଲେ ଦୁବୃର୍ତ, ସିସିଟିଭି କ୍ୟାମେରାରେ ରେକର୍ଡ ହେଲା ଦୃଶ୍ୟ

କନକ ବ୍ୟୁରୋ : ଅଫିସରେ ପଶି ତହସିଲଦାରଙ୍କୁ ଦୁବୃର୍ତଙ୍କ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି କଣାସ ତହସିଲ ଅଫିସରେ । ଅଫିସରେ ପଶି ଗଣ୍ଡଗୋଳ କରୁଥିବା ଯୁବକଙ୍କୁ ଅଟକାଇବାକୁ ଯାଇ ମାଡ ଖାଇଛନ୍ତି ତହସିଲଦାର । ଆଉ ସେହି ସମୟର ଦୃଶ୍ୟ ଅଫିସରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।…