ବର୍ତ୍ତମାନ ସୁଦ୍ଧା ବିହାରରେ ୨୫% ଭୋଟ୍ ଗଣତି: ଆହୁରି ଅଢେଇ କୋଟିରୁ ଅଧିକ ଭୋଟ୍ ଗଣତି ବାକ; ମଧ୍ୟରାତ୍ରି ଯାଏଁ ଚାଲିପାରେ କାଉଁଣ୍ଟିଂ
କନକ ବ୍ୟୁରୋ: ବିହାର ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ଆଗୁଆ ଥିବା ସତ୍ତ୍ବେ ଚୂଡ଼ାନ୍ତ ଫଳାଫଳ କଣ ହେବ ତାହା ଏବେଠାରୁ କହିବା ମୁସ୍କିଲ, କାରଣ ବିହାରରେ ଭୋଟ ପଡ଼ିଥିବା ପ୍ରାୟ ୪ କୋଟି ୧୦ ଲକ୍ଷ ଭୋଟ ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ଭୋଟ ଗଣତି ହୋଇଛି । ଏଣୁ ଆଗକୁ ଆହୁରି ଅନେକ କିଛି ଉତଥାନ ପତନ ହେବାର ସମ୍ଭାବନା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp