0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ସରକାରଙ୍କ ଫୋକସରେ ଜିରୋ କାଜୁଆଲଟି । ବାତ୍ୟା ଆସିବା ଆଗରୁ ଖାଲି ହେଉଛି ଉତ୍ତର ଓଡିଶା ଉପକୂଳ । ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲକ୍ଷ୍ୟ
By
Pranjna Parimita Behera
May 19, 2020
07:55
IST
ନ୍ୟୁଜ୍
ପାଖେଇ ଆସୁଛି ମହାବାତ୍ୟା ଅମ୍ଫାନ । ପାରାଦ୍ୱୀପଠାରୁ ୫୭୦ କିଲୋମିଟର ଦକ୍ଷିଣରେ ସମୁଦ୍ର ଭିତରେ ନେଇଛି ଭୟଙ୍କର ରୂପ । ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଆଡକୁ ହେଉଛି ଅଗ୍ରସର । ସୁନ୍ଦରବନରେ ସ୍ଥଳ ଭାଗ ଛୁଇଁଲା ବେଳକୁ ସାମାନ୍ୟ ଦୁର୍ବଳ ହେବା ପୂର୍ବାନୁମାନ ।
By
Pranjna Parimita Behera
May 19, 2020
07:41
IST
ନ୍ୟୁଜ୍
କରୋନା ମୁକ୍ତ ହେଲା ଭୁବନେଶ୍ୱର । ରାଜ୍ୟରେ ଆଉ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମର ୪୦, ଜଗସିଂହପୁରରୁ ୫ ଓ ମୟୂରଭଞ୍ଜରୁ ୪ ଆକ୍ରାନ୍ତ ସୁସ୍ଥ ।
By
Pranjna Parimita Behera
May 18, 2020
14:59
IST
ନ୍ୟୁଜ୍
ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ଅମ୍ଫାନ । ପାରାଦୀପ ଠାରୁ ୭୮୦ କିମିରେ ଦୂରରେ ରହିଛି ବାତ୍ୟା । ସ୍ଥଳ ଭାଗକୁ ଛୁଇଁଲା ବେଳକୁ ହେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ।
By
Pranjna Parimita Behera
May 18, 2020
13:03
IST
ନ୍ୟୁଜ୍
ଅମ୍ଫାନକୁ ନେଇ ସତର୍କ ହେଉଛନ୍ତି ସମୁଦ୍ରକୂଳିଆ ଲୋକେ । ଝଡ ଆସିବା ଆଗରୁ ଛାତ ଉପରେ ଲୋକେ ପକାଉଛନ୍ତି ବାଲିବସ୍ତା । ଜଗତସିଂହପୁରରେ ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ । ସେପଟେ ପୁରୀ ସମୁଦ୍ର କୂଳରେ ଲାଗୁ ହୋଇଛି ୨ ନମ୍ବର ବିପଦ ସଙ୍କେତ ।
By
Pranjna Parimita Behera
May 18, 2020
12:37
IST
ନ୍ୟୁଜ୍
ରାଜ୍ୟରେ ଖୁବଶୀଘ୍ର ବସ ଚଳାଚଳ । ରାଜ୍ୟ ଓ ରାଜ୍ୟ-ରାଜ୍ୟ ଭିତରେ ସାମାନ୍ୟ ହେବ ବସ୍ ସେବା । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଗଡ଼ିବ । ପରିବହନ ମନ୍ତ୍ରୀଙ୍କ ସୂଚନା ।
By
Pranjna Parimita Behera
May 18, 2020
11:34
IST
ନ୍ୟୁଜ୍
ରାଜ୍ୟରେ ଆଉ ୪୮ କରୋନା ପଜିଟିଭ୍ ଚିହ୍ନଟ । କନ୍ଧମାଳ ଛୁଇଁଲା ଭାଇରସ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଲା ।
By
Pranjna Parimita Behera
May 18, 2020
10:50
IST
ନ୍ୟୁଜ୍
ଧନ ମୋର କିଛି ଖାଉନି . . . . । ବକଟେ ଛୁଆ ମା’ ବିନା କେମିତି ରହିବ । କାନ୍ଦି କାନ୍ଦି ଅଭାବୀ ମା’ର ଝାଳୁଆ ପଣତ ଅଣ୍ଡାଳୁଛି କୁନି ପୁଅ । ଲକଡାଉନ୍ ଲକ୍ଷ୍ମଣରେଖା ଡ଼େଇଁ ହରେକମାଲ ପସରା ମେଲାଇ ବସିଥିବା ଭୋକର ତାଡ଼ନା ସହି ଯୋଜନ ଯୋଜନ ଚାଲୁଛି ଅଭାଗିନୀ ମା’ ।
By
Pranjna Parimita Behera
May 16, 2020
22:24
IST
ନ୍ୟୁଜ୍
କରୋନା ରୋଗୀଙ୍କୁ ଚିହ୍ନିବ ରୋବୋଟ୍ । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଠାବ କରିବା ସହ ତୁରନ୍ତ ଡାକ୍ତରଙ୍କୁ ଦେବ ଖବର
By
Pranjna Parimita Behera
May 16, 2020
13:22
IST
ନ୍ୟୁଜ୍
ଓଡ଼ଶାକୁ ନାହିଁ ବାତ୍ୟା ବିପଦ । ପାରାଦ୍ୱୀପ ଠାରୁ ହଜାରେ ୧୦୬୦ କିଲୋମିଟର ଦୂରରେ ରହିଛି ଅମ୍ପାନ୍ । ୧୮ ତାରିଖରୁ ଆରମ୍ଭ ହୋଇଯିବ ବର୍ଷା । ୨୦ ତାରିଖରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ ।
By
Pranjna Parimita Behera
May 16, 2020
13:11
IST
Prev
1
...
49
50
51
Next
Advertisment
ସବସ୍କ୍ରାଇବ କରନ୍ତୁ