Advertisment

Pranjna Parimita Behera

ମାଲକାନଗିରିରୁ ଆସିଲା ଦୁଃଖଦ ଖବର । ତେଲେଙ୍ଗାନା ସିଦ୍ଧିପେଟରେ ଶେରପାଲିର ୧୭ବର୍ଷୀୟ ଶ୍ରମିକ ବାସୁ କୁରାମୀଙ୍କ ମୃତ୍ୟୁ । ଶବ ପହଞ୍ଚିବା ପରେ ଘରେ ଶୋକାକୂଳ ପରିବେଶ । post image

ମାଲକାନଗିରିରୁ ଆସିଲା ଦୁଃଖଦ ଖବର । ତେଲେଙ୍ଗାନା ସିଦ୍ଧିପେଟରେ ଶେରପାଲିର ୧୭ବର୍ଷୀୟ ଶ୍ରମିକ ବାସୁ କୁରାମୀଙ୍କ ମୃତ୍ୟୁ । ଶବ ପହଞ୍ଚିବା ପରେ ଘରେ ଶୋକାକୂଳ ପରିବେଶ ।

ଅବପାତର ରୂପ ନେଲା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପାରାଦୀପ ଠାରୁ ୧୧ଶହ କିଲୋମିଟର ଦୂରରେ ଅବସ୍ଥିତ ଅମ୍ପାନ୍ । ସନ୍ଧ୍ୟା ସାଢେ ୫ଟାରେ ନେବ ବାତ୍ୟାର ରୂପ post image

ଅବପାତର ରୂପ ନେଲା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପାରାଦୀପ ଠାରୁ ୧୧ଶହ କିଲୋମିଟର ଦୂରରେ ଅବସ୍ଥିତ ଅମ୍ପାନ୍ । ସନ୍ଧ୍ୟା ସାଢେ ୫ଟାରେ ନେବ ବାତ୍ୟାର ରୂପ

ମନ କିଣିନେଲେ ଜିଲ୍ଲାପାଳ : ୬ ଦିନ ଧରି ମୋଟୁରେ ପଡି ରହିବା ପରେ ବି ଶ୍ରମିକଙ୍କୁ ଫେରାଇ ନେବାକୁ ଶୁଣିଲାନି ପଶ୍ଚିମବଙ୍ଗ । ଶୁଖିଲା ଖାଦ୍ୟ , ହାତଖର୍ଚ୍ଚ ଦେଇ ବସରେ ପ୍ରବାସୀଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କଲେ ମାଲକାନଗିରି ଜିଲ୍ଲାପାଳ । post image

ମନ କିଣିନେଲେ ଜିଲ୍ଲାପାଳ : ୬ ଦିନ ଧରି ମୋଟୁରେ ପଡି ରହିବା ପରେ ବି ଶ୍ରମିକଙ୍କୁ ଫେରାଇ ନେବାକୁ ଶୁଣିଲାନି ପଶ୍ଚିମବଙ୍ଗ । ଶୁଖିଲା ଖାଦ୍ୟ , ହାତଖର୍ଚ୍ଚ ଦେଇ ବସରେ ପ୍ରବାସୀଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କଲେ ମାଲକାନଗିରି ଜିଲ୍ଲାପାଳ ।

କରୋନା ବିରୋଧୀ ଲଢେଇରେ ଭାରତକୁ ମିଳିଲା ଆମେରିକାର ବଡ ସମର୍ଥନ । ଭେଣ୍ଟିଲେଟର ଯୋଗାଇବାକୁ ଟ୍ୱିଟ କରି ଜଣାଇଲେ ଆମେରିକା ରାଷ୍ଟ୍ରପତି post image

କରୋନା ବିରୋଧୀ ଲଢେଇରେ ଭାରତକୁ ମିଳିଲା ଆମେରିକାର ବଡ ସମର୍ଥନ । ଭେଣ୍ଟିଲେଟର ଯୋଗାଇବାକୁ ଟ୍ୱିଟ କରି ଜଣାଇଲେ ଆମେରିକା ରାଷ୍ଟ୍ରପତି

ଏଣିକି ଦୂର ହେବ ପାଦଚଲା ଶ୍ରମିକଙ୍କ ଘରବାହୁଡା ଚିନ୍ତା । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି । ପାଦଚଲା ଶ୍ରମିକଙ୍କ ଘର ବାହୁଡା ବ୍ୟବସ୍ଥା କରିବେ ସଂପୃକ୍ତ ରାଜ୍ୟ । ସ୍ପେଶାଲ ଶ୍ରମିକ ଟ୍ରେନ୍ କିଂବା ବସରେ ଘରକୁ ଫେରିବା ନେଇ ହେବ ବ୍ୟବସ୍ଥା । post image

