Browsing Category

ନ୍ୟୁଜ୍

ମା’ ସୀତାଙ୍କ ଉପରେ ମନ୍ତବ୍ୟ ଦେଇ ଅଡୁଆରେ ଡ. ବିକାଶ ଦିବ୍ୟକୀର୍ତ୍ତି, ଭାଇରାଲ ଭିଡିଓ ପଛର ସତ କ’ଣ?

କନକ ବ୍ୟୁରୋ: ଲୋକପ୍ରିୟ ୟୁପିଏସସି କୋଚିଙ୍ଗ ସେଣ୍ଟର ‘ଦୃଷ୍ଟି’ର ପ୍ରତିଷ୍ଠାତା ତଥା ମାଲିକ ବିକାଶ ଦିବ୍ୟକୀର୍ତ୍ତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ବ୍ୟାନ କରିବାକୁ ଦାବି ଜୋର ଧରିଛି । ଏହାସହ #BanDrishtiIAS ଟ୍ରେଣ୍ଡ ହେଉଛି । ଭାଇରାଲ ହୋଇଥିବା ଭିଡିଓରେ…
Read More...

ବିଚାରପତି ନିଯୁକ୍ତିକୁ ନେଇ କଲେଜିୟମର ସୁପାରିଶକୁ ଗ୍ରହଣ କରୁନାହାନ୍ତି କେନ୍ଦ୍ର ସରକାର : ଅସନ୍ତୋଷ ପ୍ରକାଶ କଲେ…

କନକ ବ୍ୟୁରୋ : କଲେଜିୟମ ଦ୍ୱାରା ହେଉଥିବା ସୁପାରିଶକୁ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ଏବଂ ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସୁପାରିସ କରିଛନ୍ତି । ହେଲେ କେନ୍ଦ୍ର ସରକାର ସ୍ୱୀକୃତି ନଦେଇ…
Read More...

ମହାଠକ ସୁକେଶ ଆଣିଲା ବଡ ଅଭିଯୋଗ: ‘୭ କୋଟି ଦେଇ କେଜ୍ରିୱାଲ ଖବରକାଗଜରେ ନିଜ ପ୍ରଶଂସା ଛାପିଥିଲେ’

କନକ ବ୍ୟୁରୋ: କେଜ୍ରିୱାଲଙ୍କ ବିରୋଧରେ ପୁଣି ଆଉ ଏକ ଚିଠି ଲେଖିଲା ମହାଠକ ସୁକେଶ । ଏହି ଚିଠିରେ ସେ ଉଭୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଜେଲରେ ଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଖୁଲାସା କରିଛି । ଯଦି ସେ ମିଛ କହୁଛି ବୋଲି ସରକାର ଭାବୁଥାନ୍ତି ତେବେ ତାଙ୍କର…
Read More...

ରାଷ୍ଟ୍ରପତିଙ୍କୁ ମମତାଙ୍କ ମନ୍ତ୍ରୀଙ୍କ ତାତ୍ସଲ୍ୟ : ଆପତ୍ତିଜନକ ଟିପ୍ପଣୀ ରଖିଲେ ମନ୍ତ୍ରୀ ଅଖିଲ ଗିରି, ଭିଡିଓ…

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ । ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ମମତା ବାନାର୍ଜୀ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ଏଭଳି କିଛି ଆପତିଜନକ ମନ୍ତବ୍ୟ ଦେଇଛି । ଯାହାର ଭିଡିଓ ସାମ୍ନାକୁ ଆସିଛି…
Read More...

ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଜେରା : ପଚରାଉଚରା ବେଳେ ବଡ ଖୁଲାସା

କନକ ବ୍ୟୁରୋ : ରିମାଣ୍ଡରେ ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ର । ଆଜି ଦ୍ୱିତୀୟ ଦିନରେ ମଧ୍ୟ ଇଡି ଜେରା କରିବ । ୧୦ ଦିନିଆ ରିମାଣ୍ଡରେ ଆସିବା ପରେ ଇଡିର ତଦନ୍ତକାରୀ ଅଧିକାରୀ ଖଗେଶ୍ୱରଙ୍କୁ ମାରାଥନ ଜେରା ଆରମ୍ଭ କରିଛନ୍ତି । ପ୍ରଥମ ଦିନର ଜେରାରେ ଇଡିକୁ ଅନେକ…
Read More...

