Advertisment

ସ୍ପେଶାଲ୍ ରିପୋର୍ଟ

ନୂଆବର୍ଷ ୨୦୨୦ର ଧୁମ୍ । ଆଲୋକମାଳା ଓ ଆତସବାଜୀରେ ନୂଆବର୍ଷକୁ ସ୍ୱାଗତ କଲେ ବିଶ୍ୱବାସୀ । ପ୍ୟାରିସ, ଦୁବାଇ, ୟୁକେ ଓ ଋଷିଆରେ ଜମିଲା ଜିରୋ ନାଇଟ । post image

ନୂଆବର୍ଷ ୨୦୨୦ର ଧୁମ୍ । ଆଲୋକମାଳା ଓ ଆତସବାଜୀରେ ନୂଆବର୍ଷକୁ ସ୍ୱାଗତ କଲେ ବିଶ୍ୱବାସୀ । ପ୍ୟାରିସ, ଦୁବାଇ, ୟୁକେ ଓ ଋଷିଆରେ ଜମିଲା ଜିରୋ ନାଇଟ ।

ଏଣିକି ଦୃଷ୍ଟିହୀନ ବ୍ୟକ୍ତି ସହଜରେ ଚିହ୍ନିପାରିବେ ନୋଟ୍ । ରିଜର୍ଭ ବ୍ୟାଙ୍କ ଉନ୍ମୋଚନ କଲା ନୂଆ ମୋବାଇଲ୍ ଆପ୍ ‘ମନି’ । post image

ଏଣିକି ଦୃଷ୍ଟିହୀନ ବ୍ୟକ୍ତି ସହଜରେ ଚିହ୍ନିପାରିବେ ନୋଟ୍ । ରିଜର୍ଭ ବ୍ୟାଙ୍କ ଉନ୍ମୋଚନ କଲା ନୂଆ ମୋବାଇଲ୍ ଆପ୍ ‘ମନି’ ।

ବ୍ୟାନ୍ ହେଲା TikTok । ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ଦର୍ଶାଇ ଏହି ଭିଡିଓ ଆପକୁ ବ୍ୟାନ୍ କଲା ଆମେରିକା ଆର୍ମି । post image

ବ୍ୟାନ୍ ହେଲା TikTok । ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ଦର୍ଶାଇ ଏହି ଭିଡିଓ ଆପକୁ ବ୍ୟାନ୍ କଲା ଆମେରିକା ଆର୍ମି ।

ଫଟୋରେ ଫଟୋରେ ଫେମସ୍ ହୋଇଥିଲେ ପ୍ରଧାନମନ୍ତ୍ରୀ : ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱପୁର୍ଣ୍ଣ ସମୟର ଫଟୋ ହୋଇଥିଲା ଭାଇରାଲ୍ । post image

ଫଟୋରେ ଫଟୋରେ ଫେମସ୍ ହୋଇଥିଲେ ପ୍ରଧାନମନ୍ତ୍ରୀ : ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱପୁର୍ଣ୍ଣ ସମୟର ଫଟୋ ହୋଇଥିଲା ଭାଇରାଲ୍ ।

ସୀମାରେ ନବବର୍ଷ ସେଲିବ୍ରେସନ୍ : ନାଚିଗାଇ ନୂଆବର୍ଷକୁ ସ୍ୱାଗତ କଲେ ଆଇଟିବିପି ଓ ସିଆରପିଏଫର ଯବାନ post image

ସୀମାରେ ନବବର୍ଷ ସେଲିବ୍ରେସନ୍ : ନାଚିଗାଇ ନୂଆବର୍ଷକୁ ସ୍ୱାଗତ କଲେ ଆଇଟିବିପି ଓ ସିଆରପିଏଫର ଯବାନ

ନବବର୍ଷର ଦାମୀ ଉପହାର ସାଜିଲା ପିଆଜ ତୋଡା : ଫୁଲତୋଡାରେ ଫୁଲ ବଦଳରେ ଖଚିତ ହେଲା ପିଆଜ , ପତ୍ନୀଙ୍କ ପାଇଁ ସ୍ପେଶାଲ୍ ବୁକେ ପ୍ରସ୍ତୁତ କଲେ ସ୍ୱାମୀ । post image

ନବବର୍ଷର ଦାମୀ ଉପହାର ସାଜିଲା ପିଆଜ ତୋଡା : ଫୁଲତୋଡାରେ ଫୁଲ ବଦଳରେ ଖଚିତ ହେଲା ପିଆଜ , ପତ୍ନୀଙ୍କ ପାଇଁ ସ୍ପେଶାଲ୍ ବୁକେ ପ୍ରସ୍ତୁତ କଲେ ସ୍ୱାମୀ ।

କାହିଁକି ପାଳନ କରାଯାଏ ନୂତନ ବର୍ଷ ? କିଏ କରିଥିଲେ ଆରମ୍ଭ ? ବିଭିନ୍ନ ଧର୍ମରେ କେଉଁ ଦିନ ପାଳନ କରାଯାଏ ନବବର୍ଷ ? ଆସନ୍ତୁ ଜାଣିବା  post image

କାହିଁକି ପାଳନ କରାଯାଏ ନୂତନ ବର୍ଷ ? କିଏ କରିଥିଲେ ଆରମ୍ଭ ? ବିଭିନ୍ନ ଧର୍ମରେ କେଉଁ ଦିନ ପାଳନ କରାଯାଏ ନବବର୍ଷ ? ଆସନ୍ତୁ ଜାଣିବା 

ନୂତନ ବର୍ଷର ଶୁଭେଚ୍ଛା । ସରିଲା କାଉଂଟଡାଉନ, ନୂଆ ଆଶା ଓ ସମ୍ଭାବନା ନେଇ ଆସିଲା ନୂଆବର୍ଷ ୨୦୨୦, ଜମିଲା ଜିରୋ ନାଇଟ୍  । post image

ନୂତନ ବର୍ଷର ଶୁଭେଚ୍ଛା । ସରିଲା କାଉଂଟଡାଉନ, ନୂଆ ଆଶା ଓ ସମ୍ଭାବନା ନେଇ ଆସିଲା ନୂଆବର୍ଷ ୨୦୨୦, ଜମିଲା ଜିରୋ ନାଇଟ୍ ।

ପୁଅର ଆତ୍ମାର ଶାନ୍ତି ପାଇଁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଲେ ବାପା । ପୁଅର ମୃତ୍ୟୁ ପରେ ମିଳିଥିବା ବୀମା ଟଙ୍କାରେ ଗରିବ ଲୋକଙ୍କୁ କମ୍ବଳ ବାଂଟିଲେ, ଅସହାୟଙ୍କ ମୁହଁରେ ହସ ଫୁଟାଇଲେ । post image

ପୁଅର ଆତ୍ମାର ଶାନ୍ତି ପାଇଁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଲେ ବାପା । ପୁଅର ମୃତ୍ୟୁ ପରେ ମିଳିଥିବା ବୀମା ଟଙ୍କାରେ ଗରିବ ଲୋକଙ୍କୁ କମ୍ବଳ ବାଂଟିଲେ, ଅସହାୟଙ୍କ ମୁହଁରେ ହସ ଫୁଟାଇଲେ ।

ବୈଠକରେ ଶୁଭିଲା ବଇଁଶିର ସୁର : ବୈଜ୍ଞାନିକ ବଜାଇଲେ ବଇଁଶି , ବୈଠକରେ ବଇଁଶି ବଜାଇ ଚର୍ଚ୍ଚାରେ ଇସ୍ରୋ ବୈଜ୍ଞାନିକ । post image

ବୈଠକରେ ଶୁଭିଲା ବଇଁଶିର ସୁର : ବୈଜ୍ଞାନିକ ବଜାଇଲେ ବଇଁଶି , ବୈଠକରେ ବଇଁଶି ବଜାଇ ଚର୍ଚ୍ଚାରେ ଇସ୍ରୋ ବୈଜ୍ଞାନିକ ।

ସବସ୍କ୍ରାଇବ କରନ୍ତୁ