0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ବିନା ଭକ୍ତରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଆଜି ରାତି ଗୋଟାଏରୁ ସ୍ନାନ ପହଣ୍ଡି । କାଳି ସକାଳ ସାଢେ ୭ଟାରେ ସ୍ନାନନୀତି ପାଇଁ ନିର୍ଘଂଟ। ଆଜି ରାତି ୧୦ଟାରୁ ପୁରୀ ବଡ଼ଦାଣ୍ଡରେ ୧୪୪ ଧାରା ।
By
Pranjna Parimita Behera
Jun 04, 2020
07:11
IST
ନ୍ୟୁଜ୍
ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ : ୧୪୧୬ରେ ପହଞ୍ଚିଲା ମୋଟ୍ ସୁସ୍ଥଙ୍କ ସଂଖ୍ୟା,ଆଜି ସକାଳେ ଚିହ୍ନଟ ହୋଇଥିଲେ ନୂଆ ୧୪୩ ଆକ୍ରାନ୍ତ ଚିହ୍ନଟ
By
Pranjna Parimita Behera
Jun 03, 2020
17:11
IST
ନ୍ୟୁଜ୍
ଖୋର୍ଦ୍ଧାରୁ ଆସିଲା ପୁଣି ଏକ ଅନ୍ଧାରୀ ଚିକିତ୍ସାର ଚିତ୍ର : ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋବାଇଲ ଟର୍ଚ୍ଚ ଲାଇଟରେ ଗୁରୁତର ରୋଗୀଙ୍କର ହେଲା ଚିକିତ୍ସା,ଦୁର୍ଘଟଣାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯୁବକ
By
Pranjna Parimita Behera
Jun 03, 2020
17:00
IST
ନ୍ୟୁଜ୍
ଓଡିଶା ଶୁଭିଲା ଦିଲ୍ଲୀ କାନ୍ଦ । କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ କେନ୍ଦ୍ରାପଡା ଫେରାଇ ଆଣିବାକୁ ଗୁହାରୀ କରିଥିଲେ ସ୍ତ୍ରୀ ଓ ପିଲା । ୧୦ ହଜାର ଟଙ୍କାର ସହାୟତା ଦେଲେ ବିଧାୟକ । ବିମାନରେ ଓଡିଶା ଫେରାଇ ଆଣିବାକୁ କରିବେ ବନ୍ଦୋବସ୍ତ ।
By
Pranjna Parimita Behera
Jun 03, 2020
16:47
IST
ନ୍ୟୁଜ୍
ଘାଟିରେ ଓଲଟିଲା ବରଯାତ୍ରୀ ଗାଡି : ଦୁର୍ଘଟଣାରେ ୨ ମୃତ ୩୦ ଆହତ, ଜୟପୁର ବୋଡିଗାଁରୁ ମୁଣ୍ଡିଗୁଡାକୁ ୪୦୭ ରେ ଯାଉଥିଲେ ୩୫ ରୁ ଅଧିକ ବରଯାତ୍ରୀ
By
Pranjna Parimita Behera
Jun 03, 2020
15:10
IST
ନ୍ୟୁଜ୍
ଓଡିଶା ଠାରୁ ମାତ୍ର ୫୦୦କିମି ଦୂରରେ ପଙ୍ଗପାଳ । ରାଜ୍ୟକୁ ଆସିବାର ଆଶଙ୍କା ଥିବାର ପ୍ରତିଦିନ ମନିଟର ହେଉଛି ସ୍ଥିତି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ । କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାରଙ୍କ ସୂଚନା ।
By
Pranjna Parimita Behera
Jun 03, 2020
14:48
IST
ନ୍ୟୁଜ୍
ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କଲା ବାତ୍ୟା ନିସର୍ଗ । ମୁମ୍ବାଇରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ବହୁଛି ପବନ, ସୁଁ ସୁଁ ଗର୍ଜନ କରି କୂଳ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର
By
Pranjna Parimita Behera
Jun 03, 2020
14:00
IST
ନ୍ୟୁଜ୍
ମହାରାଷ୍ଟ୍ର ଆଲିବାଗ ନିକଟରେ ଲ୍ୟାଣ୍ଡଫଲ କରିବ ନିସର୍ଗ । ୪ଟା ଭିତରେ ସ୍ଥଳଭାଗ ଛୁଇଁବ ବାତ୍ୟା । ୧୧୦ରୁ ୧୨୦ କିଲୋମିଟର ବେଗରେ ବହିବ ପବନ
By
Pranjna Parimita Behera
Jun 03, 2020
13:15
IST
ନ୍ୟୁଜ୍
ଭୁବନେଶ୍ୱରରେ ଖୋଲିବ ସମସ୍ତ ପାର୍କ । ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନରେ ସକାଳ ୫ରୁ ୧୦ ଓ ସନ୍ଧ୍ୟା ୪ରୁ ୬ ଯାଏ ରହିବ ଖୋଲା । ବିଏମସି ପକ୍ଷରୁ ଦିଆଗଲା ସୂଚନା ।
By
Pranjna Parimita Behera
Jun 03, 2020
12:48
IST
ନ୍ୟୁଜ୍
ଅନଲାଇନରେ ମଦ କିଣି ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ : ସୋସିଆଲ ମିଡିଆରେ ବିଜ୍ଞାପନ ଦେଖି ମଦ କିଣିବାରୁ ସ୍କାନକୋଡ ବଳରେ ୭୦ ହଜାରରୁ ଅଧିକ ଟଙ୍କା ଲୁଟିନେଲେ ସାଇବର ଠକ, ଅଭିଯୋଗ ରଖିଲାନି ଚନ୍ଦ୍ରଶେଖରପୁର ଥାନା
By
Pranjna Parimita Behera
Jun 03, 2020
12:22
IST
Prev
1
...
37
38
39
Next
Advertisment
ସବସ୍କ୍ରାଇବ କରନ୍ତୁ