Advertisment
ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଆଜି ବରଗଡ଼ ଓ ବଲାଙ୍ଗୀରରେ ନବୀନଙ୍କ ମାରାଥନ ପ୍ରଚାର ।

ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପିକୁ ଘେରିଲେ ବିଜେଡି ନେତ୍ରୀ ଲେଖାଶ୍ରୀ । କହିଲେ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାର ଥିବା ବେଳେ କାହିଁକି ବିଜେପି ଉଠାଇଲା ନାହିଁ ଏହି ପ୍ରସଙ୍ଗ

ସକାଳେ ମୋଦୀଙ୍କ ଆକ୍ରମଣ, ସନ୍ଧ୍ୟାରେ ପ୍ରତି ଆକ୍ରମଣ କଲେ ନବୀନ । ଗୋଟି ଗୋଟି କରି ମୋଦୀଙ୍କ ପ୍ରଶ୍ନର ଦେଲେ ଉତ୍ତର

ଦିନକ ପରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ପଡିବ ଭୋଟ । ଏହି ସବୁ ବଡ଼ ବଡ଼ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା

ବଣାଇ ସଭାରେ ବି ନିଶାନା କଲେ ପାଣ୍ଡିଆନ । କହିଲେ ମାଗଣା ବିଜୁଳି କଥା ଶୁଣି ବିରୋଧୀଙ୍କୁ ଝଟକା ଲାଗିଛି ।

ମୋଦୀଙ୍କୁ ଆଇନା ଦେଖାଇଲେ ପାଣ୍ଡିଆନ୍: ଓଡିଶାଠାରୁ କେତେ ତଳେ ଅଛି ଗୁଜରାଟ ଦେଲେ ତଥ୍ୟ

ବିଜେପି ନେତାଙ୍କ ଆତ୍ମବିଶ୍ୱାସ ଭାଙ୍ଗିଯାଇଛି, ପ୍ରଧାନମନ୍ତ୍ରୀ ଆସୁଛନ୍ତି ବୁଷ୍ଟର ଡୋଜ ଦେବାକୁ: ଭିକେ ପାଣ୍ଡିଆନ୍

କନ୍ଧମାଳରେ ପ୍ରଶ୍ନ, ବୀରମିତ୍ରପୁରରେ ଉତ୍ତର । ଟାଣୁଆ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ନିଆରା ଉତ୍ତର ଦେଲେ ଭିକେ ପାଣ୍ଡିଆନ ।

ଭରାସଭାରେ ପାଣ୍ଡିଆନ କହିଲେ, ଓଡ଼ିଶାରେ ନବୀନ ହାୱା ଚାଲୁଛି । କେନ୍ଦ୍ରମନ୍ତ୍ରୀଙ୍କର ଦମ୍ ଅଛି ତ କୁହନ୍ତୁ ବିଜେପି ସରକାର ନ ଆସିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି ।

ରଘୁନାଥପାଲ୍ଲୀରେ ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, ନବୀନ ପଟ୍ଟନାୟକ ମାଗଣା ବିଜୁଳି ଘୋଷଣା କଲେ ବିରୋଧୀଙ୍କୁ କରେଣ୍ଟ ଲାଗୁଛି ।

ସବସ୍କ୍ରାଇବ କରନ୍ତୁ