Advertisment
ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୮ରେ ରାଜନାଥ ଓ ୧୨ରେ ଅମିତ ଶାହ ଆସିବେ ଓଡ଼ିଶା, ୧୦ ଓ ୧୧ ତାରିଖରେ ପ୍ରଚାରର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦୀ । post image

ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୮ରେ ରାଜନାଥ ଓ ୧୨ରେ ଅମିତ ଶାହ ଆସିବେ ଓଡ଼ିଶା, ୧୦ ଓ ୧୧ ତାରିଖରେ ପ୍ରଚାରର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦୀ ।

ନିର୍ବାଚନ ସମୟରେ ବିରୋଧୀ ପର୍ଯ୍ୟଟକ ଭଳି ଆସିବେ, ନିର୍ବାଚନ ସରିଲେ ଦେଖା ମିଳିବନି । ବୌଦ୍ଧରୁ ବିରୋଧୀଙ୍କୁ ଟାର୍ଗେଟ କଲେ ଭି.କେ ପାଣ୍ଡିଆନ । post image

ନିର୍ବାଚନ ସମୟରେ ବିରୋଧୀ ପର୍ଯ୍ୟଟକ ଭଳି ଆସିବେ, ନିର୍ବାଚନ ସରିଲେ ଦେଖା ମିଳିବନି । ବୌଦ୍ଧରୁ ବିରୋଧୀଙ୍କୁ ଟାର୍ଗେଟ କଲେ ଭି.କେ ପାଣ୍ଡିଆନ ।

ପାଣି ପାଇଁ ରାସ୍ତା ରୋକ୍ । ରାସ୍ତାରେ ଗରା, ବାଲଟି ରଖି ଜାତୀୟ ରାଜପଥ ଅବରୋଧ କଲେ ଆର ଉଦୟଗିରି ବ୍ଲକ ବାସିନ୍ଦା । post image

ପାଣି ପାଇଁ ରାସ୍ତା ରୋକ୍ । ରାସ୍ତାରେ ଗରା, ବାଲଟି ରଖି ଜାତୀୟ ରାଜପଥ ଅବରୋଧ କଲେ ଆର ଉଦୟଗିରି ବ୍ଲକ ବାସିନ୍ଦା ।

ସରଗରମ ନିମାପଡା ରାଜନୀତି । ବିଧାୟକ ସମୀର ଦାଶଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତା’ ଉପରେ ସମସ୍ତଙ୍କ ନଜର । post image

ସରଗରମ ନିମାପଡା ରାଜନୀତି । ବିଧାୟକ ସମୀର ଦାଶଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତା’ ଉପରେ ସମସ୍ତଙ୍କ ନଜର ।

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ । ଆଜି ଶେଷ ହେଉଛି ପ୍ରଚାର । ୧୦ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ପଡିବ ଭୋଟ୍ । post image

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ । ଆଜି ଶେଷ ହେଉଛି ପ୍ରଚାର । ୧୦ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ପଡିବ ଭୋଟ୍ ।

ବିଜେଡି ସଭା ମଞ୍ଚରେ ହୋହାଲ୍ଲା । ଲେଖାଶ୍ରୀ ସାମନ୍ତସିଂହାର, ଗୌତମବୁଦ୍ଧ ଦାସଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା କଥା କଟାକଟି । post image

ବିଜେଡି ସଭା ମଞ୍ଚରେ ହୋହାଲ୍ଲା । ଲେଖାଶ୍ରୀ ସାମନ୍ତସିଂହାର, ଗୌତମବୁଦ୍ଧ ଦାସଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା କଥା କଟାକଟି ।

ବଦଳିଲା କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ । ସୁଚରିତା ମହାନ୍ତିଙ୍କ ବଦଳରେ କଂଗ୍ରେସ ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକଙ୍କୁ ମିଳିଲା ଟିକେଟ୍ । post image

ବଦଳିଲା କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ । ସୁଚରିତା ମହାନ୍ତିଙ୍କ ବଦଳରେ କଂଗ୍ରେସ ଜିଲ୍ଲା ସଭାପତି ଜୟନାରାୟଣ ପଟ୍ଟନାୟକଙ୍କୁ ମିଳିଲା ଟିକେଟ୍ ।

ଆଜି ଓଡିଶା ଆସୁଛନ୍ତି ମୋଦୀ । ରାଜଧାନୀରେ ରାତ୍ରିଯାପନ ପରେ କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସମାବେଶ । ଅପରାହ୍ନରେ ଆସିବେ ଜେପି ନଡ୍ଡା ।  post image

ଆଜି ଓଡିଶା ଆସୁଛନ୍ତି ମୋଦୀ । ରାଜଧାନୀରେ ରାତ୍ରିଯାପନ ପରେ କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସମାବେଶ । ଅପରାହ୍ନରେ ଆସିବେ ଜେପି ନଡ୍ଡା । 

ବିଜେଡିରୁ ଇସ୍ତଫା ଦେଲେ ସମୀର ଦାଶଙ୍କ ସମର୍ଥକ: ସମୂହ ଇସ୍ତଫାଦେଲେ ସମର୍ଥକ, ଦଳୀୟ କର୍ମକର୍ତ୍ତା post image

ବିଜେଡିରୁ ଇସ୍ତଫା ଦେଲେ ସମୀର ଦାଶଙ୍କ ସମର୍ଥକ: ସମୂହ ଇସ୍ତଫାଦେଲେ ସମର୍ଥକ, ଦଳୀୟ କର୍ମକର୍ତ୍ତା

ସତ୍ୟପାଠରେ ରାହୁଲଙ୍କ ସମ୍ପତି ତାଲିକା । ୧୧ କୋଟି ୧୫ ଲକ୍ଷର ସ୍ଥାବର ଓ ୯ କୋଟି ୨୪ ଲକ୍ଷର ଅସ୍ଥାବର ସମ୍ପତି, ମୁଣ୍ଡ ଉପରେ ରହିଛି ୪୯ ଲକ୍ଷ ଟଙ୍କାର ଋଣ post image

ସତ୍ୟପାଠରେ ରାହୁଲଙ୍କ ସମ୍ପତି ତାଲିକା । ୧୧ କୋଟି ୧୫ ଲକ୍ଷର ସ୍ଥାବର ଓ ୯ କୋଟି ୨୪ ଲକ୍ଷର ଅସ୍ଥାବର ସମ୍ପତି, ମୁଣ୍ଡ ଉପରେ ରହିଛି ୪୯ ଲକ୍ଷ ଟଙ୍କାର ଋଣ

ସବସ୍କ୍ରାଇବ କରନ୍ତୁ