0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି ବାତ୍ୟା । ଉତ୍ତର ଓଡିଶାରେ ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ହେବ ପ୍ରବଳ ବର୍ଷା । ବାତ୍ୟାକୁ ନେଇ ଏସଆରସିଙ୍କ ସୂଚନା । ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ।
By
Pranjna Parimita Behera
May 19, 2020
13:12
IST
ନ୍ୟୁଜ୍
ଭୁଲ ତଥ୍ୟ ଦେଲେ ରାଜ୍ୟ ସରକାର, ହଟହଟା ହେଲେ ମୃତକଙ୍କ ପରିବାର । ଗାଁକୁ ଶବ ଆଣିବାକୁ ଦେଲେନି ଗ୍ରାମବାସୀ । କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ନେଇ ତଥ୍ୟ ଦେଇ ପରେ ବଦଳାଇଥିଲେ ସରକାର ।
By
Pranjna Parimita Behera
May 19, 2020
12:45
IST
ନ୍ୟୁଜ୍
ଓଡିଶା ଉପକୂଳରେ ଆଜି ଓ କାଲି ହେବ ବର୍ଷା : ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା । ଉପକୂଳ ଜିଲ୍ଲାକୁ ଆଲର୍ଟ ଜାରି ।
By
Pranjna Parimita Behera
May 19, 2020
11:11
IST
ନ୍ୟୁଜ୍
କରୋନା ଟୀକା ପରୀକ୍ଷଣ ସଫଳ ହୋଇଥିବା ନେଇ ଆମେରିକୀ କମ୍ପାନୀର ଦାବି । ୪୫ ଜଣଙ୍କଠାରେ ଟୀକା ପ୍ରୟୋଗ ପରେ ୮ ଜଣଙ୍କଠାରେ ମିଳିଲା ସକାରାତ୍ମକ ଫଳାଫଳ । ଖୁବଶୀଘ୍ର ୬ଶହ ଜଣଙ୍କଠାରେ ହେବ ପରୀକ୍ଷଣ ।
By
Pranjna Parimita Behera
May 19, 2020
10:55
IST
ନ୍ୟୁଜ୍
ଲକ୍ଷେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ଦେଶରେ ମୋଟ୍ ୧ ଲକ୍ଷ ୧ହଜାର ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟା ୩୧୬୩ ।
By
Pranjna Parimita Behera
May 19, 2020
10:11
IST
ନ୍ୟୁଜ୍
ଆଜିଠାରୁ ପୂର୍ଣ୍ଣ କ୍ଷମତାରେ ଚାଲିବ ସରକାରୀ ଅଫିସ । ୩୦ ପ୍ରତିଶତ ବଦଳରେ ସମସ୍ତ କର୍ମଚାରୀ ଅଫିସ ଆସିବାକୁ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା । ଥଣ୍ଡା କିମ୍ବା ଶ୍ୱାସକ୍ରିୟା ଜନିତ ସମସ୍ୟା ଥିଲେ ଛୁଟିରେ ରହିବାକୁ ନିର୍ଦ୍ଦେଶ ।
By
Pranjna Parimita Behera
May 19, 2020
09:44
IST
ନ୍ୟୁଜ୍
ଗୁମର ଖୋଲୁଛି କରୋନା । ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ଦାଦନ ଶିଶୁ । ଋତୁକାଳୀନ ସ୍କୁଲ ବନ୍ଦ ପରେ ବଢ଼ିଛି ଦୁର୍ଦ୍ଦଶା
By
Pranjna Parimita Behera
May 19, 2020
09:27
IST
ନ୍ୟୁଜ୍
ଲକଡାଇନ-୪ରେ ଗାଡି ଚଳାଚଳାକୁ ମିଳିଲା ଅନୁମତି । ୨ ଚକିଆ ଓ ୪ ଚକିଆ ଯାନ ଚଳାଚଳ ଉପରୁ ହଟିଲା କଟକଣା । ସାମାଜିକ ଦୂରତା ରଖି ସୁରକ୍ଷିତ ଭାବେ ଗାଡି ଚଳାଇବାକୁ ପରାମର୍ଶ ।
By
Pranjna Parimita Behera
May 19, 2020
09:15
IST
ନ୍ୟୁଜ୍
କୃଷି କ୍ଷେତ୍ର ପାଇଁ ଅଧ୍ୟାଦେଶ : ବଜାର ବ୍ୟବସ୍ଥାର ସୀମା ହଟିବ, ଘରୋଇ ସଂସ୍ଥା ମଣ୍ଡି ଖୋଲିବେ
By
Pranjna Parimita Behera
May 19, 2020
08:49
IST
ନ୍ୟୁଜ୍
ପ୍ରବାସୀ ଶ୍ରମିକଙ୍କ ବସ ଦୁର୍ଘଟଣାଗ୍ରସ୍ତ । କଟକ ଟାଙ୍ଗୀ ନିକଟ ବନ୍ଦାଳ ଛକରେ ଟ୍ରକକୁ ପଛପଟୁ ଦେଲା ଧକ୍କା । ୨ ଗୁରୁତର, ୮ ଆହତ ।
By
Pranjna Parimita Behera
May 19, 2020
08:37
IST
Prev
1
...
48
49
50
Next
Advertisment
ସବସ୍କ୍ରାଇବ କରନ୍ତୁ