Advertisment

Sunil Bhuyan

ଶେରଗଡକୁ ଏନଏସି ମାନ୍ୟତା ନେଇ ନବୀନଙ୍କ ଘୋଷଣା । କହିଲେ, ହିଞ୍ଜିଳି ଓ ଶେରଗଡବାସୀଙ୍କ ଆଶୀର୍ବାଦ ମୋତେ ଓଡ଼ିଶାର ସେବା କରିବାକୁ ଶକ୍ତି ଦେଇଛି ।

ଓଡ଼ିଶାରେ ପହଞ୍ଚିଲେ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ଧନ୍ୟବାଦ, ମହାପ୍ରଭୁଙ୍କର କଲେ ଆଶୀର୍ବାଦ ଭିକ୍ଷା ।

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ ବିଜେଡି । ଓଡ଼ିଶାର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଦେବ ବିଜେଡି ।

ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କ ନାଁ ଘୋଷଣା କଲା ବିଜେପି । ୨୦୧୯ ଭଳି ବିଜେଡି ସମର୍ଥନରେ ହେବେ କି ସାଂସଦ?

ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ, ଅଗଷ୍ଟ ୧୫ରୁ ମିଳିବ କାର୍ଡ । ଜାଣନ୍ତୁ ଏଥିରେ କେଉଁ  ସୁବିଧା ପାଇବେ ଛାତ୍ରଛାତ୍ରୀ?

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ଦେବାଶିଷ ଓ ଶୁଭାଶିଷ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭରିଲେ ନାମାଙ୍କନ ।

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା, ନୂଆ-ଓ ଛାତ୍ରବୃତ୍ତି ପାଇବେ +୩ ଓ ପିଜି ଛାତ୍ରଛାତ୍ରୀ ।  ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ମିଳିବ ୧୦ ହଜାର ଟଙ୍କା । 

ଓଡିଶା ମୁହାଁ ବିଜେପିର ଶୀର୍ଷ ନେତୃତ୍ୱ । ଆଜି ଆସୁଛନ୍ତି ଶିବରାଜ ସିଂ ଚୌହ୍ୱାନ, ଆଗକୁ ଆସିବେ ବିଜେପିର ବଡ ଚେହେରା । ଫୋକସରେ ରହିଛି ଲୋକସଭା ଆସନ ।

ବିଧାୟକ ନା ସାଂସଦ ହେବି ତାହା ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ, ରାଜ୍ୟସଭାରେ ଉଠାଇବି କଟକର ସମସ୍ୟା । ନାମାଙ୍କନ ପୂର୍ବରୁ ଖୁସିବ୍ୟକ୍ତି କଲେ ଦେବାଶିଷ ସାମନ୍ତରାୟ ।

ପାଟିରେ ଫୁଟିଥିଲା ବୋମା, ଦୀର୍ଘଦିନ ଚିକିତ୍ସିତ ହେବା ପରେ ଭରତପୁର ଜଙ୍ଗଲରେ ଆଖି ବୁଜିଲା ଦନ୍ତା ହାତୀ ।

ପାଟିରେ ଫୁଟିଥିଲା ବୋମା, ଦୀର୍ଘଦିନ ଚିକିତ୍ସିତ ହେବା ପରେ ଭରତପୁର ଜଙ୍ଗଲରେ ଆଖି ବୁଜିଲା ଦନ୍ତା ହାତୀ ।

Advertisment
ସବସ୍କ୍ରାଇବ କରନ୍ତୁ