Advertisment

Top 2

ବସନ୍ତର ଛୁଆଁରେ ଫଗୁଣ ଛାତିରେ ଫୁଟିଛି ପଳାଶ ଫୁଲ । ଦେହେ ନାହିଁ ବାସ, ହେଲେ ବାଣ୍ଟୁଥାଏ ହସ । post image

ବସନ୍ତର ଛୁଆଁରେ ଫଗୁଣ ଛାତିରେ ଫୁଟିଛି ପଳାଶ ଫୁଲ । ଦେହେ ନାହିଁ ବାସ, ହେଲେ ବାଣ୍ଟୁଥାଏ ହସ ।

ସଞ୍ଜ ହେଉ କି ସକାଳ, କି ବୈଶାଖର ଉଦୁଉଦିଆ ଖରାବେଳ...ଓଡିଆଙ୍କ ଭାରି ପ୍ରିୟ ପଖାଳ । ପଖାଳ ଖାଲି ଖାଦ୍ୟ ନୁହେଁ- ପଖାଳ ଆମ ପରିଚୟ, ପଖାଳ ଆମ ସଂସ୍କୃତି । ବିଶ୍ୱ ପଖାଳ ଦିବସରେ ଖାଆନ୍ତୁ ଆଉ ଖୁଆନ୍ତୁ ପଖାଳ । post image

ସଞ୍ଜ ହେଉ କି ସକାଳ, କି ବୈଶାଖର ଉଦୁଉଦିଆ ଖରାବେଳ...ଓଡିଆଙ୍କ ଭାରି ପ୍ରିୟ ପଖାଳ । ପଖାଳ ଖାଲି ଖାଦ୍ୟ ନୁହେଁ- ପଖାଳ ଆମ ପରିଚୟ, ପଖାଳ ଆମ ସଂସ୍କୃତି । ବିଶ୍ୱ ପଖାଳ ଦିବସରେ ଖାଆନ୍ତୁ ଆଉ ଖୁଆନ୍ତୁ ପଖାଳ ।

ରିଷଭ ପନ୍ତ ଆହତ, ଦିଲ୍ଲୀ ବାଛିଲା ନୂଆ କ୍ୟାପଟେନ୍ । ଅଷ୍ଟ୍ରେଲିଆ ଖେଳାଳି ଧରିଲେ ଦିଲ୍ଲୀ କ୍ୟାପିଟାଲ ମଙ୍ଗ । ଡେଭିଡ୍ ୱାର୍ଣ୍ଣର କ୍ୟାପଟେନ୍, ଅକ୍ଷର ପଟେଲ୍ ଭାଇସ୍-କ୍ୟାପଟେନ୍ post image

ରିଷଭ ପନ୍ତ ଆହତ, ଦିଲ୍ଲୀ ବାଛିଲା ନୂଆ କ୍ୟାପଟେନ୍ । ଅଷ୍ଟ୍ରେଲିଆ ଖେଳାଳି ଧରିଲେ ଦିଲ୍ଲୀ କ୍ୟାପିଟାଲ ମଙ୍ଗ । ଡେଭିଡ୍ ୱାର୍ଣ୍ଣର କ୍ୟାପଟେନ୍, ଅକ୍ଷର ପଟେଲ୍ ଭାଇସ୍-କ୍ୟାପଟେନ୍

ମୂଲ ଲାଗି ମାଟ୍ରିକ ପରୀକ୍ଷା । ଦୁଃଖ ଭିତରେ ଦଶମ ଶ୍ରେଣୀ । ଏମିତି ପରୀକ୍ଷା ଦେଉଛନ୍ତି ଦଶମ ଶ୍ରେଣୀ ଛାତ୍ର ପାର୍ଥସାରଥୀ । post image

ମୂଲ ଲାଗି ମାଟ୍ରିକ ପରୀକ୍ଷା । ଦୁଃଖ ଭିତରେ ଦଶମ ଶ୍ରେଣୀ । ଏମିତି ପରୀକ୍ଷା ଦେଉଛନ୍ତି ଦଶମ ଶ୍ରେଣୀ ଛାତ୍ର ପାର୍ଥସାରଥୀ ।

କଅଁଳ ବୟସରେ ଜୀବନକୁ କବଜା କରିନେଲା ବ୍ଲଡ କ୍ୟାନସର । ମାଟ୍ରିକ ପରୀକ୍ଷା ଦେଇପାରିଲେନି ଛାତ୍ର । ଭାଙ୍ଗିଗଲା ଭବାନୀଙ୍କ ସ୍ୱପ୍ନ । post image

କଅଁଳ ବୟସରେ ଜୀବନକୁ କବଜା କରିନେଲା ବ୍ଲଡ କ୍ୟାନସର । ମାଟ୍ରିକ ପରୀକ୍ଷା ଦେଇପାରିଲେନି ଛାତ୍ର । ଭାଙ୍ଗିଗଲା ଭବାନୀଙ୍କ ସ୍ୱପ୍ନ ।

