Advertisment

ବିହାର ନିର୍ବାଚନ

ବର୍ତ୍ତମାନ ସୁଦ୍ଧା ବିହାରରେ ୨୫% ଭୋଟ୍ ଗଣତି: ଆହୁରି ଅଢେଇ କୋଟିରୁ ଅଧିକ ଭୋଟ୍ ଗଣତି ବାକ; ମଧ୍ୟରାତ୍ରି ଯାଏଁ ଚାଲିପାରେ କାଉଁଣ୍ଟିଂ

ମିଛ ହେଲା ଏକଜିଟ୍ ପୋଲ୍ ? ମୋଦି ମ୍ୟାଜିକ୍ ଆଗରେ ଫିକା ପଡିଗଲା କି ତେଜସ୍ୱୀଙ୍କ ତେଜ ? ଦେଖନ୍ତୁ ବିହାର ନିର୍ବାଚନର ଟିକନିଖ୍ ଖବର ।

ବିହାର ନିର୍ବାଚନ ଭୋଟ ଗଣତିରୁ ୩୨ ଆସନରୁ ଅସିଲା ସମ୍ପୂର୍ଣ୍ଣ ଫୈସଲା  । ୨୨ ଟିରେ ଏନଡିଏ ବିଜୟଲାଭ କରିଥିବା ବେଳେ ୯ ଟି ଆସନରେ ମହାଗଠବନ୍ଧନ ବିଜୟଲାଭ କରିଛି

ବିହାରରେ ଚାଲିଛି ଭୋଟ ଗଣତି । ଏନଡିଏକୁ କଡା ଟକ୍କ ଦେଉଛିି ମହାଗଠବନ୍ଧନ । ମଧ୍ୟାହ୍ନ ସୁଦ୍ଧା ଏନଡିଏ ୧୨୭ ଓ ମହାଗଠବନ୍ଧନ ୧୦୫ ଟି ଆସନରେ ଆଗୁଆ

ବିହାର ନିର୍ବାଚନ ଫଳା ଫଳ । ଦିନ ୧୨ ଟା ସୁଦ୍ଧା ବହୁମତ ଉପରେ ଏନଡିଏ ଓ ଅନେକ ପଛରେ ପଡିଛି ମହାଗଠବନ୍ଧନ ।

ମହାଗଠବନ୍ଧନ ପାଇଁ କାଳ ହେବ କଂଗ୍ରେସ । ୭୦ ଆସନରେ ଲଢି ଏବେ ୨୨ ଆସନରେ ଆଗୁଆ ଚାଲିଛି ।

ମହାଗଠବନ୍ଧନ ଉପରେ ଭାରି ପଡୁଛି ଏନଡିଏ । ମହାଗଠବନ୍ଧନକୁ ଝଟ୍‌କା ଦେଉଛି କଂଗ୍ରେସ । ବାମଦଳ ସମ୍ମାନ ରକ୍ଷା କରିବା ସ୍ଥିତିରେ ।

ରୋଚକ ହେଉଛି ବିହାର ନିର୍ବାଚନ । କେତେବେଳେ ମହାଗଠବନ୍ଧନ ଆଗରେ ତୁ ପୁଣି କେତେବେଳେ ମ୍ୟାଜିକ ନମ୍ବର ହାସଲ କରୁଛି ଏନଡିଏ । କିଏ ଗଢିବ ବିହାରରେ ସରକାର, ଏବେ ବି ସସପେନ୍ସରେ ଭୋଟର ।

ବିହାରରେ ମହାଗଠବନ୍ଧନର ଶତକ । ୧୧୪ ଆସନରେ ମହାଗଠବନ୍ଧନ ଆଗୁଆ, ମ୍ୟାଜିକ ନମ୍ବର ଠାରୁ ଆଉ ଅଳ୍ପ ଦୂରରେ । ସରକାର ଗଠନ କ୍ଷେତ୍ରରେ ଅନ୍ୟାନ୍ୟ ଦଳ ସାଜିପାରନ୍ତି ଟ୍ରମ୍ପକାର୍ଡ ।

ମହାଗଠବନ୍ଧନର ମ୍ୟାଜିକ । ପ୍ରାରମ୍ଭିକ ଟ୍ରେଣ୍ଡରେ ଏନଡିଏ ଠାରୁ ୨ ଗୁଣା ଅଧିକ ଆସନରେ ମହାଗଠବନ୍ଧନ ଆଗୁଆ, ଯୁବ ନେତୃତ୍ୱକୁ ଆପଣାଇଛନ୍ତି କି ବିହାରବାସୀ?

ସବସ୍କ୍ରାଇବ କରନ୍ତୁ