Browsing Category

ନ୍ୟୁଜ୍

ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଚୁଛି ବର୍ଷା । ପଟ୍ଟାଙ୍ଗୀରେ…

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ମିଗଜୋମ ଧିରେ ଧିରେ ଦୁର୍ବଳ ହେଉଛି । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ପରିଣତ ହୋଇ ଏବେ ତେଲେଙ୍ଗାନାରେ କେନ୍ଦ୍ରୀଭୁତ ହୋଇଛି । ଉତର ଦିଗରେ ଘଂଟାପ୍ରତି ୧୧ କିମି ବେଗରେ ଗତି କରି ଛତିଶଗଡ଼ ମୁହାଁ ହୋଇଛି ଗଭୀର ଅବପାତ ।…
Read More...

ବାପାଙ୍କ ପାଇଁ ବନ୍ଧା ହେଉଥିଲା କୋକେଇ, ଗଛ ପଡ଼ି ଚାଲିଗଲା ପୁଅର ଜୀବନ । କେଇ ଘଣ୍ଟା ବ୍ୟବଧାନରେ ଗଲା ବାପ, ପୁଅଙ୍କ…

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ! ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଛି, ଏପଟେ ଚାଲିଗଲା ଯବାନ ପୁଅର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ବୋରିଗୁମା ବ୍ଲକ କାମତା ଗାଁରେ । ସୂଚନା ମୁତାବକ, ଏହି ଗାଁର ଲକ୍ଷ୍ମଣ ମଣ୍ଡଳଙ୍କର ଗତକାଲି ମୃତ୍ୟୁ ହୋଇଥିଲା । ।…
Read More...

ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ବେରିଲ୍‌ ବନ୍ନେଇସାଙ୍ଗୀ । ଟିଭି ଆଙ୍କର୍‌ ଚାକିରି ଛାଡି ଲଢିଥିଲେ ନିର୍ବାଚନ ।

କନକ ବ୍ୟୁରୋ: ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ହୋଇଛନ୍ତି ବେରିଲ୍‌ ବନ୍ନେଇସାଙ୍ଗୀ । ସେ ଏକ ଗଣମାଧ୍ୟମରେ ଆଙ୍କରିଙ୍ଗ କରୁଥିଲେ । କିନ୍ତୁ ନିର୍ବାଚନ ଲଢିବାକୁ ଚାକିରି ଛାଡିଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବେଶ୍ ପ୍ରଭାବ ରହିଛି । ‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’…
Read More...

ରାଜପଥରେ କାରକୁ ଅଟକାଇଲେ ଦୁର୍ବୃତ୍ତ । ଗାଡ଼ି ଭଙ୍ଗାରୁଜା କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ।

କନକ ବ୍ୟୁରୋ: ଯୁବକଙ୍କୁ ମାଡ ମାରିବା ସହ ଗାଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଜଳେଶ୍ୱର ୫୭ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, କମର୍ଦା ଥାନା ଅନ୍ତର୍ଗତ ରାଉତ ମନ୍ଦାରୁଣୀ ଗାଁର ଗୋପାଳ ଦାସ, ଜଳେଶ୍ୱରରୁ କାମ ସାରି ଏକ କାର ଯୋଗେ ନିଜ…
Read More...

ଇରାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ସୀମା ଟପିଲା । ହିଜାବକୁ ବିରୋଧ କରିବାରୁ ମହିଳାମାନଙ୍କୁ ଜେଲରେ  ବଳାତ୍କାର ଓ…

ଆମନେଷ୍ଟି  ଇଣ୍ଟରନ୍ୟାସନାଲର ଏକ ରିପୋର୍ଟରେ କୁହାଯାଇଛି ଯେ ଇରାନ ସୁରକ୍ଷା ବାହିନୀର ସଦସ୍ୟମାନେ ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ମହିଳାମାନଙ୍କୁ ଗିରଫ କରିଥିଲେ ।  ସେମାନଙ୍କୁ ଜେଲରେ ବଳାତ୍କାର ଓ ଯୌନଶୋଷଣ ପରି ଅତ୍ୟାଚାର କରି ପ୍ରତାଡିତ କରିଛନ୍ତି ।  ଏଥିରେ ମହିଳା, ପୁରୁଷ,…
Read More...

