Browsing Category

ନ୍ୟୁଜ୍

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ପୁରୀ ଯାଇ ମହାପ୍ରଭୁଙ୍କ କରିବେ ଦର୍ଶନ

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ପ୍ରଥମ ଓଡିଆ ମହିଳା ରାଷ୍ଟ୍ରପତି ତଥା ଭାରତର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ହେବ । ଏହି ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦୌପ୍ରଦୀ ମୁର୍ମୁ । ଏହା ପୂର୍ବରୁ…
Read More...

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ । ଶପଥପାଠ କରାଇଲେ ରାଷ୍ଟ୍ରପତି…

କନକ ବ୍ୟୁରୋ : ସୁପ୍ରିମକୋର୍ଟର ୫୦ତମ ପ୍ରଧାନବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଏହି ଶପଥଗ୍ରହଣ ଉତ୍ସବ ପାଳନ ହୋଇଥିଲା । Justice DY…
Read More...

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା : ସଞ୍ଜ ନଇଁଲେ ଦର୍ଶକଙ୍କ ମନ ମୋହୁଛି ଲେଜର ଲାଇଟ ସୋ’

କନକ ବ୍ୟୁରୋ : ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । ଲୋକଙ୍କ ଗହଳି, ବିଭିନ୍ନ ପ୍ରକାରର ମନୋର ଦୋକାନର ପସରାକୁ ନେଇ ନେଇ ଚଳଚଞ୍ଚଳ ହୋଇପଡିଛି ବାଲିଯାତ୍ରା ପଡିଆ । କରୋନା ଯୋଗୁଁ ଦୁଇ ବର୍ଷ ପରେ ମହାନଦୀ ପଠାରେ ବାଲିଯାତ୍ରା ଜମୁଛି । ୯ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ…
Read More...

ଏଲନ୍ ମସ୍କଙ୍କୁ ଗର୍ଭବତୀଙ୍କ ଚ୍ୟାଲେଞ୍ଜ: କହିଲେ ‘କୋର୍ଟରେ ଦେଖିନେବି’

କନକ ବ୍ୟୁରୋ: ଟେସଲା ଓ ସ୍ପେଶ୍ ଏକ୍ସର ମାଲିକ ଏଲନ୍ ମସ୍କ ଟ୍ୱିଟରର ଦାୟିତ୍ୱ ନେବା ପରେ ନାହିଁନଥିବା ଘଟଣା ଘଟୁଛି । ସିଇଓ ଥିବା ଭାରତୀୟ ପରାଗ ଅଗ୍ରୱାଲଙ୍କ ସମେତ ୩ଜଣ ବରିଷ୍ଠ ଅଧିକାରୀଙଙ୍କୁୁ ଟ୍ୱିଟରରୁ କାଢିବା ପରେ ପାଖାପାଖି ୫୦ ପ୍ରତିଶତ କର୍ମଚାରୀଙ୍କୁ ମଧ୍ୟ କାଢିଦେଇଛନ୍ତି ଏଲନ୍ ।…
Read More...

ପୁଣି ମଞ୍ଚସ୍ଥ ହେଲା ନାଟକ ‘ଆହେ ନୀଳ ଶଇଳ’ : ୧୨ ତାରିଖ ଯାଏଁ ପରିବେଷଣ କରାଯିବ

କନକ ବ୍ୟୁରୋ : ଦଶମ ଥର ପାଇଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପୁଣି ମଞ୍ଚସ୍ଥ ହୋଇଛି ନାଟକ ‘ଆହେ ନୀଳ ଶଇଳ’ । ପୂର୍ବରୁ ରବୀନ୍ଦ୍ର ମଣ୍ଡପ ଓ ବେଙ୍ଗାଲୁରୁରେ ଏହି ନାଟକ ପରିବେଷଣ ହୋଇ ଉଚ୍ଚ ପ୍ରଂଶସିତ ହୋଇଛି । ନାଟକ ‘ଆହେ ନୀଳ ଶଇଳ’ ନଭେମ୍ବର ୧୨ ତାରିଖ ଯାଏଁ ପରିବେଷଣ କରାଯିବ । ଗତକାଲି…
Read More...

