Advertisment

Sunil Bhuyan

କାଲି କଂଗ୍ରେସ ଛାଡିଥିଲେ, ଆଜି ବିଜେପିରେ ମିଶିପାରନ୍ତି ଅଶୋକ ଚୌହ୍ୱାନ ! କିଛି କଂଗ୍ରେସ ବିଧାୟକ ମଧ୍ୟ ଛାଡିପାରନ୍ତି ଦଳ ।

ମୋ ଦେହରେ ଲାଲୁଙ୍କ ରକ୍ତ ବହୁଛି, ସଂଘର୍ଷ ଓ ଲଢେଇ କରିବା ଶିଖିଛୁ । କିନ୍ତୁ ନୀତିଶ କୁମାର ଆଉ ପଲଟିବେନି ବୋଲି ମୋଦୀ ଗ୍ୟାରେଣ୍ଟି ଦିଅନ୍ତୁ  : ତେଜସ୍ୱୀ ଯାଦବ

କଂଗ୍ରେସରୁ ଇସ୍ତଫା ଦେଲେ ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ, ଫଡନବୀଶ କହିଲେ ଦେଖ ଆଗକୁ କଣ ହେଉଛି?

ରାଜ୍ୟ ସରକାରଙ୍କ ଅଭିଭାଷଣ ସହ ସହମତ ନୁହେଁ, ମାତ୍ର ୧ ମିନିଟ୍ ୧୯ ସେକେଣ୍ଡରେ ଭାଷଣ ଶେଷ କରି ଚାଲିଗଲେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ।

ବିଜେଡି କପି ପେଷ୍ଟ ସରକାର ଚଳାଇଛି । କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ଶ୍ରେୟ ନେବାକୁ ଚାହୁଁଛନ୍ତି ରାଜ୍ୟ ସରକାର, ଲେଖାଶ୍ରୀ କହିଲେ ବିଜେପି ଏମିତି ହେବାକୁ ଦେବନି ।

କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳା, ୧ ଲକ୍ଷ ଯୁବବର୍ଗଙ୍କୁ ମିିଳିଲା ନିଯୁକ୍ତିପତ୍ର । ଭୁବନେଶ୍ୱରରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୁଖ୍ୟମନ୍ତ୍ରୀ ପଦରେ ନୀତିଶ ରହିବେ ନା ଯିବେ, ଆସ୍ଥା ଭୋଟ ପୂର୍ବରୁ କିଛି ବିଧାୟକଙ୍କ ଫୋନ୍ ସୁଇଚ ଅଫ୍ । ତେଜସ୍ୱୀ କହିଲେ, ଖେଳ ହେବ ।

ସମ୍ବଲପୁରୀ ଶାଢୀ ପିନ୍ଧି ମାରାଥନ ଦୌଡିଲେ ଓଡିଶାର ବବିତା ଦେବଦର୍ଶିନୀ । ୫୦ ବର୍ଷ ବୟସରେ ଦେଉଛନ୍ତି ଫିଟନେସ୍ ମନ୍ତ୍ର, ଓଡିଶାର ଶାଢୀକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ।

ଦାନ୍ତ ଖୁଣ୍ଟୁଥିବା ବେଳେ ଗିଳିଦେଲେ ଛୁଞ୍ଚି, ବିନା ଅସ୍ତ୍ରୋପଚାରରେ ୯ ବର୍ଷର ଶିଶୁଙ୍କ ଜୀବନ ବଞ୍ଚାଥଲେ ଭୁବନେଶ୍ୱର ଏମ୍ସର ଡାକ୍ତର ।

ଓଡିଶାରେ ଇଭି କାରଖାନା କରିବ ଜେଏସଡବ୍ଲୁ । ସ୍ୱାକ୍ଷର ହେଲା ବୁଝାମଣାପତ୍ର, ୪୦ ହଜାର କୋଟିର ହେବ ପୁଞ୍ଜି ନିବେଶ। ସୃଷ୍ଟି ହେବ ୧୧ ହଜାର ରୋଜଗାର ସୁଯୋଗ ।

ସବସ୍କ୍ରାଇବ କରନ୍ତୁ