ବାଇକ୍ ଚଲାଉଛନ୍ତି, ଗୁପଚୁପ୍ ବିକୁଛନ୍ତି । ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ସ୍ୱାସ୍ଥ୍ୟକର ଗୁପଚୁପ୍ । ଚର୍ଚ୍ଚାରେ ବି.ଟେକ୍ ପଢୁଆ ଗୁପଚୁପ୍ ବାଲି । post image

ବାଇକ୍ ଚଲାଉଛନ୍ତି, ଗୁପଚୁପ୍ ବିକୁଛନ୍ତି । ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ସ୍ୱାସ୍ଥ୍ୟକର ଗୁପଚୁପ୍ । ଚର୍ଚ୍ଚାରେ ବି.ଟେକ୍ ପଢୁଆ ଗୁପଚୁପ୍ ବାଲି ।

ଚତୁର୍ଥୀ ଦିନ ଉଠିଲା କୋକେଇ । ରିସେପ୍ସନ ଭୋଜି ଦିନ ବରର ମୃତ୍ୟୁ । ନବବଧୂ ମୁଣ୍ଡରୁ ଲିଭିଗଲା ସିନ୍ଦୂର, ଅକାଳରେ ଚାଲିଗଲା ଅଜୟଙ୍କ ଜୀବନ । post image

ଚତୁର୍ଥୀ ଦିନ ଉଠିଲା କୋକେଇ । ରିସେପ୍ସନ ଭୋଜି ଦିନ ବରର ମୃତ୍ୟୁ । ନବବଧୂ ମୁଣ୍ଡରୁ ଲିଭିଗଲା ସିନ୍ଦୂର, ଅକାଳରେ ଚାଲିଗଲା ଅଜୟଙ୍କ ଜୀବନ ।

ପ୍ରେମକୁ ବର୍ଷ-ମାସ-ଦିନରେ ବାନ୍ଧି ହୁଏନି । ପ୍ରେମକୁ ବୟାନ କରିହୁଏନି । ପ୍ରକାରଭେଦରେ...ପ୍ରେମ ଦୁଇପଟରୁ ହୁଏ, ଏକପାଖିଆ ହୁଏ, ଏକାଧିକ ବି ହୁଏ । ପ୍ରେମର କୌଣସି ସଂଜ୍ଞା ନାହିଁ, ପ୍ରେମର ମୃତ୍ୟୁ ବି ନାହିଁ । post image

ପ୍ରେମକୁ ବର୍ଷ-ମାସ-ଦିନରେ ବାନ୍ଧି ହୁଏନି । ପ୍ରେମକୁ ବୟାନ କରିହୁଏନି । ପ୍ରକାରଭେଦରେ...ପ୍ରେମ ଦୁଇପଟରୁ ହୁଏ, ଏକପାଖିଆ ହୁଏ, ଏକାଧିକ ବି ହୁଏ । ପ୍ରେମର କୌଣସି ସଂଜ୍ଞା ନାହିଁ, ପ୍ରେମର ମୃତ୍ୟୁ ବି ନାହିଁ ।

କିଏ ଏବେ ରାଜ୍ୟପାଳ, ତ ଆଉ କିଏ ରାଜ୍ୟସଭା ସଦସ୍ୟ....କେଉଁଠି ଅଛନ୍ତି ଅଯୋଧ୍ୟା ମାମଲାର ରାୟ ଶୁଣାଇଥିବା ୫ ଜଣ୍ ଜଜ୍ । ପଢନ୍ତୁ, ଏହି ଷ୍ଟୋରୀ... post image

କିଏ ଏବେ ରାଜ୍ୟପାଳ, ତ ଆଉ କିଏ ରାଜ୍ୟସଭା ସଦସ୍ୟ....କେଉଁଠି ଅଛନ୍ତି ଅଯୋଧ୍ୟା ମାମଲାର ରାୟ ଶୁଣାଇଥିବା ୫ ଜଣ୍ ଜଜ୍ । ପଢନ୍ତୁ, ଏହି ଷ୍ଟୋରୀ...

ଭୟଙ୍କର ଭୂକମ୍ପ ପରେ ରାସ୍ତା ସାରା ଶବ ଆଉ ଶବ । ଶ୍ମଶାନ ପାଲଟିଛି ସହର । ଚାପି ରହିଥିବା ଜୀବନମାନେ କରୁଛନ୍ତି ଚିତ୍କାର... post image

ଭୟଙ୍କର ଭୂକମ୍ପ ପରେ ରାସ୍ତା ସାରା ଶବ ଆଉ ଶବ । ଶ୍ମଶାନ ପାଲଟିଛି ସହର । ଚାପି ରହିଥିବା ଜୀବନମାନେ କରୁଛନ୍ତି ଚିତ୍କାର...

ସବସ୍କ୍ରାଇବ କରନ୍ତୁ