ଗୁଜୁରାଟର ଗୁହାରି: ରୋଲ ମଡେଲ ସାଜିଛ, ଉପାୟ କୁହ…

କନକ ବ୍ୟୁରୋ: ଆପଣ କେମିତି ଫୋନିର ମୁକାବିଲା କଲେ ? ଏତେ ବଡ ବାତ୍ୟାର ସାମ୍ନା କରିବାକୁ କଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ? ଏତେ ଲୋକଙ୍କ ସ୍ଥାନାନ୍ତର ପାଇଁ କି କି ପଦକ୍ଷେପ ନେଇଥିଲେ? ଦୟାକରି ସେସବୁ କୌଶଳ, ସେ ଅଭିଜ୍ଞତା ଟିକେ କହିବେ କି ? ସମ୍ଭାବ୍ୟ ବାତ୍ୟା ବାୟୁ ଗୁଜୁରାଟରେ…

ପାଟକୁରା ପୋଖରୀରେ ପଦ୍ମ ଫୁଟାଇବାକୁ ପାଗଭିଡ଼ା। ବିଜେଡି ପରେ ବିଜେପି ରଚିଲା ନୀଳ ନକ୍ସା

ପାଟକୁରା ପାଇଁ ଆରମ୍ଭ ହେଲାଣି ପାଗଭିଡା । ପାଟକୁରା ପଡିଆରେ ଛକା ମାରିବାକୁ ଚାଲିଲାଣି ଜୋରଦାର ପ୍ରସ୍ତୁତି । ବ୍ୟାଟ୍ସମ୍ୟାନ ରେଡ୍ଡି ଥିବାବେଳେ ଦୁର୍ବଳ ସ୍ଥାନରେ ଫିଲ୍ଡର ଜଗାଇବାରେ ବ୍ୟସ୍ତ ଉଭୟ ବିଜେପି ଓ ବିଜେଡି । ସାଧାରଣ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିର ହାୱା ବହିଥିବା ବେଳେ…

ଡ୍ରୋନ ଦେଖିଲା ଶ୍ରୀମନ୍ଦିର ସତ, ନୀଳଚକ୍ର ଅଛି ସମ୍ପୂର୍ଣ୍ଣ ସୁରକ୍ଷିତ

ନୀଳଚକ୍ରର କ୍ଷୟକ୍ଷତି ନେଇ ବଡ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଫୋନି ବାତ୍ୟାରେ ନୀଳଚକ୍ରର କୌଣସି କ୍ଷତି ହୋଇନି । ଫୋନିର ପ୍ରଳୟଙ୍କରୀ ପବନରେ ନୀଳଚକ୍ର କ୍ଷତି ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ସମ୍ପୂର୍ଣ୍ଣ ଭୁଲ । ବାତ୍ୟାରେ ନୀଳଚକ୍ର ସମ୍ପୂର୍ଣ୍ଣ ଭାଗ…

ନମୋଙ୍କୁ ଭେଟିଲେ, ନୂଆ ନାଁ ଦେଇ ଦାବି ଦୋହରାଇଲେ…

କନକ ବ୍ୟୁରୋ: କେନ୍ଦ୍ରକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି କଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ନିକଟରେ ଓଡିଶାକୁ ଫୋକସ ରାଜ୍ୟ ମାନ୍ୟତା ପାଇଁ ଦାବି କଲେ ନବୀନ ପଟ୍ଟନାୟକ । ପୁରୁଣା ଦାବିକୁ ନୂଆ ନାଁ ଦେଇ କେନ୍ଦ୍ର ଆଗରେ ଦୋହରାଇଲେ ନବୀନ । ତେବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପରିବର୍ତ୍ତ…

ଟିଭି ଚ୍ୟାନେଲକୁ ଘୋଷକାରଙ୍କ ତାଲିକା ମାଗିବ ଶ୍ରୀମନ୍ଦିର ପ୍ରଶାସନ

କନକ ବ୍ୟୁରୋ: ଏଣିକି ଘୋଷଯାତ୍ରାରେ ଯେକୌଣସି ଘୋଷକାର ଦେଇପାରିବେନି ଧାରାବିବରଣୀ । ରଥଯାତ୍ରା ବେଳେ ଟିଭିରେ ଅବିରତ ଧାରାବିବରଣୀ ଦେବାକୁ ଚୟନ ହେବେ ଘୋଷକାର । ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଉପରେ ସଠିକ୍ ଧ୍ୟାନ ଧାରଣା ରଖିଥିବା ବ୍ୟକ୍ତି ହିଁ ଧାରାବିବରଣୀ ଦେଇପାରିବେ । ଆଉ ଯେଉଁମାନଙ୍କ…

ସିଧାପ୍ରସାରଣକୁ ସବୁଜ ସଂକେତ । ରଥଯାତ୍ରା ଲାଇଭରୁ ବାଦ ପଡିବେନି କୌଣସି ଚ୍ୟାନେଲ

କନକ ବ୍ୟୁରୋ: ସିଧାପ୍ରସାରଣ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ରଥଯାତ୍ରାର ସିଧାପ୍ରସାରଣ କିଏ କରିବ, କିଏ କରିବନି ? କେଉଁ ଚ୍ୟାନେଲକୁ ଅନୁମତି ମିଳିବ, କେଉଁ ଚ୍ୟାନେଲକୁ ମିଳିବବି? ଏନେଇ ଯେଉଁ ଦ୍ୱନ୍ଦ୍ୱ, ଯେଉଁ ପ୍ରଶ୍ନ ଉଠୁଥିଲା ତା ଉପରୁ ପରଦା ଉଠାଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ…