Advertisment

Ramakrushna Barik

ମଣିଷର ସ୍ୱାର୍ଥ ପାଇଁ ଅସନ୍ତୁଳିତ ପରିବେଶ । ବିଷ ବଳୟ ପାଲଟିଛି ପୂରା ଅଞ୍ଚଳ । ଆୟୁଷ କମାଉଛି ଧୂଳିଭର୍ତ୍ତି ବାୟୁ ! ସଜାଗ ନହେଲେ ସଙ୍କଟରେ ପଡିବେ ସମସ୍ତେ...

ରୋଗ ଶଯ୍ୟାରେ ଶୋଇ ଭବିଷ୍ୟତର ସ୍ୱପ୍ନ ଦେଖୁଛି କୁନି ଝିଅ ସୋନାଲୀ । ଥାଲେସେମିଆ ପାଇଁ ଜୀବନର ଦୌଡରେ ଥକି ପଡୁଛି । ସାହାଯ୍ୟ ମିଳିଲେ ନୂଆ ଜୀବନ ପାଇବ କଅଁଳ କଢି...

ସମୁଦ୍ରରେ ଲୀନ ହେବାକୁ ବସିଲାଣି ସାତଭାୟାର ଶେଷ ସନ୍ତକ । ଗଭୀର ସମୁଦ୍ର ଆଁରେ ଐତିହ୍ୟ । ପରିବେଶକୁ ସୁରକ୍ଷା ନଦେଲେ ପ୍ରକୃତି ଦେଖାଇବ କରାଳ ରୂପ ।

ଆଫଗାନରେ ଜୀବନ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ପିଲାଙ୍କୁ ବଞ୍ଚାଇବାକୁ ସୈନ୍ୟ ହାତକୁ ଟେକି ଦେଉଛନ୍ତି ଅସହାୟ ପିତାମାତା । କାବୁଲରୁ ଆସିଲା ଛାତିଥରା ଫଟୋ...

ଆଉ ଶୁଣିକି ନୁହେଁ ଏବେ ନିଜେ ପଢି ପଢି ଶ୍ରୀମଦ ଭାଗବତ ଗୀତାର ରସ ପାନ କରିବେ ଦୃଷ୍ଟିହୀନ । ବ୍ରେଲ ଲିପିରେ ଆସିଲା ଓଡିଆ ଭାଗବତ ଗୀତା ।

ଆଗପଛ ହୋଇ ଚାଲିଗଲେ ବାପାମାଆ । ମୁଣ୍ଡ ଉପରୁ ମୁରବୀଙ୍କ ହାତ ହଟିଯିବା ପରେ ଏବେ ଅସହାୟ ଭାଇଭଉଣୀ । କୁନି ଭଉଣୀକୁ ପାଠ ପଢାଇବାକୁ ମୂଲ ଲାଗୁଛି ସାନ ଭାଇ ।

ଭାଇ ହାତରେ ରାକ୍ଷୀ ବାନ୍ଧି ପାରିଲାନି ଭଉଣୀ । ଅଧା ରହିଗଲା ରାକ୍ଷୀ ପୂର୍ଣ୍ଣିମା । ନଦୀରେ ଗାଧୋଇବା ବେଳେ ବୁଡିଗଲା ଭଉଣୀ ।

ସାଇବର ଠକ ପଠାଉଛନ୍ତି ଲିଙ୍କ, ଖୋଲିଲେ ହ୍ୟାଙ୍ଗ ହେଉଛି ଫୋନ, ଖାଲି ହେଇଯାଉଛି ଆକାଉଣ୍ଟ । ଆପଣଙ୍କ ପାଖକୁ ଆସୁଛି କି ଏମିତି ମେସେଜ ?

ଘୋଡା ବୁଢା ହେବା ପରେ ରାସ୍ତାରେ ଛାଡି ପଳାଇଲା ସ୍ୱାର୍ଥପର ମାଲିକ । ଦିନେ ଘୋଡାରୁ ରୋଜଗାର କରୁଥିଲା, ଆଜି ବଳ ଗଲା ପରେ ବିଦା କରିଦେଲା ।

ପୁନଶ୍ଚ ପୃଥିବୀ: ମୁଁ ନୁହେଁ ଆମେ ହୋଇ ଆଗେଇ ଆସିବା । ପରିବେଶ ଓ ପୃଥିବୀକୁ ସୁରକ୍ଷା ଦେବା ।

ପୁନଶ୍ଚ ପୃଥିବୀ: ମୁଁ ନୁହେଁ ଆମେ ହୋଇ ଆଗେଇ ଆସିବା । ପରିବେଶ ଓ ପୃଥିବୀକୁ ସୁରକ୍ଷା ଦେବା ।

Advertisment
ସବସ୍କ୍ରାଇବ କରନ୍ତୁ