0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
ଜନାଦେଶ
ନ୍ୟୁଜ୍
ଆସନ୍ତାକାଲି ଭୋଟ । ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇସାରା କରିବ ଉପନିର୍ବାଚନ । ସରକାରଙ୍କ କୋଭିଡ ପରିଚାଳନାର ହେବ ଅଗ୍ନିପରୀକ୍ଷା । ବାଲେଶ୍ୱରରେ ଗଡ଼ ରକ୍ଷା ବିଜେପି ପାଇଁ ଏସିଡ ଟେଷ୍ଟ । ଜଣାପଡ଼ିବ ଆଗକୁ କି ପଛକୁ ଯାଉଛି କଂଗ୍ରେସ
By
Rajesh Sethy
Nov 02, 2020
19:57
IST
ନ୍ୟୁଜ୍
କରୋନା କାଳରେ ଆସନ୍ତାକାଲି ରାଜ୍ୟରେ ପଡିବ ପ୍ରଥମ ଭୋଟ । ବାଲେଶ୍ୱର-ତିର୍ତୋଲ ଉପନିର୍ବାଚନ ନେଇ ବଢ଼ିଲା ବୁଥ ସଂଖ୍ୟା । ଗୋଟିଏ ବୁଥରେ ଭୋଟ ଦେବେ ହଜାରେ ଜଣ । ଭୋଟ ବେଳେ ଭୋଟରଙ୍କୁ ଦିଆଯିବ ଗ୍ଲୋବ୍ସ । ବୁଥ ଅଞ୍ଚଳକୁ କରାଯିବ ସାନିଟାଇଜ
By
Rajesh Sethy
Nov 02, 2020
17:28
IST
ନ୍ୟୁଜ୍
ରାତି ପାହିଲେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ : ପ୍ରଚାର ସରିଲା, ଭୋଟକୁ ଅପେକ୍ଷା; ୯ଟି ସର୍ଭେଲେନ୍ସ ଟିମ୍ ନିଯୁକ୍ତ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ନିର୍ବାଚନ ମଣ୍ଡଳୀ ଛାଡ଼ିଲେ ବାହାରୁ ଯାଇଥିବା ନେତା
By
smruti sangita giri
Nov 02, 2020
07:42
IST
ନ୍ୟୁଜ୍
ସରିଲା ପ୍ରଚାର, ଏବେ ଜନତା ଦରବାରରେ ନିଷ୍ପତ୍ତି । କଣ ହେବ ନେତାଙ୍କ ଭାଗ୍ୟ ? ୩ରେ ଭୋଟ ଦେବ ବାଲେଶ୍ୱର-ତିର୍ତ୍ତୋଲ...
By
Ramakrushna Barik
Nov 01, 2020
21:36
IST
ନ୍ୟୁଜ୍
ସରିଲା ରିହର୍ସଲ, ମଙ୍ଗଳବାର ମଞ୍ଚସ୍ଥ ହେବ ନିର୍ବାଚନର ମହାନାଟକ । କିଏ ହେବ ସଦରର ସର୍ଦ୍ଦାର ଓ କିଏ ପିନ୍ଧିବ ତିର୍ତ୍ତୋଲ ତାଜ ?
By
Ramakrushna Barik
Nov 01, 2020
18:22
IST
ନ୍ୟୁଜ୍
ସଂଧ୍ୟା ୬ଟା ପୂର୍ବରୁ ନିର୍ବାଚନ ମଣ୍ଡଳୀ ଛାଡନ୍ତୁ ଅଣଭୋଟର । ବାଲେଶ୍ୱର-ତିର୍ତୋଲ ଉପନିର୍ବାଚନ ନେଇ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
By
Rajesh Sethy
Nov 01, 2020
17:19
IST
ନ୍ୟୁଜ୍
ସରୁଛି ସମୟ ଜମୁଛି ପ୍ରଚାର । ଆଜି ସନ୍ଧ୍ୟାରେ ସରିବ ବାଲେଶ୍ୱର ଓ ତିର୍ତୋଲ ଉପ ନିର୍ବାଚନ ପାଇଁ ପ୍ରଚାର । ମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ଛାଡ଼ି ଯାଇନଥିବା ବିଜେପି ଆଣିଲା ଅଭିଯୋଗ । ବିଜେଡ଼ିକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ
By
Rajesh Sethy
Nov 01, 2020
16:17
IST
ନ୍ୟୁଜ୍
ହାତରେ ଆଉ ଗୋଟିଏ ଦିନ । କାଲି ସରିବ ବାଲେଶ୍ୱର ଓ ତିର୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର । ଭୋଟର୍ଙ୍କୁ ଆକର୍ଷିତ କରିବା ପାଇଁ ଶେଷ ମୁହୁର୍ତରେ ୩ ଦଳର ଜୋରଦାର ଉଦ୍ୟମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ନେତା ଓ ଅଭିନେତା ।
By
Rajesh Sethy
Oct 31, 2020
19:34
IST
ନ୍ୟୁଜ୍
ବେଣୁ ମଉସାଙ୍କ ପାଇଁ ବାହାରିଲା ଆଉ ଏକ ଗୀତ । ମୋବାଇଲରୁ ମୋବାଇଲ୍ ରାତାରାତି ଭାଇରାଲ ହେଲା ଶହେ ଶହେରେ ଖେଳିବ କେଟିଲି ଚିହ୍ନ ତାଙ୍କର...
By
Kanak News Bureau
Oct 31, 2020
16:10
IST
ନ୍ୟୁଜ୍
ଭର୍ଚୁଆଲ ରାଲିରେ ମାଷ୍ଟର ଷ୍ଟ୍ରୋକ୍ ଖେଳିଲେ ମୁଖ୍ୟମନ୍ତ୍ରୀ । କହିଲେ, ନିଜେ ନେବେ ବାଲେଶ୍ୱରର ବିକାଶ ଦାୟିତ୍ୱ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଭୋଟ ଦେବାକୁ କଲେ ନିବେଦନ । ସେପଟେ ଉପନିର୍ବାଚନ ପାଇଁ ବାଲେଶ୍ୱର ଓ ତିର୍ତୋଲରେ ଜମୁଛି ପ୍ରଚାର
By
Rajesh Sethy
Oct 29, 2020
20:11
IST
Prev
1
...
84
85
86
Next
Advertisment
ସବସ୍କ୍ରାଇବ କରନ୍ତୁ