Advertisment

smruti sangita giri

‘କରୋନା’ ମୁକାବିଲା ନେଇ ଶ୍ରୀମନ୍ଦିରରେ କଡା ସତର୍କତା: ଭିତର କାଠ ଦର୍ଶନ ବନ୍ଦ, ଭକ୍ତଙ୍କୁ ଅରୁଣ ଓ ଗରୁଡସ୍ତମ୍ଭ ଛୁଇଁବା ମନା; ମାସ୍କ ପିନ୍ଧିବେ ସେବାୟତ

ତାରାତାରିଣୀ ଯାତ୍ରାକୁ ନେଇ ପ୍ରଶାସନର ବଡ ନିଷ୍ପତି: ପ୍ରସିଦ୍ଧ ଦଣ୍ଡ ଯାତ୍ରା ଉପରେ ଜାରି ହେଲା କଟକଣା, ମୁଣ୍ଡନ ବନ୍ଦ; ଜିଲ୍ଲା ଓ ରାଜ୍ୟ ବାହାରରୁ ପର୍ଯ୍ୟଟକ ନ ଆସିବା ପାଇଁ ଗଂଜାମ ଜିଲ୍ଲାପାଳଙ୍କ ଅନୁରୋଧ

କରୋନା ମୁକାବିଲା ନେଇ ନବୀନଙ୍କ ନିବେଦନ । ଏକାଠି ମିଳିମିଶି ମୁକାବିଲା ପାଇଁ ସହଯୋଗ ହାତ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ‘କରୋନା’ ସଂକ୍ରମଣର ଶିକାର: ପଜିଟିଭ୍ ରିପୋର୍ଟ ଆସିବା ପରେ ଅଲଗା  ଏକ କୋଠରୀରେ ରଖି ତାଙ୍କର କରାଯାଉଛି ଚିକିତ୍ସା; ସ୍ପେନରେ ଜାରି ହେଲା ‘ଲକ୍ ଡାଉନ୍’

କରୋନାକୁ ନେଇ ଗୁଜବ: ନବରଙ୍ଗପୁରରେ ରାତି ଅଧରେ ଶିବ ମନ୍ଦିରରେ ଲାଗିଲା ଭିଡ; ଗୋଟିଏ ପୁଅ କିମ୍ବା ଝିଅ ଥିବା ଘରେ ସଂକଟ ଥିବା ନେଇ ଗୁଜବ ପ୍ରଚାର ପରେ ପୂଜାପାଠ

ଓଡିଶାରେ ଆରମ୍ଭ ହେଲା କରୋନା ଟେଷ୍ଟ । ଭୁବନେଶ୍ୱର ଆରଏମଆରସିରେ ହେଉଛି କରୋନା ନମୂନା ପରୀକ୍ଷା

‘କରୋନା’କୁ ନଜର ରଖିବେ ସରପଞ୍ଚ: ଗତ ୧୪ ଦିନ ଭିତରେ ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ସଂପର୍କରେ ଅନୁଧ୍ୟାନ କରି ବିଡିଓଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ; ଜିଲ୍ଲା ଓ ବ୍ଲକସ୍ତରରେ ରହିବ କ୍ବାରେଣ୍ଟାଇନ୍ ସୁବିଧା

୪ ଦିନ ପ୍ରବଳ ବର୍ଷା ସମ୍ଭାବନା : ୬ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ; ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଆସନ୍ତା ୧୮ରୁ ପୁଣି ବର୍ଷା ! ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହୋଇପାରେ ବର୍ଷା; ୩୦ରୁ ୪୦ କିମି ବେଗରେ ପବନ ବହିବାର ବି ରହିଛି ସମ୍ଭାବନା

ମଧ୍ୟପ୍ରଦେଶ ରାଜନୀତି: କାଲି ବିଧାନସଭାରେ ଶକ୍ତି ପରୀକ୍ଷା ଦେବ କମଳନାଥ ସରକାର । ବିଦ୍ରୋହୀ ବିଧାୟକଙ୍କ ଉପରେ ସମସ୍ତଙ୍କ ନଜର

ଇଟାଲିରେ କରୋନା ସ୍ଥିତି ଅଣାୟତ ! ଗତକାଲି ଗୋଟିଏ ଦିନରେ ପ୍ରାୟ ହଜାରେ ଲୋକଙ୍କ ମୃତ୍ୟୁ ସୂଚନା

କାୟା ମେଳୁଛି କରୋନା, ବଢୁଛି ଭୟ: ଦୁନିଆର ୧୩୭ ଦେଶରେ ଦେଢ ଲକ୍ଷରୁ ଅଧିକ ଆକ୍ରାନ୍ତ; ଇରାନ ଓ ଇଟାଲିର ସ୍ଥିତି ଅସମ୍ଭାଳ

ଆଜିଠାରୁ ପୁରୀରେ ପର୍ଯ୍ୟଟକଙ୍କ ଉପରେ ଲାଗିବ କଟକଣା । କୋଣାର୍କ, ଚନ୍ଦ୍ରଭାଗା, ଚିଲିକା  ବୁଲିପାରିବେନି ପର୍ଯ୍ୟଟକ

ସବସ୍କ୍ରାଇବ କରନ୍ତୁ