Browsing Category

ନ୍ୟୁଜ୍

ରଥ ଯାତ୍ରା ପାଇଁ ପ୍ରସ୍ତୁତି : ଆଜି ପୁରୀରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ତୃତୀୟ ସମନ୍ୱୟ ବୈଠକ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଶାସନର ରଥଯାତ୍ରା ଚିନ୍ତା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଯେତିକି ପାଖେଇ ଆସୁଛି ପ୍ରଶାସନର ତତ୍ପରତା ମଧ୍ୟ ବଢୁଛି । ରଥଯାତ୍ରା ନେଇ ଆଜି ବସିବ ତୃତୀୟ ସମନ୍ୱୟ କମିଟି ବୈଠକ । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟା ୩୦ରେ ଏହି ବୈଠକ ବସିବ…
Read More...

ମରିବା ଆଗରୁ ମାରିଦେଲେ : ଟିଭି ଚ୍ୟାନେଲରେ ବର୍ଷୀୟାନ ଅଭିନେତ୍ରୀ ମଣିମାଳା ମୃତ ବୋଲି ଖବର ପ୍ରସାରିତ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରେକିଂ ନ୍ୟୁଜ୍ ପ୍ରତିଯୋଗିତା । ଟିଭି ଚ୍ୟାନେଲରେ ବର୍ଷୀୟାନ ଅଭିନେତ୍ରୀ ମଣିମାଳାଙ୍କୁ ମୃତ ବୋଲି ଖବର ପ୍ରସାରିତ । ମୁଖ୍ୟମନ୍ତ୍ରୀ ମଧ୍ୟ ମଣିମାଳାଙ୍କ ଆତ୍ମାର ସଦଗତି ପାଇଁ ଟ୍ୱିଟ କରିଛନ୍ତି । ସେପଟେ ମଣିମାଳା ଜୀବିତ ଓ ଭଲ ଅଛନ୍ତି ବୋଲି କହିଛନ୍ତି…
Read More...

ନବୀନ ରାଇଜରେ ମୋଦି ବିଜୁଳି : ମୟୁରଭଞ୍ଜ ଜିଲ୍ଲାର ୩ଟି ଗାଁକୁ ବିଜୁଳି ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ

ମୟୁରଭଞ୍ଜ : ନବୀନ ଶୁଣିଲେନି ମୋଦି ଶୁଣିଲେ । ସ୍ୱାଧୀନତାର ଦୀର୍ଘବର୍ଷ ପରେ ବିଜୁଳି ଆଲୁଅ ଦେଖିନଥିବା ମୟୁରଭଞ୍ଜ ଆମ୍ବଗଡିଆ ପଂଚାୟତବାସୀଙ୍କ ଗୁହାରି ଶୁଣିଛନ୍ତି ପ୍ରଧାନମନ୍ତ୍ରୀ । ଗାଁ ଲୋକଙ୍କ ଚିଠିର ଉତର ରଖିବା ସହ ନବୀନ ସରକାରଙ୍କୁ ତୁରନ୍ତ ବିଜୁଳି ଯୋଗାଇ ଦେବାକୁ କହିଛନ୍ତି । ଫଳରେ…
Read More...

ଓଲିଉଡରେ କାଷ୍ଟିଂ କାଉଚ ଅଭିଯୋଗ : ସୋନିକାଙ୍କ ପରେ ମୁହଁ ଖୋଲିଲେ ଅଭିନେତ୍ରୀ ଲିନା ଦାସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଭାସ ରାଉତଙ୍କ ଓଲିଉଡ କନେକସନ ନେଇ କଥା ଆସିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଏହି ଚିଟଫଣ୍ଡ ଠକ ଓ ବିଲଡରମାନେ କାହିଁକି ଆସିଥିଲେ ସିନେମା ନିର୍ମାଣ ପାଇଁ । ଏହାର ଗୁମର ଖୋଲିଛନ୍ତି ଅଭିନେତ୍ରୀ ଲିନା ଦାସ । କନକ ନ୍ୟୁଜରେ ଦୁଇ…
Read More...

ପ୍ରଭାସ ରାଉତଙ୍କୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମ ବ୍ରାଂଚ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତଙ୍କୁ ପୁଣି ଥରେ ରିମାଣ୍ଡରେ ନେଲା କ୍ରାଇମ ବ୍ରାଂଚ । ତାଙ୍କୁ ୫ ଦିନିଆରେ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଆଜି ରିମାଣ୍ଡ ଶେଷ ହେବା ପରେ କୋର୍ଟରେ ହାଜର କରିବା ପରେ ପୁଣି ରିମାଣ୍ଡ ପାଇଁ…
Read More...

ରାଜଧାନୀରୁ ରାଇସିନା ହିଲ : ଓସ୍କାର ସାମ୍ରାଜ୍ୟର ସୀମା

କନକ ବ୍ୟୁରୋ : ଚିଟଫଣ୍ଡ ଠକଙ୍କ ପ୍ରଭାବ ଲମ୍ବିଥିଲା, ରାଜଧାନୀରୁ ରାଇସିନା ହିଲ ପର୍ଯ୍ୟନ୍ତ । ରାଷ୍ଟ୍ରପତିଙ୍କ ପାଖକୁ ବି ପହଂଚିଯାଇଥିଲେ ଚିଟଫଣ୍ଡର ମହାଖଳନାୟକ ପ୍ରଭାସ ରାଉତ । ଫଟୋ ଏହାର ପ୍ରମାଣ ଦେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ପିଠି ଥାପୁଡେଇଥିଲେ । ପ୍ରଭାସଙ୍କୁ…
Read More...

ଯଜ୍ଞ ପାଇଁ ଚାନ୍ଦା ନ ଦେବାରୁ ଭିନ୍ନକ୍ଷମ ଦମ୍ପତିଙ୍କ ଉପରେ ଗାଁ ଲୋକଙ୍କ ଜୁଲୁମ୍

ଭଦ୍ରକ : ଚାନ୍ଦାକୁ ନେଇ ତୁମୁଳ କାଣ୍ଡ । ଭିନ୍ନକ୍ଷମ ଦଂପତିଙ୍କୁ ବର୍ଷେ କାଳ ସାମାଜିକ ବାସନ୍ଦ । ଗାଁ ଛାଡି ଚାଲି ଯିବାକୁ ଗାଁ ଲୋକଙ୍କ ତୋଗଲକି ଫରମାନ । ଆଉ ମିଆଦ ପୁରିବା ପରେ ଗାଁ ବାଲା ଭାଙ୍ଗିଦେଲେ ଚାଳ ଛପରର ଘର । ଭଦ୍ରକ କରଞ୍ଜଗୁଣୁପୁର ଗାଁରେ ଘଟିଛି ଏହି ମଧ୍ୟ ଯୁଗୀୟ ବର୍ବରତା ।…
Read More...

ଡି – ବ୍ରଦର୍ସଙ୍କ ସହ ରହିଛି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସଂପର୍କ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଡି ବ୍ରଦର୍ସଙ୍କର ପଲିଟିକାଲ ଲିଙ୍କର ଖୁଲାସା । ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଓ ବିଜେଡି ନେତା ପ୍ରଫୁଲ୍ଲ ସିଂହଙ୍କ ସହ ଡି – ବ୍ରଦର୍ସଙ୍କ ସଂପର୍କ ରହିଛି । ଏହା ସହ ପୂର୍ବତନ ଡେପୁଟି ମେୟର ମଧୁସୂଦନ ସାହୁଙ୍କ ମଧ୍ୟ ସଂପର୍କ ରହିଛି  । ଏନେଇ ଫଟୋ…
Read More...

ବିପର୍ଯ୍ୟସ୍ତ ଆମ୍ବୁଲାନସ ସେବା ସହ ଚିକିତ୍ସାରେ ଅବହେଳା ନେଲା ପ୍ରସୂତି ସହ ନବଜାତକର ଜୀବନ

ବଲାଙ୍ଗିର : ବିପର୍ଯ୍ୟସ୍ତ ଆମ୍ବୁଲାନସ ସେବା, ଚିକିତ୍ସାରେ ଅବହେଳା ନେଲା ପ୍ରସୂତି ସହ ନବଜାତକର ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବାଗଦୋର ପଂଚାୟତର ଥୁଂଟି ବାହାଲ ଗାଁରେ । ମଙ୍ଗଳବାର ରାତିରେ ଗାଁର ରାଧା ଭୋଇଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନସକୁ ଯୋଗାଯୋଗ…
Read More...