Advertisment

Pranjna Parimita Behera

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫୬୮କୁ ବୃଦ୍ଧି । ସଂକ୍ରମିତଙ୍କ ସଂଖ୍ୟା ୪୬,୦୦୦ ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା । post image

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫୬୮କୁ ବୃଦ୍ଧି । ସଂକ୍ରମିତଙ୍କ ସଂଖ୍ୟା ୪୬,୦୦୦ ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

ରେଡ୍‌ ଜୋନ୍‌ କାହା ପାଇଁ ? ରାଜଧାନୀରେ ବିନ୍ଦାସ୍ ବୁଲୁଛନ୍ତି ଅମାନିଆ । ହାତଗଣତି ଛକକୁ ଛାଡ଼ିଦେଲେ ପୋଲିସର ଆକଟ ବି ଦେଖିବାକୁ ମିଳୁନି post image

ରେଡ୍‌ ଜୋନ୍‌ କାହା ପାଇଁ ? ରାଜଧାନୀରେ ବିନ୍ଦାସ୍ ବୁଲୁଛନ୍ତି ଅମାନିଆ । ହାତଗଣତି ଛକକୁ ଛାଡ଼ିଦେଲେ ପୋଲିସର ଆକଟ ବି ଦେଖିବାକୁ ମିଳୁନି

ପ୍ରବାସୀ ଶ୍ରମିକଙ୍କ ପାଇଁ ହେଲ୍ପ ନମ୍ବର ଜାରି କଲା ପ୍ରଦେଶ କଂଗ୍ରେସ । ଟ୍ରେନର ଟିକଟ ଭଡା ଦେବାକୁ ପିସିସି ସଭାପତିଙ୍କ ଘୋଷଣା । କହିଲେ ସରକାର ତଥ୍ୟ ଦେଲେ କରିବୁ ବ୍ୟବସ୍ଥା । ବିଜେପି କହିଲା ଏପରି ସମୟରେ ରାଜନୀତି ଗ୍ରହଣୀୟ ନୁହେଁ । post image

ପ୍ରବାସୀ ଶ୍ରମିକଙ୍କ ପାଇଁ ହେଲ୍ପ ନମ୍ବର ଜାରି କଲା ପ୍ରଦେଶ କଂଗ୍ରେସ । ଟ୍ରେନର ଟିକଟ ଭଡା ଦେବାକୁ ପିସିସି ସଭାପତିଙ୍କ ଘୋଷଣା । କହିଲେ ସରକାର ତଥ୍ୟ ଦେଲେ କରିବୁ ବ୍ୟବସ୍ଥା । ବିଜେପି କହିଲା ଏପରି ସମୟରେ ରାଜନୀତି ଗ୍ରହଣୀୟ ନୁହେଁ ।

ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ମୋଦି କହିଲେ, ସାରା ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଆତଙ୍କବାଦ ଓ ଜାଲ ଖବର ଜରିଆରେ ସାଂପ୍ରଦାୟିକ ବିଭାଜନ କାମରେ ମାତିଛନ୍ତି କିଛି ଲୋକ post image

ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ମୋଦି କହିଲେ, ସାରା ବିଶ୍ୱ କରୋନା ସହ ଲଢ଼େଇ କରୁଥିବା ବେଳେ ଆତଙ୍କବାଦ ଓ ଜାଲ ଖବର ଜରିଆରେ ସାଂପ୍ରଦାୟିକ ବିଭାଜନ କାମରେ ମାତିଛନ୍ତି କିଛି ଲୋକ

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ : ଖୋର୍ଦ୍ଧା କୁହୁଡି ନିକଟରେ ଫଳ ବୋଝେଇ ଟ୍ରକ ସହ ଧକ୍କା,ଜଣେ ମୃତ, ୧୦ ଆହତ post image

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ : ଖୋର୍ଦ୍ଧା କୁହୁଡି ନିକଟରେ ଫଳ ବୋଝେଇ ଟ୍ରକ ସହ ଧକ୍କା,ଜଣେ ମୃତ, ୧୦ ଆହତ

ଓଡ଼ିଶାରେ ଆଉ ୬ କରୋନା ପଜିଟିଭ୍ : ଯାଜପୁରରୁ ୪ ଓ ଭଦ୍ରକରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା post image

ଓଡ଼ିଶାରେ ଆଉ ୬ କରୋନା ପଜିଟିଭ୍ : ଯାଜପୁରରୁ ୪ ଓ ଭଦ୍ରକରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ଚେତାବନୀ । ଶୃଙ୍ଖଳତି ଆଚରଣ କରିବା ସହ ୧୪ ଦିନ ତ୍ୟାଗ ସ୍ୱୀକାର କରନ୍ତୁ । ପ୍ରଶାସନର ଧୈର୍ଯ୍ୟକୁ ପରୀକ୍ଷା କରନ୍ତୁନି । କ୍ୱାରେଣ୍ଟିନ୍ ନିୟମ ଭାଙ୍ଗିଲେ ଖସିବାର କୌଣସି ବାଟ ନାହିଁ । post image

ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ଚେତାବନୀ । ଶୃଙ୍ଖଳତି ଆଚରଣ କରିବା ସହ ୧୪ ଦିନ ତ୍ୟାଗ ସ୍ୱୀକାର କରନ୍ତୁ । ପ୍ରଶାସନର ଧୈର୍ଯ୍ୟକୁ ପରୀକ୍ଷା କରନ୍ତୁନି । କ୍ୱାରେଣ୍ଟିନ୍ ନିୟମ ଭାଙ୍ଗିଲେ ଖସିବାର କୌଣସି ବାଟ ନାହିଁ ।

ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ : ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ ବଳବତ୍ତର ରହିବ କଟକଣା । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନେଲେ ଜିଲ୍ଲାପାଳ post image

ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ : ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ ବଳବତ୍ତର ରହିବ କଟକଣା । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ଗ୍ରୀନ ଜୋନରେ ଗଡିପାରେ ବସ୍ ! ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ପରିବହନ ମନ୍ତ୍ରୀଙ୍କ ସୂଚନା । post image

ଗ୍ରୀନ ଜୋନରେ ଗଡିପାରେ ବସ୍ ! ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ପରିବହନ ମନ୍ତ୍ରୀଙ୍କ ସୂଚନା ।

କେନ୍ଦ୍ରାପଡା ଜିଲ୍ଲାରେ କଙ୍ଗାରୁ କୋର୍ଟ : ମେହେନ୍ଦିନଗର ପଞ୍ଚାୟତ ଅଫିସ ନିକରେ ମହିଳାଙ୍କୁ ଆଣ୍ଠେଇ ଦେଲେ ଗ୍ରାମବାସୀ, ପୁଲିସ ଓ ସରପଞ୍ଚଙ୍କ ଉପସ୍ଥିତିରେ ଘଟିଲା ଘଟଣା post image

କେନ୍ଦ୍ରାପଡା ଜିଲ୍ଲାରେ କଙ୍ଗାରୁ କୋର୍ଟ : ମେହେନ୍ଦିନଗର ପଞ୍ଚାୟତ ଅଫିସ ନିକରେ ମହିଳାଙ୍କୁ ଆଣ୍ଠେଇ ଦେଲେ ଗ୍ରାମବାସୀ, ପୁଲିସ ଓ ସରପଞ୍ଚଙ୍କ ଉପସ୍ଥିତିରେ ଘଟିଲା ଘଟଣା

ସବସ୍କ୍ରାଇବ କରନ୍ତୁ