0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ମାଲକାନଗିରିରୁ ଆସିଲା ଦୁଃଖଦ ଖବର । ତେଲେଙ୍ଗାନା ସିଦ୍ଧିପେଟରେ ଶେରପାଲିର ୧୭ବର୍ଷୀୟ ଶ୍ରମିକ ବାସୁ କୁରାମୀଙ୍କ ମୃତ୍ୟୁ । ଶବ ପହଞ୍ଚିବା ପରେ ଘରେ ଶୋକାକୂଳ ପରିବେଶ ।
By
Pranjna Parimita Behera
May 16, 2020
11:51
IST
ନ୍ୟୁଜ୍
ଅବପାତର ରୂପ ନେଲା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପାରାଦୀପ ଠାରୁ ୧୧ଶହ କିଲୋମିଟର ଦୂରରେ ଅବସ୍ଥିତ ଅମ୍ପାନ୍ । ସନ୍ଧ୍ୟା ସାଢେ ୫ଟାରେ ନେବ ବାତ୍ୟାର ରୂପ
By
Pranjna Parimita Behera
May 16, 2020
10:02
IST
ନ୍ୟୁଜ୍
ମନ କିଣିନେଲେ ଜିଲ୍ଲାପାଳ : ୬ ଦିନ ଧରି ମୋଟୁରେ ପଡି ରହିବା ପରେ ବି ଶ୍ରମିକଙ୍କୁ ଫେରାଇ ନେବାକୁ ଶୁଣିଲାନି ପଶ୍ଚିମବଙ୍ଗ । ଶୁଖିଲା ଖାଦ୍ୟ , ହାତଖର୍ଚ୍ଚ ଦେଇ ବସରେ ପ୍ରବାସୀଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କଲେ ମାଲକାନଗିରି ଜିଲ୍ଲାପାଳ ।
By
Pranjna Parimita Behera
May 16, 2020
09:35
IST
ନ୍ୟୁଜ୍
କରୋନା ବିରୋଧୀ ଲଢେଇରେ ଭାରତକୁ ମିଳିଲା ଆମେରିକାର ବଡ ସମର୍ଥନ । ଭେଣ୍ଟିଲେଟର ଯୋଗାଇବାକୁ ଟ୍ୱିଟ କରି ଜଣାଇଲେ ଆମେରିକା ରାଷ୍ଟ୍ରପତି
By
Pranjna Parimita Behera
May 16, 2020
09:19
IST
ନ୍ୟୁଜ୍
ଏଣିକି ଦୂର ହେବ ପାଦଚଲା ଶ୍ରମିକଙ୍କ ଘରବାହୁଡା ଚିନ୍ତା । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି । ପାଦଚଲା ଶ୍ରମିକଙ୍କ ଘର ବାହୁଡା ବ୍ୟବସ୍ଥା କରିବେ ସଂପୃକ୍ତ ରାଜ୍ୟ । ସ୍ପେଶାଲ ଶ୍ରମିକ ଟ୍ରେନ୍ କିଂବା ବସରେ ଘରକୁ ଫେରିବା ନେଇ ହେବ ବ୍ୟବସ୍ଥା ।
By
Pranjna Parimita Behera
May 16, 2020
09:11
IST
ନ୍ୟୁଜ୍
ଚୋର ନେଇଗଲା ସାଇକେଲ, ଛାଡିଗଲା ଚିଠ । ଚିଠିରେ ଲେଖିଲା ମୁଁ ଜଣେ ଶ୍ରମିକ । ଆପଣଙ୍କ ନିକଟରେ ଦୋଷୀ । ମୋତେ କ୍ଷମା କରିଦେବେ ।
By
Pranjna Parimita Behera
May 16, 2020
09:08
IST
ନ୍ୟୁଜ୍
ତାତି ଆହୁରି ବଢ଼ିବ । ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ୨୧ ତାରିଖ ବେଳକୁ ରାଜ୍ୟର ତାପାମତ୍ରା ୪୪ ଡିଗ୍ରି ଡେଇଁବ ।
By
Pranjna Parimita Behera
May 16, 2020
08:22
IST
ନ୍ୟୁଜ୍
ଚୀନକୁ ଟପିଗଲା ଭାରତ । ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା । ମୋଟ୍ ୮୪ ହଜାର ଆକ୍ରାନ୍ତ ସହ ଭୂତାଣୁ ସଂକ୍ରମଣରେ ବିଶ୍ୱରେ ୧୧ ତମ ସ୍ଥାନରେ ଭାରତ ।
By
Pranjna Parimita Behera
May 16, 2020
08:20
IST
ନ୍ୟୁଜ୍
ପୁଣି ମଝି ରାସ୍ତାରେ ମାଡ଼ି ଆସିଲା ମୃତ୍ୟୁ : ସଡକ ଦୁର୍ଘଟଣାରେ ୨୩ ଶ୍ରମିକ ମୃତ । ଉଦ୍ଧାରକାର୍ଯ୍ୟ ଜାରି, ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି ।
By
Pranjna Parimita Behera
May 16, 2020
07:43
IST
ନ୍ୟୁଜ୍
କ୍ୱାରେଣ୍ଟିନ୍ ସେଣ୍ଟରକୁ ନଯାଇ ଗାଁରେ ବୁଲୁଛନ୍ତି ସୁରଟ ଫେରନ୍ତା ଦମ୍ପତି । ପ୍ରତିବାଦ କରିବାରୁ ଲୋକଙ୍କୁ କଲେ ଗାଳିଗୁଲଜ । କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ, ଅଟକାଇଲେ ପୋଲିସ ଗାଡି ।
By
Pranjna Parimita Behera
May 16, 2020
07:30
IST
Prev
1
...
50
51
52
Next
Advertisment
ସବସ୍କ୍ରାଇବ କରନ୍ତୁ