Advertisment

smruti sangita giri

୪ ଦିନ ପ୍ରବଳ ବର୍ଷା ସମ୍ଭାବନା : ୬ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ; ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ରାଜ୍ୟରେ ୪୮ ଘଂଟା ଯାଏଁ ବର୍ଷା ସମ୍ଭାବନା । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଚାଷୀଙ୍କ ପାଇଁ ଜାରି ହେଲା ଆଡଭାଇଜରି

‘କରୋନା’ ପାଇଁ ପ୍ରଭାବିତ ହେବ କ୍ରିକେଟ । ଆସନ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଦର୍ଶକଙ୍କ ପ୍ରବେଶ କରିବାକୁ ମନା । ଆଇପିଏଲ ଆୟୋଜନ ନେଇ ବଢିଲା ସନ୍ଦେହ

ରାଜ୍ୟ କ୍ୟାବିନେଟର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଓଡି଼ଶା ହେବ ‘ସୁନାମି ରେଡ୍ଡି ଭିଲେଜ’...ରାଜ୍ୟର ୩୨୮ ଗାଁ ହେବ ସୁନାମି ରେଡ୍ଡି ଭିଲେଜ । ଅକ୍ଟୋବର ସୁଦ୍ଧା ସରିବ କାମ,  ସାର୍ଟିଫିକେଟ୍ ଦେବ ୟୁନେସ୍କୋ

କରୋନା ମୁକାବିଲା ପାଇଁ ବଡ ନିଷ୍ପତି। ସୁରକ୍ଷା ଦୃଷ୍ଟିରୁ ଏକମାସ ପାଇଁ ବିଦେଶୀ ରାଷ୍ଟ୍ରସହ ସଂପର୍କ କାଟିଲା ଭାରତ। ଭିସା ପ୍ରଦାନରେ କଟକଣା

ଦେଶରେ ପ୍ରଥମ କରୋନା ମୃତ୍ୟୁ: କର୍ଣ୍ଣାଟକରେ ୭୬ ବର୍ଷିୟ ବୃଦ୍ଧଙ୍କ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ; ଏପଟେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହେଲେ କରୋନା ସନ୍ଦିଗ୍ଧ

ବସ୍ତି ଉଚ୍ଛେଦ ପରେ ଖୋଲା ଆକାଶ ତଳେ ବସ୍ତି ବାସିନ୍ଦା । ଖରା ମାଡି ଆସୁଥିବା ବେଳେ ବାସକୁ ନେଇ ଚିନ୍ତାରେ କନ୍ଧମାଳ ଖଜୁରୀପଡା ସୁରାଦେଇ ବସ୍ତିର ୩୭ଟି ପରିବାର

ବରକୁ ଉଠାଇନେଲା ପୁଲିସ...ଅଧାରେ ଅଟକିଲା ବାହାଘର । ଏବେ ଥାନା ହାଜତରେ ବର...ସେପଟେ ମଙ୍ଗୁଳା ହୋଇ ମନ୍ଦିରରେ ବସିଲା କନ୍ୟା

ହୁସିଆର୍ ! ଶସ୍ତାରେ ମିଳୁଥିବା ଲିପଷ୍ଟିକରେ ମିଶୁଛି କ୍ଷତିକାରକ ରସାୟନିକ ପଦାର୍ଥ...ଡାକ୍ତର କହିଲେ, ହୋଇପାରେ କିଡନୀ, ସ୍ନାୟୁ ଜନିତ ସମସ୍ୟା

ଆଧାର ପାଇଁ ଅଧାରେ ରହିଗଲା ସ୍ୱପ୍ନ...ଜନ୍ମରୁ ଦିବ୍ୟାଙ୍ଗ ହେଲେ ବି ମିଳୁନି ସରକାରୀ ବୃତ୍ତି...ପାଠପଢି ଆଗକୁ ବଢିବା ପାଇଁ ଇଚ୍ଛା ଥିଲେ ବି ରେଖାଙ୍କ ବାଟ ଓଗାଳିଛି ଦାରିଦ୍ର୍ୟ

ସବସ୍କ୍ରାଇବ କରନ୍ତୁ