Browsing Category

ନ୍ୟୁଜ୍

ପୁଣି ଆମେରିକାରେ ଚମକିଲେ ଭାରତୀୟ ମହିଳା, ଏହି ପ୍ରଦେଶରେ ଉପ ରାଜ୍ୟପାଳ ଭାବେ ହେଲେ ନିଯୁକ୍ତ

କନକ ବ୍ୟୁରୋ : ସାରା ବିଶ୍ୱରେ ଭାରତୀୟମାନେ ସେମାନଙ୍କର ପାରଦର୍ଶିତା ଦେଖାଇବାରେ ଲାଗିଛନ୍ତି । ସେ ଆମେରିକାର ଉପରାଷ୍ଟ୍ରପ୍ରତି କମଲା ହାରିସ୍ ହୁଅନ୍ତୁ କି ଅରୁଣା ମିଲର । ଜଣଙ୍କ ପରେ ଜଣେ ଭାରତୀୟ ମହିଳାଙ୍କ କୃତିତ୍ୱ ଏବେ ବିଶ୍ୱ ଦେଖୁଛି । ଏହି କ୍ରମରେ ଅରୁଣା ମିଲର ନାମକ ଜଣେ ଭାରତୀୟ…
Read More...

୨ ବର୍ଷ ପରେ ଆରମ୍ଭ ହୋଇଛି କଟକ ବାଲିଯାତ୍ରା : ନିଆରା ଡ଼ଙ୍ଗରେ ଚାଲିଛି ପ୍ରଚାର ପ୍ରସାର; ପାରମ୍ପରିକ ନୃତ୍ୟ କଳା…

କନକ ବ୍ୟୁରୋ : ୨ ବର୍ଷ ପରେ ଆୟୋଜିତ ହେଉଛି କଟକ ବାଲିଯାତ୍ରା । ଯେଉଁଥିପାଇଁ ମହାନଦୀ ପଠାରେ ଜମୁଛି ଭିଡ । ଗତ ୨ ବର୍ଷ ଧରି କରୋନା କାରଣରୁ ବାଲିଯାତ୍ରା ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ କଟକଣା ଉଠିଥିବାରୁ ପ୍ରବଳ ଗହଳି ହେବା ନେଇ ଆଶା କରାଯାଉଛି । ଏମିତିକି ପାଖାପାଖି ୭୦ ଲକ୍ଷ…
Read More...

ଗୋଟିଏ ଘର : ଏପଟେ ଆଲ୍ଲା ସେପଟେ ଈଶ୍ୱର; ୨ବନ୍ଧୁ ଦେଲେ ଭାଇଚାରାର ବାର୍ତ୍ତା

କନକ ବ୍ୟୁରୋ : ଧର୍ମକୁ ନେଇ ଅନେକ ସମୟରେ ରାଜନୀତି ଦେଖିବାକୁ ମିଳେ । ଆଉ ପରବର୍ତ୍ତୀ ସମୟରେ ଏହା ହିଂସାର ମଧ୍ୟ ରୂପ ନେଇଥିବାର ନଜିର ଆସିଛି । କିନ୍ତୁ ଜୟପୁରର ଦୁଇ ବନ୍ଧୁ ଧର୍ମକୁ ପଛରେ ପକାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ବଡ଼ ଉଦାହରଣ । ସେମାନେ ହେଉଛନ୍ତି ରାକେଶ ଓ ସହିଦ୍ ଫିରୋଜ ।…
Read More...

ବିଧାୟକ ଭାବେ ଶପଥ ନେଲେ ଧାମନଗର ନବ ନିର୍ବାଚିତ ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ବିଧାନସଭାରେ ବାଚସ୍ପତି କରାଇଲେ ଶପଥ…

କନକ ବ୍ୟୁରୋ: ବିଧାୟକ ଭାବେ ଶପଥ ନେଲେ ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଆଜି ବିଧାନସଭାରେ ସେ ବିଧିବଦ୍ଧ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିଧାନସଭାର ବାଚସ୍ପତି ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ସମୟରେ ବିରୋଧୀ ଦଳ ନେତାଙ୍କ ସହ ବିଜେପିର ନେତାମାନେ…
Read More...