ଜୀବନ ନିଃସଙ୍ଗ ନୁହେଁ : ବନ୍ଧୁତ୍ୱକୁ ସ୍ଥାୟୀ କରିବାକୁ ବିବାହ ବନ୍ଧନରେ ବାନ୍ଧିହେଲେ ପାୟଲ-ୟାଶୁ

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଅନେକ ସମୟରେ ସମଲିଙ୍ଗୀଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଅନ୍ୟଜଣେ ସମଲିଙ୍ଗୀ ବାନ୍ଧବୀଙ୍କ ବିବାହକୁ ନେଇ ଚର୍ଚ୍ଚା । ଏମାନେ ହେଉଛନ୍ତି ପାୟଲ ଓ ୟଶବିକା । ପାୟଲ ଲୁଧିୟାନାରେ ଚାକିରି କରୁଥିବାବେଳେ ୟଶବିକା ନୈନିତାଲରେ ଚାକିରି କରନ୍ତି ।…
Read More...

ପଦ୍ମପୁର ଉପନିର୍ବାଚନ : କିଏ ହେବେ ବିଜେଡିର ପ୍ରାର୍ଥୀ ?

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିର ପ୍ରାର୍ଥୀ କିଏ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତା ଦିନେ ଦୁଇଦିନ ଭିତରେ ଦଳ ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି । ଚର୍ଚ୍ଚା ହେଉଛି ଦିବଙ୍ଗତ ବିଧାୟକ…
Read More...

ନକଲି ଆକାଉଣ୍ଟ ସଂଖ୍ୟା ବଢ଼ୁଥିବାରୁ ଟ୍ୱିଟରର ବଡ଼ ନିଷ୍ପତ୍ତି : ବାତିଲ ହେଲା ବ୍ଲୁ ଟିକ୍ ସବସ୍କ୍ରିପସନ୍

କନକ ବ୍ୟୁରୋ : ନକଲି ଆକାଉଣ୍ଟ ସଂଖ୍ୟା ବଢ଼ୁଥିବାରୁ ଟ୍ୱିଟର୍ ୮ଡଲାର ସବସ୍କ୍ରିପସନ୍ କାର୍ଯ୍ୟକ୍ରମକୁ ବନ୍ଦ କରିଛି । ମିଳିଥିବା ସୂଚନା ଅନୁସାରେ ଏହି ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ନାମରେ ନକଲି ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବ୍ଲୁ ଟିକ୍…
Read More...

ମହାନତାର ପରିଚୟ ଦେଲେ ଜିଲ୍ଲାପାଳ : ଦୁର୍ଘଟଣାରେ ଛଟପଟ ହେଉଥିବା ଆହତଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଲେ

କନକ ବ୍ୟୁରୋ : ମହାନତାର ପରିଚୟ ଦେଲେ ଜିଲ୍ଲାପାଳ । ଦୁର୍ଘଟଣାରେ ଛଟପଟ ହେଉଥିବା ଆହତଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଲେ । ଆମେ କହୁଛୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ କଥା । ଶୁକ୍ରବାର ରାତିରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଦୁର୍ଘଟଣାର ଶିକାର ହୋଇଥିଲେ । ଜିଲ୍ଲାପାଳ ଉଭୟ ବାପା ଓ…
Read More...

ସେଲଫି ହେଲା କାଳ : ଜଳପ୍ରପାତରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

କନକ ବ୍ୟୁରୋ : ସେଲଫି ହେଲା କାଳ । ସେଲଫି ନେବା ସମୟରେ ଜଳପ୍ରପାତରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତର ମଙ୍ଗରଦୋରା ଘୁମରେଶ୍ୱର ଶୈବପୀଠ ନିକଟରେ ଥିବା ଜଳପ୍ରପାତରେ ଘଟିଛି ଅଭାବନୀୟ ଘଟଣା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ…
Read More...