Advertisment

ଜନାଦେଶ

ଭୋଟ୍ ଦେଲେ ଜନତା, ଇଭିଏମରେ ସିଲ ହେଲା ନେତାଙ୍କ ଭାଗ୍ୟ । କୋଭିଡ୍ କଟକଣା ଭିତରେ ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ ପାଇଁ ପଡ଼ିଲା ଭୋଟ୍

ଉପନିର୍ବାଚନ ପାଇଁ ମତଦାନ ଜାରି । ସନ୍ଧ୍ୟା ୫ଟା ସୁଦ୍ଧା ୬୮.୦୮% ମତଦାନ । ବାଲେଶ୍ୱରରେ ୫ଟା ସୁଦ୍ଧା ୬୮.୧୯% ମତଦାନ । ତିର୍ତ୍ତୋଲରେ ୬୭.୯୭ % ମତଦାନ ରେକର୍ଡ

ରାତି ପାହିଲେ ପଡ଼ିବ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ହେବ ମତଦାନ ।

ଉପନିର୍ବାଚନ ପାଇଁ ମତଦାନ ଜାରି । ଦିନ ୩ଟା ସୁଦ୍ଧା ୫୫.୦୪ % ମତଦାନ । ବାଲେଶ୍ୱର ସଦରରେ ୫୪.୮୫ % ଓ ତିର୍ତ୍ତୋଲରେ ୫୫.୨୩ % ମତଦାନ ରେକର୍ଡ

ଉପନିର୍ବାଚନ ପାଇଁ ପଡୁଛି ଭୋଟ୍ । ଦିନ ଗୋଟାଏ ସୁଦ୍ଧା ଦୁଇଟି ଆସନରେ ୪୦.୫୧% ମତଦାନ । ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ ରେକର୍ଡ

ଦୁଇଟି ଯାକ ଆସନରେ ଭୋଟ୍ ଦେଲେ ପ୍ରମୁଖ ପ୍ରାର୍ଥୀ । ଜିତିବା ନେଇ କଲେ ଦାବି । ତିର୍ତ୍ତୋଲରେ ଭୋଟ୍ ଦେଲେ କଂଗ୍ରେସ ନେତା ରଂଜୀବ ବିଶ୍ୱାଳ

ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି । ଉଭୟ ଆସନରେ ଆରମ୍ଭରୁ ଧୀମା ମତଦାନ । ଦିନ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ଭୋଟଦାନ

ଆଜି ଦୁଇ ଆସନରେ ଉପନିର୍ବାଚନ ପାଇଁ ପଡୁଛି ଭୋଟ୍ । ଧାଡିରେ ଛିଡା ହୋଇ କରୋନା କଟକଣାକୁ ମାନି ମତଦାନ ସାବ୍ୟସ୍ତ କରୁଛନ୍ତି ନେତା ଏବଂ ମତଦାତା

ଭୋଟ୍ ଦେଉଛି ବାଲେଶ୍ୱର ! ଉପନିର୍ବାଚନ ପାଇଁ ଆଜି ବାଲେଶ୍ୱରରେ ପଡୁଛି ଭୋଟ୍ । କରୋନା କଟକଣା ମାନି ନେତା ବାଛୁଛନ୍ତି ଜନତା । ଏପଟେ ବୁଥରେ ପହଞ୍ଚି ନିଜର ମତଦାନ ସାବ୍ୟସ୍ତ କଲେ ବେଣୁ ମଉସା

ଆଜିି ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ପଡିବ ଭୋଟ: ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୋନା କଟକଣାରେ ମତଦାନ କରିବେ ଭୋଟର; ଧାଡି଼ରେ ରହିବ ୬ ଫୁଟର ଦୂରତା: ହେବ ଥର୍ମାଲ ସ୍କ୍ରିନିଂ, ପିପିଇ କିଟ୍ ପିନ୍ଧିବେ ପୋଲିଂ କର୍ମଚାରୀ

ପ୍ରଚାର ବେଳେ ସବୁ ଖୋଲା । କରୋନା କଟକଣା ମାନୁନଥିଲେ ନେତା ଓ ଜନତା । ହେଲେ କଡ଼ା କଟକଣା ଭିତରେ ଆସନ୍ତାକାଲି ପଡ଼ିବ ଭୋଟ । ଧାଡି଼ରେ ରହିବ ୬ ଫୁଟର ଦୂରତା । ହେବ ଥର୍ମାଲ ସ୍କ୍ରିନିଂ, ପିପିଇ କିଟ୍ ପିନ୍ଧିବେ ପୁଲିଂ କର୍ମଚାରୀ

ସବସ୍କ୍ରାଇବ କରନ୍ତୁ