ସେମିଫାଇନାଲ ପୂର୍ବରୁ ଏମିତି କହିଲେ କ୍ୟାପଟେନ୍ ରୋହିତ ଶର୍ମା । ନିଜ ଖେଳାଳିଙ୍କର କଲେ ଭୁରି ଭୁରି ପ୍ରଂଶସା । କହିଲେ,…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଆଜି ଖେଳାଯିବ ପ୍ରଥମ ସେମିଫାଇନାଲ ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ । ତେବେ ଏହାର ଗୋଟିଏ ଦିନ ପରେ ଭାରତ, ଇଂଲଣ୍ଡ ସହ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳିବ । ତେବେ ମ୍ୟାଚ୍ ଖେଳାଯିବା ପୂର୍ବରୁ ଟିମ୍ ଇଣ୍ଡିଆର…
Read More...

ଆମିଷପ୍ରେମୀ ଓଡ଼ିଶାବାସୀ : ୮୧ % ଭାରତୀୟ ଖାଆନ୍ତି ଆମିଷ

କନକ ବ୍ୟୁରୋ : ଆଜି ଛାଡଖାଇ । ଓଡିଶାର କୋଣ ଅନୁକୋଣରେ ଆମିଷ ବଜାରରେ ଆଜି ଖଚାଖଚ ଭିଡ ଦେଖାଯାଇଛି । କାର୍ତ୍ତିକ ମାସ ଥିବାରୁ ଏକ ମାସ ଧରି ନିରାମିଷ ଭୋଜନ ଖାଇବା ପରେ ଆଜି ଆମିଷ ଖାଇ ଛାଡଖାଇ ପାଳିବେ ଓଡିଆ । ଏହାରି ଭିତରେ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେର ଏକ ରିପୋର୍ଟ ପ୍ରକାଶ ପାଇଛି ।…
Read More...

ଟ୍ୱିଟର ୟୁଜର୍ସଙ୍କ ବଢିଲା ଚିନ୍ତା: କେବଳ ବ୍ଲୁ ଟିକ୍ ନୁହେଁ ସମସ୍ତ ଟ୍ୱିଟର ୟୁଜର୍ସଙ୍କୁ ଦେବାକୁ ପଡିପାରେ ଚାର୍ଜ

କନକ ବ୍ୟୁରୋ: କେବଳ ବ୍ଲୁ-ଟିକ୍ ପାଇଁ ନୁହେଁ ବରଂ ଏଣିକି ଟ୍ୱିଟରର ସବୁ ୟୁଜର୍ସଙ୍କୁ ଚାର୍ଜ ଦେବାକୁ ପଡିବ ।ଏହାସହ ଟ୍ୱିଟର ୟୁଜର୍ସ ମାସରେ ନିର୍ଦ୍ଧାରିତ ସମୟ ପାଇଁ ଟ୍ୱିଟର ବ୍ୟବହାର କରିପାରିବେ । କର୍ମଚାରୀଙ୍କ ସହ ଏଲନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏପରି ଶୁଣିବାକୁ ମିଳୁଛି ।…
Read More...

ମହୁଲ ପୋଚ ଖାଇ ମାତାଲ ହାତୀ : ଦୀର୍ଘ ସମୟ ଧରି ଶୋଇ ରହିଲେ ୨୪ ହାତୀ

କନକ ବ୍ୟୁରୋ : ମହୁଲ ପୋଚ ଖାଇ ମାତାଲ ହୋଇଗଲେ ୨୪ ହାତୀ । ନିଶାରେ କେଉଁଆଡ଼େ ଯାଇନପାରି କାଜୁ ଜଙ୍ଗଲରେ ଶୋଇପଡ଼ିଲେ । କେନ୍ଦୁଝର ପାଟଣା ରେଞ୍ଜ ଶିଲିପଦା କାଜୁ ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଦିନ ହେଲା ୨୪ ଟିକିଆ ହାତୀପଲ ପାଟଣା ରେଞ୍ଜ ଅଞ୍ଚଳରେ ଉତ୍ପାତ ମଚାଉଛନ୍ତି ।…
Read More...

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ପୁରୀ ଯାଇ ମହାପ୍ରଭୁଙ୍କ କରିବେ ଦର୍ଶନ

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ପ୍ରଥମ ଓଡିଆ ମହିଳା ରାଷ୍ଟ୍ରପତି ତଥା ଭାରତର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ହେବ । ଏହି ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦୌପ୍ରଦୀ ମୁର୍ମୁ । ଏହା ପୂର୍ବରୁ…
Read More...

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ । ଶପଥପାଠ କରାଇଲେ ରାଷ୍ଟ୍ରପତି…

କନକ ବ୍ୟୁରୋ : ସୁପ୍ରିମକୋର୍ଟର ୫୦ତମ ପ୍ରଧାନବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଏହି ଶପଥଗ୍ରହଣ ଉତ୍ସବ ପାଳନ ହୋଇଥିଲା । Justice DY…
Read More...