ଦୁର୍ବଳ ହେଉଛି ବାତ୍ୟା ମିଗଜୋମ । ରାଜଧାନୀରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ…

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ମିଗଜୋମ ଧିରେ ଧିରେ ଦୁର୍ବଳ ହେଉଛି । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୁତ ରହିଛି । ଏହା ଆନ୍ଧ୍ର ଉପକୂଳରେ ଉତର ଦିଗରେ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ…
Read More...

ଗୋପାଳପୁର ସାମ୍ବାଦିକ ଜଗନ୍ନାଥ ନାୟକ ହତ୍ୟା ମାମଲା । ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିବା ନାବାଳକ ଅଭିଯୁକ୍ତକୁ ଗିରଫ…

କନକ ବ୍ୟୁରୋ: ଗୋପାଳପୁର ସାମ୍ବାଦିକ ତଥା ଯୁବ ନେତା ଜଗନ୍ନାଥ ନାୟକ ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ପୋଲିସ । ଗିରଫ ନାବାଳକ ଜଣଙ୍କ ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗାଁର । ସେ ଜଗନ୍ନାଥଙ୍କ ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିଲା । କିଛିଦିନ ହେବ…
Read More...

ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଗୁଳି ମାଡ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ମହିଳା ।

କନକ ବ୍ୟୁରୋ: ଘରେ ପଶି ମହିଳାଙ୍କୁ ଗୁଳି ମାଡ । ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଅଜଣା ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ନୀଳଗିରି ବ୍ଲକର ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ରାଇପାଳ ଗାଁର ରସିକ ମୁର୍ମୁଙ୍କ ପତ୍ନୀ…
Read More...

ଡିପଫେକ୍ ନିୟମକୁ ନେଇ କେନ୍ଦ୍ରର କଡ଼ା ଆଭିମୁଖ୍ୟ । ସୋସିଆଲ ମିଡିଆକୁ କଲେ ତାଗିଦ । ନିୟମ ନମାନିଲେ ହେବ…

କନକ ବ୍ୟୁରୋ: ଡିପଫେକ୍ ସମସ୍ୟାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ସାମାଜିକ ଗଣମାଧ୍ୟମକୁ ତାଗିଦ୍ କରାଯାଇଛି । ସାଧାରଣ ଲୋକମାନେ ଡିପଫେକ୍ ଦ୍ୱାରା ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେନେଇ ସୁନିଶ୍ଚିତ କରିବାକୁ ସାମାଜିକ ଗଣମାଧ୍ୟମ…
Read More...

ଓଡିଶାରେ ଖୋଲିବ ହାତୀଙ୍କ ପାଠଶାଳା । ଜଙ୍ଗଲି ହାତୀଙ୍କୁ ଆୟତ୍ତ କରିବା ପାଇଁ କୁମକି ହାତୀଙ୍କୁ ତାଲିମ୍ ଦେବେ…

କନକ ବ୍ୟୁରୋ: ଓଡିଶାରେ ଖୋଲିବ ହାତୀଙ୍କ ପାଠଶାଳା । ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ ଆଲୋଚନା ଚାଲିଛି । ଜଙ୍ଗଲୀ ହାତୀଙ୍କୁ ଆୟତ କରିବା ପାଇଁ ତାଲିମ୍ ପ୍ରାପ୍ତ ହାତୀ ଓ ମାହୁନ୍ତଙ୍କ ନିଆଯିବ ସାହାଯ୍ୟ । କୁମକି ହାତୀଙ୍କ ପରି ତାଲିମ୍ପ୍ରାପ୍ତ ହାତୀ ଯେଉଁମାନଙ୍କୁ ତାଙ୍କ…
Read More...