Browsing Category

ନ୍ୟୁଜ୍

ଡ୍ୟାନ୍ସ ବାରକୁ ଅନୁମତି ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଡାନ୍ସବାର ଖୋଲିବା ପାଇଁ ଓଡିଶା ସରକାରଙ୍କ ନିକଟରେ ଆବେଦନ । ୯ଟି ଡାନ୍ସବାର ଖୋଲିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଛି । ବିଦେଶୀ ଠିପିଖୋଲା ଲାଇସେନ୍ସ ଧାରୀ ମଦ ଦୋକାନୀମାନେ ଏହି ଆବେଦନ କରିଛନ୍ତି । ଅର୍ଥାତ୍ ଏକାଠି ଉପଲବ୍ଧ…
Read More...

୫ ଦିନିଆ ଦିଲ୍ଲୀଗସ୍ତ ପରେ ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :୫ ଦିନିଆ ଦିଲ୍ଲୀଗସ୍ତ ପରେ ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇକୋର୍ଟରେ ଦିର୍ଘଦିନ ଧରି ଖାଲିପଡିଥିବା ୮ ଜଣ ବିଚାରପତି ପଦବୀ ପୂରଣ ପାଇଁ  କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି ନବୀନ । ରାଜ୍ୟରେ ୧୭ଟି ଜିଲ୍ଲାରେ କୋର୍ଟ…
Read More...

ବିଧାନସଭାରେ ପାଣି ତାତି, ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗୃହମୁଲତବୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭା ରେ ପାଣି ତାତି । ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ଜାହିର କରିଛନ୍ତି ବିରୋଧୀ । ଫଳରେ ଗୃହକୁ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି । ଜଳକଷ୍ଟ ନେଇ ରାଜ୍ୟ ସାରା ହାହାକାର । ପିଇବା ପାଣି ଯୋଗାଇଦେବାରେ ସରକାର ବିଫଳ । ୨୪…
Read More...

ଡି ଲିଙ୍କ୍ ମାମଲା : ଧଳ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଲାଲନ ଗୁପ୍ତା ଗିରଫ

କଟକ ବ୍ୟୁରୋ,କନକ ନ୍ୟୁଜ୍ : ଡି ବ୍ରଦର୍ସ ମାମଲାରେ ଗିରଫ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ଧଳ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଲାଲନ ଗୁପ୍ତାକୁ ମର୍କତନଗରରୁ ଆଜି ପୁଲିସ ଗିରଫ କରିଛି ।  ବାଲିଘାଟ ଓ ଦାଦାବଟସ ଘଟଣାରେ ଲାଲନ ସଂପୃକ୍ତ ଥିବା ଜଣାପଡିଛି ।  ଲାଲନକୁ ପୁଲିସ ପୂର୍ବରୁ ଡି ଲିଙ୍କ…
Read More...

ମଦୁଆଙ୍କୁ ପେଟେଂଟ୍ ମେଡିସିନ୍

ନବରଙ୍ଗପୁର : ମଦ୍ୟପଙ୍କୁ ମହିଳାଙ୍କ ଥାର୍ଡ ଡିଗ୍ରୀ । ଗୋଡରେ ପଡୁଛି ଲୁହାର ବେଡି । ଖାଲି ସେତିକି ନୁହେଁ ମଦ ପିଇଲେ ଫାଇନ୍ ବି ପଡୁଛି ୫ଶହ ଟଙ୍କା । ଗାଁକୁ ମଦମୁକ୍ତ କରିବା ପାଇଁ ଏବେ ଅଂଟାଭିଡିଛନ୍ତି ଗାଁର ମହିଳା  । ହଜାର ହଜାର ସଂଖ୍ୟାରେ ମହିଳା ମେଳି କରି ମଦବିରୋଧି ଅଭିଯାନ ଆରମ୍ଭ…
Read More...