ଏଣିକି ଦୂର ହେବ ପାଦଚଲା ଶ୍ରମିକଙ୍କ ଘରବାହୁଡା ଚିନ୍ତା । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି । ପାଦଚଲା ଶ୍ରମିକଙ୍କ ଘର ବାହୁଡା ବ୍ୟବସ୍ଥା କରିବେ ସଂପୃକ୍ତ ରାଜ୍ୟ । ସ୍ପେଶାଲ ଶ୍ରମିକ ଟ୍ରେନ୍ କିଂବା ବସରେ ଘରକୁ ଫେରିବା ନେଇ ହେବ ବ୍ୟବସ୍ଥା ।

ଚୋର ନେଇଗଲା ସାଇକେଲ, ଛାଡିଗଲା ଚିଠ । ଚିଠିରେ ଲେଖିଲା ମୁଁ ଜଣେ ଶ୍ରମିକ । ଆପଣଙ୍କ ନିକଟରେ ଦୋଷୀ । ମୋତେ କ୍ଷମା କରିଦେବେ । post image

ଚୋର ନେଇଗଲା ସାଇକେଲ, ଛାଡିଗଲା ଚିଠ । ଚିଠିରେ ଲେଖିଲା ମୁଁ ଜଣେ ଶ୍ରମିକ । ଆପଣଙ୍କ ନିକଟରେ ଦୋଷୀ । ମୋତେ କ୍ଷମା କରିଦେବେ ।

ତାତି ଆହୁରି ବଢ଼ିବ । ଗୁଳୁଗୁଳିରେ ସନ୍ତୁଳି ହେ‌ବେ ରାଜ୍ୟବାସୀ । ୨୧ ତାରିଖ ବେଳକୁ ରାଜ୍ୟର ତାପାମତ୍ରା ୪୪ ଡିଗ୍ରି ଡେଇଁବ । post image

ତାତି ଆହୁରି ବଢ଼ିବ । ଗୁଳୁଗୁଳିରେ ସନ୍ତୁଳି ହେ‌ବେ ରାଜ୍ୟବାସୀ । ୨୧ ତାରିଖ ବେଳକୁ ରାଜ୍ୟର ତାପାମତ୍ରା ୪୪ ଡିଗ୍ରି ଡେଇଁବ ।

ଚୀନକୁ ଟପିଗଲା ଭାରତ । ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା  । ମୋଟ୍ ୮୪ ହଜାର ଆକ୍ରାନ୍ତ ସହ ଭୂତାଣୁ ସଂକ୍ରମଣରେ ବିଶ୍ୱରେ ୧୧ ତମ ସ୍ଥାନରେ ଭାରତ ।  post image

ଚୀନକୁ ଟପିଗଲା ଭାରତ । ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା । ମୋଟ୍ ୮୪ ହଜାର ଆକ୍ରାନ୍ତ ସହ ଭୂତାଣୁ ସଂକ୍ରମଣରେ ବିଶ୍ୱରେ ୧୧ ତମ ସ୍ଥାନରେ ଭାରତ । 

ପୁଣି ମଝି ରାସ୍ତାରେ ମାଡ଼ି ଆସିଲା ମୃତ୍ୟୁ : ସଡକ ଦୁର୍ଘଟଣାରେ ୨୩ ଶ୍ରମିକ ମୃତ । ଉଦ୍ଧାରକାର୍ଯ୍ୟ ଜାରି, ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି । post image

ପୁଣି ମଝି ରାସ୍ତାରେ ମାଡ଼ି ଆସିଲା ମୃତ୍ୟୁ : ସଡକ ଦୁର୍ଘଟଣାରେ ୨୩ ଶ୍ରମିକ ମୃତ । ଉଦ୍ଧାରକାର୍ଯ୍ୟ ଜାରି, ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି ।

କ୍ୱାରେଣ୍ଟିନ୍ ସେଣ୍ଟରକୁ ନଯାଇ ଗାଁରେ ବୁଲୁଛନ୍ତି ସୁରଟ ଫେରନ୍ତା ଦମ୍ପତି । ପ୍ରତିବାଦ କରିବାରୁ ଲୋକଙ୍କୁ କଲେ ଗାଳିଗୁଲଜ । କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ, ଅଟକାଇଲେ ପୋଲିସ ଗାଡି । post image

କ୍ୱାରେଣ୍ଟିନ୍ ସେଣ୍ଟରକୁ ନଯାଇ ଗାଁରେ ବୁଲୁଛନ୍ତି ସୁରଟ ଫେରନ୍ତା ଦମ୍ପତି । ପ୍ରତିବାଦ କରିବାରୁ ଲୋକଙ୍କୁ କଲେ ଗାଳିଗୁଲଜ । କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ, ଅଟକାଇଲେ ପୋଲିସ ଗାଡି ।

ସବସ୍କ୍ରାଇବ କରନ୍ତୁ