Advertisment

Pranjna Parimita Behera

ବିନା ଭକ୍ତରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଆଜି ରାତି ଗୋଟାଏରୁ ସ୍ନାନ ପହଣ୍ଡି । କାଳି ସକାଳ ସାଢେ ୭ଟାରେ ସ୍ନାନନୀତି ପାଇଁ ନିର୍ଘଂଟ। ଆଜି ରାତି ୧୦ଟାରୁ ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା । post image

ବିନା ଭକ୍ତରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଆଜି ରାତି ଗୋଟାଏରୁ ସ୍ନାନ ପହଣ୍ଡି । କାଳି ସକାଳ ସାଢେ ୭ଟାରେ ସ୍ନାନନୀତି ପାଇଁ ନିର୍ଘଂଟ। ଆଜି ରାତି ୧୦ଟାରୁ ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ : ୧୪୧୬ରେ ପହଞ୍ଚିଲା ମୋଟ୍ ସୁସ୍ଥଙ୍କ ସଂଖ୍ୟା,ଆଜି ସକାଳେ ଚିହ୍ନଟ ହୋଇଥିଲେ ନୂଆ ୧୪୩ ଆକ୍ରାନ୍ତ ଚିହ୍ନଟ post image

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ : ୧୪୧୬ରେ ପହଞ୍ଚିଲା ମୋଟ୍ ସୁସ୍ଥଙ୍କ ସଂଖ୍ୟା,ଆଜି ସକାଳେ ଚିହ୍ନଟ ହୋଇଥିଲେ ନୂଆ ୧୪୩ ଆକ୍ରାନ୍ତ ଚିହ୍ନଟ

ଖୋର୍ଦ୍ଧାରୁ ଆସିଲା ପୁଣି ଏକ ଅନ୍ଧାରୀ ଚିକିତ୍ସାର ଚିତ୍ର : ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ମୋବାଇଲ ଟର୍ଚ୍ଚ ଲାଇଟରେ ଗୁରୁତର ରୋଗୀଙ୍କର ହେଲା ଚିକିତ୍ସା,ଦୁର୍ଘଟଣାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯୁବକ post image

ଖୋର୍ଦ୍ଧାରୁ ଆସିଲା ପୁଣି ଏକ ଅନ୍ଧାରୀ ଚିକିତ୍ସାର ଚିତ୍ର : ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ମୋବାଇଲ ଟର୍ଚ୍ଚ ଲାଇଟରେ ଗୁରୁତର ରୋଗୀଙ୍କର ହେଲା ଚିକିତ୍ସା,ଦୁର୍ଘଟଣାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯୁବକ

ଓଡିଶା ଶୁଭିଲା ଦିଲ୍ଲୀ କାନ୍ଦ । କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ କେନ୍ଦ୍ରାପଡା ଫେରାଇ ଆଣିବାକୁ ଗୁହାରୀ କରିଥିଲେ ସ୍ତ୍ରୀ ଓ ପିଲା । ୧୦ ହଜାର ଟଙ୍କାର ସହାୟତା ଦେଲେ ବିଧାୟକ । ବିମାନରେ ଓଡିଶା ଫେରାଇ ଆଣିବାକୁ କରିବେ ବନ୍ଦୋବସ୍ତ । post image

ଓଡିଶା ଶୁଭିଲା ଦିଲ୍ଲୀ କାନ୍ଦ । କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ କେନ୍ଦ୍ରାପଡା ଫେରାଇ ଆଣିବାକୁ ଗୁହାରୀ କରିଥିଲେ ସ୍ତ୍ରୀ ଓ ପିଲା । ୧୦ ହଜାର ଟଙ୍କାର ସହାୟତା ଦେଲେ ବିଧାୟକ । ବିମାନରେ ଓଡିଶା ଫେରାଇ ଆଣିବାକୁ କରିବେ ବନ୍ଦୋବସ୍ତ ।

ଘାଟିରେ ଓଲଟିଲା ବରଯାତ୍ରୀ ଗାଡି : ଦୁର୍ଘଟଣାରେ ୨ ମୃତ ୩୦ ଆହତ, ଜୟପୁର ବୋଡିଗାଁରୁ ମୁଣ୍ଡିଗୁଡାକୁ ୪୦୭ ରେ ଯାଉଥିଲେ ୩୫ ରୁ ଅଧିକ ବରଯାତ୍ରୀ post image