ପାରାଦୀପ ଜମିହରା କୃଷକ ଏକତା ମଂଚ ବିକ୍ଷୋଭ ଘଟଣା : ମଂଚର ଗିରଫ ତିନି ସଦସ୍ୟଙ୍କ ଜାମିନ ନାମଜୁଂର

ଜମିହରା କୃଷକ ଏକତା ମଂଚର ଗିରଫ ତିନି ଜଣ ସଦସ୍ୟଙ୍କ ଜାମିନ ନାମଜୁଂର ହୋଇଯାଇଛି । ଆବାହକ ଅଭୟ ସାହୁ, ସାରଦା ଜେନା ଓ ବିପିନୀ ମହରଣାଙ୍କୁ ସବଜେଲକୁ ପଠାଇଦିଆଯାଇଛି । ସେପଟେ ଏହାର ପ୍ରତିବାଦରେ କୃଷକ ଏକତା ମଂଚ ପକ୍ଷରୁ ଅଭୟଚାନ୍ଦପୁର ଥାନା ଘେରାଉ କରାଯାଇଛି । ଜମିହରାମାନେ ନିଜ ଅଧିକାର…
Read More...

ଥାନା ଆଗରେ ମହାଭାରତ

ଅସ୍ତରଙ୍ଗ: ଅସ୍ତରଙ୍ଗ ପାତଳଦା ଗାଁରେ ଦଳିତ ନାବାଳିକାକୁ ଦୁଷ୍କର୍ମ ମାମଲାରେ ତାତିଲେ ଲୋକେ ।  ଥାନା ଗ୍ରୀଲ ଭାଙ୍ଗି ପଶିଲେ ଆନ୍ଦୋଳନକାରୀ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଦଳିତ ବିକାଶ ମଂଚର ଥାନା ଘେରାଉ ବେଳେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ଉପରକୁ…
Read More...

ଅନଶନରେ ନେତ୍ରାନନ୍ଦ ଦଣ୍ଡସେନା

ରାୟଗଡା : ଅନଶନରେ ନେତ୍ରାନନ୍ଦ ଦଣ୍ଡସେନା । କୋର୍ଟଙ୍କ ରାୟ ପ୍ରତିବାଦରେ ସେ ଜେଲରେ ଧାରଣା ଦେଇଛନ୍ତି । ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ରାୟଗଡା ଜିଲ୍ଲା ଦୌରା ଜଜ୍ ଗତକାଲି ଦଣ୍ଡସେନାଙ୍କୁ ଆଜୀବନ…
Read More...

କଟକରେ କଳାଧନ ସଂପର୍କରେ ଏସଆଇଟି ବୈଠକ

କଟକ ବ୍ୟୁରୋ,କନକ ନ୍ୟୁଜ୍ : ଦେଶ ବାହାରେ ଥିବା କଳାଧନକୁ ଆଣିବା ପାଇଁ  ଜୋରଦାର ପ୍ରକ୍ରିୟା ଚାଲିଛି । ନିଦ୍ଦିଷ୍ଟ ଗଣମାଧ୍ୟମରେ କଳାଧନ ସଂପର୍କରେ ବାହାରିଥିବା ବ୍ୟକ୍ତିବିଶେଷଙ୍କୁ ନୋଟିସ ମାଧ୍ୟମରେ ପକ୍ଷ ରଖିବାକୁ ନିର୍ଦେଶ ଦିଆଯାଇଛି । ୧୦୦ ଜଣ ପକ୍ଷ ରଖିଛନ୍ତି । ଏହି ସୂଚନା ଦେଇଛନ୍ତି…
Read More...

ଖରାରେ ବନ୍ୟାର ଭ୍ରମ

କଳାହାଣ୍ଡି : କେଉଁଠି ପାଣି ପାଇଁ ହାହାକାର ଆଉ କେଉଁଠି ବନ୍ୟା । କଳାହାଣ୍ଡି ଜୟପାଟଣା ଅଂଚଳରେ ଇନ୍ଦ୍ରାବତୀ  ବାମ କେନାଲରେ ଘାଇ ହେବା ପରେ ସୃଷ୍ଟି ହୋଇଛି ଏଭଳି ପରସ୍ଥିତି । ଇନ୍ଦ୍ରାବତୀ ବାମ କେନାଲରେ ପ୍ରାୟ ୧୦ ମିଟର ଘାଇ ସୃଷ୍ଟି ହେବା ପରେ ଶହ ଶହ ଏକର ଚାଷ ଜମି ଏବେ ଜଳମଗ୍ନ । ସେପଟେ…
Read More...