ପୁଣି ଥରିଲା ଉତ୍ତରାଖଣ୍ଡ । ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ

କନକ ବ୍ୟୁରୋ: ଗତ କାଲି ରାତିରେ ନେପାଳରେ ଭାରି ଭୂମିକମ୍ପ ସହ ଦିଲ୍ଲୀ ସମେତ ଉତ୍ତରଭାରତର କିଛି ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାପରେ ଆଜି ପୁଣିଥରେ ଭୋର ସମୟରେ ଉତ୍ତରାଖଣ୍ଡର ପିଥୌରାଗଡରେ ୪.୩ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ସଂକ୍ରାନ୍ତରେ ଟୁଇଟ୍‌…
Read More...

ଆଜି ମାର୍ଗଶିର କୃଷ୍ଣ ପ୍ରତିପଦ ତିଥି : ଶ୍ରୀଜିଉଙ୍କ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

କନକ ବ୍ୟୁରୋ : ଆଜି ମାର୍ଗଶିର କୃଷ୍ଣ ପ୍ରତିପଦ ତିଥି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ୪ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୫ଟାରୁ ରାତି ୯ ଟା ଯାଏଁ ବନ୍ଦ ରହିବ ଦର୍ଶନ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…
Read More...

ଉଦଘାଟିତ ହେଲା ଭୁବନେଶ୍ୱର ବାଲିଯାତ୍ରା : ମନ ମୋହିଲା ଭଜନ ସମାରୋହ ଓ ଓଡ଼ିଶୀ ନୃତ୍ୟ

କନକ ବ୍ୟୁରୋ : ଉଦଘାଟିତ ହେଲା ଭୁବନେଶ୍ୱର ବାଲିଯାତ୍ରା । ଏହା ଭୁବନେଶ୍ୱର ବାଲିଯାତ୍ରାର ଚତୁର୍ଥ ସଂସ୍କରଣ । ୨୦୧୭ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା କରୋନା ମହାମାରୀ ପାଇଁ ୨୦୨୦ ଓ ୨୦୨୧ ରେ ବନ୍ଦ ରହିଥିଲା । ଏବେ ଦୁଇ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଛି ଭୁବନେଶ୍ୱର ବାଲିଯାତ୍ରା ।…
Read More...

ପୁରା ପରିବାର କଲା ଆତ୍ମହତ୍ୟା । ଜାଣିଶୁଣି ବଡ ନାଳ ଭିତରକୁ କାର ଖସାଇଦେଲେ ଘରର ମୁରବୀ

କନକ ବ୍ୟୁରୋ: ପାରିବାରିକ ଅଶାନ୍ତି ଯୋଗୁଁ ପୁରା ପରିବାର କଲା ଆତ୍ମହତ୍ୟା । ପଞ୍ଜାବ ଜିଲ୍ଲା ଫିରୋଜପୁରରୁ ଆସିଛି ଏପରି ହୃଦୟବିଦାରକ ଘଟଣା । ଏଠିକାର ବୁଧୱାରା ୱାଲା ମୁହଲ୍ଲାରେ ରହୁଥିବା ଗୋଟିଏ ପରିବାରର ବାପା, ଝିଅ,ଭଣଜା ଓ ବଡ ଭାଇକୁ କାରରେ ନେଇ ଯାଉଥିବା ବେଳେ ଜାଣିଶୁଣି କାରକୁ ଏକ ନାଳ…
Read More...

ମଝି ନଦୀରେ ଖରାପ ହେଲା ଯାତ୍ରୀବାହୀ ଡଙ୍ଗା : ୧୬ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ୍ ଆମ୍ବୁଲାନ୍ସ

କନକ ବ୍ୟୁରୋ : ମଝି ନଦୀରେ ଯାତ୍ରୀବାହୀ ଡଙ୍ଗା ଖରାପ ହେଲା । ଡଙ୍ଗାରେ ଥିଲେ ୧୬ ଜଣ ଯାତ୍ରୀ । ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ବୋଟ୍ ଆମ୍ବୁଲାନ୍ସର କର୍ମଚାରୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।…
Read More...