Daily Archives

December 4, 2017

ଏନଆଇଏ ସ୍କାନରରେ କଟକର ଅଖତାର ହୁସେନ ! ଆତଙ୍କବାଦୀ ଲିଙ୍କ ନେଇ ଦିଲ୍ଲୀରେ ମାରାଥନ ଜେରା

କନକ ବ୍ୟୁରୋ : ଏନଆଇଏ ମୁଖ୍ୟାଳୟରେ ହାଜର ହେଲେ ଅଖତାର ହୁସେନ । ଦିଲ୍ଲୀରେ ଆଜି ଅଖତାର ହୁସେନ୍ ଖାନଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା କରିଛି ଏନଆଇଏ ଟିମ୍ । ଦିନ ୧୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଖତାରଙ୍କୁ ଜେରା କରାଯାଇଛି । ଆତଙ୍କବାଦୀଙ୍କ ସହ ଲିଙ୍କ୍ ସନ୍ଦେହରେ ତାଙ୍କୁ ପଚରା ଉଚରା…

ବ୍ୟାଙ୍କରେ ଫୁଟିଲା ଗୁଳି ! ଅସାବଧାନତାରୁ ଚାଲିଲା ବନ୍ଧୁକ, ମହିଳା କର୍ମଚାରୀ ହେଲେ ଆହତ

କନକ ବ୍ୟୁରୋ : ବ୍ୟାଙ୍କରେ ଗୁଳିମାଡ । ସିକ୍ୟୁରିଟି ଗାର୍ଡଙ୍କ ଗୁଳିରେ ଆହତ ହୋଇଛନ୍ତି ଜଣେ ବ୍ୟାଙ୍କ କର୍ମଚାରୀ । ଭୁବନେଶ୍ୱର ପୋଖରୀପୁଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଘଟିଛି ଏଭଳି ଅଘଟଣ । ଆହତ ବ୍ୟାଙ୍କ କର୍ମଚାରୀଙ୍କୁ ଏକ ଘରୋଇ ଡାକ୍ତରାନାରେ ଭର୍ତି କରାଯାଇଛି । ତେବେ କେମିତି ସିକ୍ୟୁରିଟି…

ଇମ୍ଫା ଉପରେ ବିଦ୍ୟୁତ ବିଲ ବାକି ୪୪୫ କୋଟି ! ବିଧାନସଭାରେ ସରକାର ଦେଲେ ତଥ୍ୟ, ସର୍ବାଧିକ ବିଦ୍ୟୁତ ବିଲ ବକେୟା…

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ କମ୍ପାନୀ ଇମ୍ଫାର ବକେୟା ବିଦ୍ୟୁତ ଦେୟକୁ ଆଜି ବିଧାନସଭାରେ ଉତର ରଖିଛନ୍ତି ସରକାର । ବିଧାୟକ ଭାଗିରଥୀ ବଡଜେନା କେଉଁ କେଉଁ ଶିଳ୍ପ ସଂସ୍ଥା, ଖଣି ମାଲିକ ଆଦି ବ୍ୟକ୍ତିଙ୍କର ବିଭିନ୍ନ ଦେୟ ବାକି ଅଛି ସେନେଇ ପ୍ରଶ୍ନ କରିଥିଲେ ।…

ଭାଗଚାଷୀଙ୍କୁ ନେଇ ବିଧାନସଭା ଗରମ ! ପ୍ରଶ୍ନ ପଚାରିଲେ ନରସିଂହ, ଅସହାୟ ହୋଇପଡିଲେ ଦାମ ! କହିଲେ, ଭାଗଚାଷୀଙ୍କୁ…

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେସନ ଆରମ୍ଭ ହେବାର ୫ ଦିନ ପରେ ଗୃହରେ ଚାଷ ଓ ଚାଷୀ ପ୍ରସଙ୍ଗରେ ହେଲା ଆଲୋଚନା । ଚାଷୀଙ୍କୁ କ୍ଷତିପୂରଣ ସହ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କୃଷିମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ । ସବୁଠାରୁ ରୋଚକ ଥିଲା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନ ଓ…

ଅଡୁଆରେ ଆଶୀର୍ବାଦ ! ଇଡି ସ୍କାନରରେ କ୍ରୀଡ଼ା ପ୍ରଶାସକ

କନକ ବ୍ୟୁରୋ: ଓଡିଶା ଅଲମ୍ପିକ୍ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନାଁରେ ମାମଲା ରୁଜୁ କଲା ପ୍ରବର୍ତନ ନିର୍ଦେଶାଳୟ । ଜମି ଜାଲିଆତି ସହ ବେଆଇନ୍ ଆର୍ଥିକ କାରବାର ନେଇ ମାମଲା ରୁଜୁ ହୋଇଛି । ତାଙ୍କ ପୁଅ ଓ ଜ୍ୱାଇଁଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଇଡି । ଏଥି ସହିତ…