ଘାଟିରେ ଓଲଟିଲା ବରଯାତ୍ରୀ ଗାଡି : ଦୁର୍ଘଟଣାରେ ୨ ମୃତ ୩୦ ଆହତ, ଜୟପୁର ବୋଡିଗାଁରୁ ମୁଣ୍ଡିଗୁଡାକୁ ୪୦୭ ରେ ଯାଉଥିଲେ ୩୫ ରୁ ଅଧିକ ବରଯାତ୍ରୀ

ଓଡିଶା ଠାରୁ ମାତ୍ର ୫୦୦କିମି ଦୂରରେ ପଙ୍ଗପାଳ । ରାଜ୍ୟକୁ ଆସିବାର ଆଶଙ୍କା ଥିବାର ପ୍ରତିଦିନ ମନିଟର ହେଉଛି ସ୍ଥିତି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ । କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାରଙ୍କ ସୂଚନା । post image

ଓଡିଶା ଠାରୁ ମାତ୍ର ୫୦୦କିମି ଦୂରରେ ପଙ୍ଗପାଳ । ରାଜ୍ୟକୁ ଆସିବାର ଆଶଙ୍କା ଥିବାର ପ୍ରତିଦିନ ମନିଟର ହେଉଛି ସ୍ଥିତି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ । କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାରଙ୍କ ସୂଚନା ।

ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କଲା ବାତ୍ୟା ନିସର୍ଗ । ମୁମ୍ବାଇରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ବହୁଛି ପବନ, ସୁଁ ସୁଁ ଗର୍ଜନ କରି କୂଳ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର post image

ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କଲା ବାତ୍ୟା ନିସର୍ଗ । ମୁମ୍ବାଇରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ବହୁଛି ପବନ, ସୁଁ ସୁଁ ଗର୍ଜନ କରି କୂଳ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର

ମହାରାଷ୍ଟ୍ର ଆଲିବାଗ ନିକଟରେ ଲ୍ୟାଣ୍ଡଫଲ କରିବ ନିସର୍ଗ । ୪ଟା ଭିତରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୧୧୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ post image

ମହାରାଷ୍ଟ୍ର ଆଲିବାଗ ନିକଟରେ ଲ୍ୟାଣ୍ଡଫଲ କରିବ ନିସର୍ଗ । ୪ଟା ଭିତରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୧୧୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ

ଭୁବନେଶ୍ୱରରେ ଖୋଲିବ ସମସ୍ତ ପାର୍କ । ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନରେ ସକାଳ ୫ରୁ ୧୦ ଓ ସନ୍ଧ୍ୟା ୪ରୁ ୬ ଯାଏ ରହିବ ଖୋଲା । ବିଏମସି ପକ୍ଷରୁ ଦିଆଗଲା ସୂଚନା । post image

ଭୁବନେଶ୍ୱରରେ ଖୋଲିବ ସମସ୍ତ ପାର୍କ । ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନରେ ସକାଳ ୫ରୁ ୧୦ ଓ ସନ୍ଧ୍ୟା ୪ରୁ ୬ ଯାଏ ରହିବ ଖୋଲା । ବିଏମସି ପକ୍ଷରୁ ଦିଆଗଲା ସୂଚନା ।

ଅନଲାଇନରେ ମଦ କିଣି ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ : ସୋସିଆଲ ମିଡିଆରେ ବିଜ୍ଞାପନ ଦେଖି ମଦ କିଣିବାରୁ ସ୍କାନକୋଡ ବଳରେ ୭୦ ହଜାରରୁ ଅଧିକ ଟଙ୍କା ଲୁଟିନେଲେ ସାଇବର ଠକ, ଅଭିଯୋଗ ରଖିଲାନି ଚନ୍ଦ୍ରଶେଖରପୁର ଥାନା post image

ଅନଲାଇନରେ ମଦ କିଣି ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ : ସୋସିଆଲ ମିଡିଆରେ ବିଜ୍ଞାପନ ଦେଖି ମଦ କିଣିବାରୁ ସ୍କାନକୋଡ ବଳରେ ୭୦ ହଜାରରୁ ଅଧିକ ଟଙ୍କା ଲୁଟିନେଲେ ସାଇବର ଠକ, ଅଭିଯୋଗ ରଖିଲାନି ଚନ୍ଦ୍ରଶେଖରପୁର ଥାନା

ସବସ୍କ୍ରାଇବ କରନ୍ତୁ