0
Bookmarks
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ଭିଡିଓ
ବୁଲେଟିନ୍
ଦେଶ ବିଦେଶ
ଅପରାଧ
ରାଜନୀତି
ଖେଳ
ମନୋରଞ୍ଜନ
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଜୀବନଚର୍ଯ୍ୟା
ତାଜା ଖବର
ଭିଡିଓ
ବୁଲେଟିନ୍
ଦେଶ ବିଦେଶ
ଅପରାଧ
ରାଜନୀତି
ଖେଳ
ମନୋରଞ୍ଜନ
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଜୀବନଚର୍ଯ୍ୟା
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ସରକାରଙ୍କ ଫୋକସରେ ଜିରୋ କାଜୁଆଲଟି । ବାତ୍ୟା ଆସିବା ଆଗରୁ ଖାଲି ହେଉଛି ଉତ୍ତର ଓଡିଶା ଉପକୂଳ । ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲକ୍ଷ୍ୟ
By
Pranjna Parimita Behera
May 19, 2020 07:55 IST
ନ୍ୟୁଜ୍
ପାଖେଇ ଆସୁଛି ମହାବାତ୍ୟା ଅମ୍ଫାନ । ପାରାଦ୍ୱୀପଠାରୁ ୫୭୦ କିଲୋମିଟର ଦକ୍ଷିଣରେ ସମୁଦ୍ର ଭିତରେ ନେଇଛି ଭୟଙ୍କର ରୂପ । ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଆଡକୁ ହେଉଛି ଅଗ୍ରସର । ସୁନ୍ଦରବନରେ ସ୍ଥଳ ଭାଗ ଛୁଇଁଲା ବେଳକୁ ସାମାନ୍ୟ ଦୁର୍ବଳ ହେବା ପୂର୍ବାନୁମାନ ।
By
Pranjna Parimita Behera
May 19, 2020 07:41 IST
ନ୍ୟୁଜ୍
କରୋନା ମୁକ୍ତ ହେଲା ଭୁବନେଶ୍ୱର । ରାଜ୍ୟରେ ଆଉ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମର ୪୦, ଜଗସିଂହପୁରରୁ ୫ ଓ ମୟୂରଭଞ୍ଜରୁ ୪ ଆକ୍ରାନ୍ତ ସୁସ୍ଥ ।
By
Pranjna Parimita Behera
May 18, 2020 14:59 IST
ନ୍ୟୁଜ୍
ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ଅମ୍ଫାନ । ପାରାଦୀପ ଠାରୁ ୭୮୦ କିମିରେ ଦୂରରେ ରହିଛି ବାତ୍ୟା । ସ୍ଥଳ ଭାଗକୁ ଛୁଇଁଲା ବେଳକୁ ହେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ।
By
Pranjna Parimita Behera
May 18, 2020 13:03 IST
ନ୍ୟୁଜ୍
ଅମ୍ଫାନକୁ ନେଇ ସତର୍କ ହେଉଛନ୍ତି ସମୁଦ୍ରକୂଳିଆ ଲୋକେ । ଝଡ ଆସିବା ଆଗରୁ ଛାତ ଉପରେ ଲୋକେ ପକାଉଛନ୍ତି ବାଲିବସ୍ତା । ଜଗତସିଂହପୁରରେ ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ । ସେପଟେ ପୁରୀ ସମୁଦ୍ର କୂଳରେ ଲାଗୁ ହୋଇଛି ୨ ନମ୍ବର ବିପଦ ସଙ୍କେତ ।
By
Pranjna Parimita Behera
May 18, 2020 12:37 IST
ନ୍ୟୁଜ୍
ରାଜ୍ୟରେ ଖୁବଶୀଘ୍ର ବସ ଚଳାଚଳ । ରାଜ୍ୟ ଓ ରାଜ୍ୟ-ରାଜ୍ୟ ଭିତରେ ସାମାନ୍ୟ ହେବ ବସ୍ ସେବା । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଗଡ଼ିବ । ପରିବହନ ମନ୍ତ୍ରୀଙ୍କ ସୂଚନା ।
By
Pranjna Parimita Behera
May 18, 2020 11:34 IST
ନ୍ୟୁଜ୍
ରାଜ୍ୟରେ ଆଉ ୪୮ କରୋନା ପଜିଟିଭ୍ ଚିହ୍ନଟ । କନ୍ଧମାଳ ଛୁଇଁଲା ଭାଇରସ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଲା ।
By
Pranjna Parimita Behera
May 18, 2020 10:50 IST
ନ୍ୟୁଜ୍
ଧନ ମୋର କିଛି ଖାଉନି . . . . । ବକଟେ ଛୁଆ ମା’ ବିନା କେମିତି ରହିବ । କାନ୍ଦି କାନ୍ଦି ଅଭାବୀ ମା’ର ଝାଳୁଆ ପଣତ ଅଣ୍ଡାଳୁଛି କୁନି ପୁଅ । ଲକଡାଉନ୍ ଲକ୍ଷ୍ମଣରେଖା ଡ଼େଇଁ ହରେକମାଲ ପସରା ମେଲାଇ ବସିଥିବା ଭୋକର ତାଡ଼ନା ସହି ଯୋଜନ ଯୋଜନ ଚାଲୁଛି ଅଭାଗିନୀ ମା’ ।
By
Pranjna Parimita Behera
May 16, 2020 22:24 IST
ନ୍ୟୁଜ୍
କରୋନା ରୋଗୀଙ୍କୁ ଚିହ୍ନିବ ରୋବୋଟ୍ । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଠାବ କରିବା ସହ ତୁରନ୍ତ ଡାକ୍ତରଙ୍କୁ ଦେବ ଖବର
By
Pranjna Parimita Behera
May 16, 2020 13:22 IST
ନ୍ୟୁଜ୍
ଓଡ଼ଶାକୁ ନାହିଁ ବାତ୍ୟା ବିପଦ । ପାରାଦ୍ୱୀପ ଠାରୁ ହଜାରେ ୧୦୬୦ କିଲୋମିଟର ଦୂରରେ ରହିଛି ଅମ୍ପାନ୍ । ୧୮ ତାରିଖରୁ ଆରମ୍ଭ ହୋଇଯିବ ବର୍ଷା । ୨୦ ତାରିଖରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ ।
By
Pranjna Parimita Behera
May 16, 2020 13:11 IST
Prev
1
...
49
50
51
Next
ସବସ୍କ୍ରାଇବ କରନ୍ତୁ